ଏହା କେଉଁ ଜିନିଷ ଅଟେ ଯାହା ସ୍ତ୍ରୀ ଲୋକଙ୍କ ଭିତରକୁ ଗଲେ ସେମାନେ ପାଗଳ ହୋଇଯାନ୍ତି ?

ଆପଣ ବହୁତ ଲୋକଙ୍କ କଥା ଶୁଣି ଥିବେ ଯେ ଆଇଏସ ପରୀକ୍ଷା ପାସ କରିବା କୌଣସି ଛୁଆ ଖେଳ ନୁହ, ଲିଖିତ ପରୀକ୍ଷା ରେ ତେବେ ଗୋଟେ ଥର ପାସ କରି ପାରିବେ କିନ୍ତୁ ଏହାର ଇଣ୍ଟରଭ୍ୟୁ ବହୁତ କଠିନ ହୋଇଥାଏ ଏଥିରେ ପଚରା ଯାଇଥିବା ପ୍ରଶ୍ନ ଉତ୍ତର ଭଲ ଭଲ ବିଦ୍ଵାନ ଲୋକଙ୍କ ପାଖରେ ନଥାଏ । କେତେ ଥର ପ୍ରଶ୍ନ ବହୁତ ବୁଲେଇ ବଙ୍କେଇ ପଚରା ଯାଇଥାଏ, ତେବେ ପ୍ରଶ୍ନ ସହଜ ଥିଲେ ମଧ୍ୟ ଏତେ ବୁଲେଇକି ପଚରା ଯାଏ ଯାହା ଉତ୍ତର ଦବା କଷ୍ଟକର ହୋଇଥାଏ ।

ଆଜି ଆମେ ଆଲୋଚନା କରିବୁ ବହୁତ ମଜାଦାର ଓ ଦମଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ମଧ୍ୟ, ଯଦି ଉତ୍ତର ଜଣା ଥିବ ତେବେ କମେଣ୍ଟ ମଧ୍ୟ କରିପାରିବେ ।

Image Courtesy: Google

ପ୍ରଶ୍ନ :- ସେ କେଉଁ ଜିନିଷ ହୋଇଥାଏ ଯାହା ସ୍ତ୍ରୀ ଲୋକଙ୍କ ବିତରକୁ ଗଲେ ସେମାନେ ପାଗଳ ପ୍ରାୟ ହୋଇଥାନ୍ତି ?

ଉତ୍ତର :- ସନ୍ଦେହର କୀଡା

ପ୍ରଶ୍ନ :- କେଉଁ ଅଭିନେତାର ଘରର ନାମ ରାମାୟଣ ଅଟେ ?

ଉତ୍ତର :- ଶତ୍ରୁଘ୍ନ ସିହ୍ନାର ଘରର ନାମ

ପ୍ରଶ୍ନ :- ଭାରତର ସବୁଠୁ ପ୍ରଥମ ରାଜ୍ୟର ନାମ କଣ ଅଟେ ?

ଉତ୍ତର :- ବିହାର ରାଜ୍ୟ

ପ୍ରଶ୍ନ :- କେଉଁ ଜୀବ କ୍ଷୀରରୁ ପାଣି ଅଲଗା କରିପାରିବ ?

ଉତ୍ତର :- ହଂଶ

ପ୍ରଶ୍ନ :- ମନୁଷ୍ୟ ଶରୀରରେ ଜଳର ମାତ୍ରା କେତେ ପ୍ରତିଶତ ରହିଥାଏ ?

ଉତ୍ତର :- ୮୦ ପ୍ରତିଶତ

Image Courtesy: Google

ପ୍ରଶ୍ନ :- କେଉଁ ଦେଶର ଲୋକ ଭାରତରେ ବୁଲି ପାରିବେ ନାହିଁ ?

ଉତ୍ତର :- ନର୍ଥ କୋରିଆ ଦେଶର ଲୋକ

ପ୍ରଶ୍ନ :- କେଉଁ ପଶୁ ସବୁଠୁ ଅଧିକ କ୍ଷୀର ପିଇଥାଏ ?

ଉତ୍ତର :- ବିଲେଇ

ପ୍ରଶ୍ନ :- ଆଜାଦୀ ସମୟରେ ଭାରତର ରାଜଧାନୀ କେଉଁଠି ଥିଲା ?

ଉତ୍ତର :- ନ୍ୟୁ ଦିଲ୍ଲୀ

ପ୍ରଶ୍ନ :- ପାକିସ୍ତାନର ରାଷ୍ଟ୍ରୀୟ ଫଳ କଣ ଅଟେ ?

ଉତ୍ତର :- ଆମ୍ବ

ପ୍ରଶ୍ନ :- ସବୁଠୁ କମ ହେଲିକପ୍ଟର କେଉଁ ଦେଶ ପାଖରେ ଅଛି ?

ଉତ୍ତର :- ଗ୍ରୀକ ଦେଶ

Image Courtesy: Google

ପ୍ରଶ୍ନ :- ଦାନ୍ତର ରଙ୍ଗ ଧଳା କଣ ପାଇଁ ହୋଇଥାଏ ?

ଉତ୍ତର :- କ୍ୟାଲସିୟମ ଲାଗି

ପ୍ରଶ୍ନ :- କେଉଁ ଦେଶରେ ଟିଭି ଦେଖିବା ଦୋସ ଅଟେ ?

ଉତ୍ତର :- ନର୍ଥ କୋରିଆ

ପ୍ରଶ୍ନ :- ପେଣ୍ଟର କୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର :- ଚିତ୍ରକର

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *