8 ବର୍ଷର ଛୁଆ ରେପ କେସରେ ଧରା ପଡିଲା, କୋର୍ଟରେ ଲେଡୀ ଓକିଲ ତାର ନୁନୁ ଧରି କହିଲା, ଜଜ ସାହାବ ଦେଖ କଣ ଏଥିରେ ରେପ ହୋଇପାରିବ? ଛୁଆଟି କହିଲା….

ଆପଣମାନଙ୍କୁ ଯୋକ୍ସ ଶୁଣିବାକୁ ବହୁତ ପସନ୍ଦ ହୋଇଥିବ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋକ୍ସ କହିବାକୁ ଯାଉଛୁ ଯାହା ଶୁଣି ଆପଣ ନିଜ ହସ କଣ୍ଟ୍ରୋଲ କରି ପାରିବେ ନାହିଁ, ତେବେ କିଛି ଯୋକ୍ସ ଏମିତି ହୋଇଥାଏ ଯାହା ଯେତେ ଥର ଶୁଣିଲେ ମଧ୍ୟ ହସ ଲାଗିଥାଏ ଓ ଏହି ଭଳି ହସ ବେଲୁନ ଆଜି ଆମେ ଆପଣ ମାନଙ୍କ ପାଇଁ ଆଣିଛୁ ଯାହା ଫୁଟିଲା ପରେ ଆପଣଙ୍କ ହସ ଆଉ କଣ୍ଟ୍ରୋଲ ହବ ନାହିଁ । ତେବେ ଆସନ୍ତୁ ଆରମ୍ଭ କରିବା ।

Image Courtesy: Google

୧. ନୂଆ ବିବାହିତ ଯୋଡି ଟ୍ରେନରେ ଯାଉଥିଲେ । ଗାଡି ଗୋଟେ ବଡ ସୁରଙ୍ଗ ଦେଇ ପାସ କଲା ।

ସୁରଙ୍ଗ ପାର କଲା ପରେ ସ୍ଵାମୀ କହିଲା ମୁଁ ଯଦି ଜାଣି ଥାନ୍ତି ସୁରଙ୍ଗ ଏତେ ବଡ ହବ ମୁଁ ତମକୁ ଚୁମ୍ବନ ଦେଇଥାନ୍ତି ।

ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ – ତାହେଲେ ସିଏ ତମେ ନଥିଲ ?

୨. ସ୍ଵାମୀ – ସ୍ତ୍ରୀ ହାତ ଧରା ଧରି ହୋଇ ମାର୍କେଟରେ ବୁଲୁଥିଲେ

ତାଙ୍କୁ ଦେଖି ତାଙ୍କ ସାଙ୍ଗ କହିଲା – ଏତେ ବର୍ଷ ପରେ ମଧ୍ୟ ଏତେ ଭଲ ପାଇବା ।

ସ୍ଵାମୀ – ଓ ଭାଇ କେମିତିକା ଭଲ ପାଇବା!!!

ହାତ ଛାଡିଦେଲେ ଦୋକାନରେ ପଶିଯିବ ମୋ ସ୍ତ୍ରୀ ।

 

Image Courtesy: Google

୩. ଯେତେବେଳେ ଝିଅ ନିଜ ବାପ ଘରେ ଥାଏ ସେତେବେଳେ ରାଣୀ ହୋଇ ବଞ୍ଚିଥାଏ ।

ପ୍ରଥମ ଥର ସାସୁ ଘରେ ଆସିଲା ପରେ ମା ଲକ୍ଷ୍ମୀ ରୂପ ହୋଇଥାନ୍ତି ।

ସାସୁ ଘରେ କାମ କରି କରି ବାଇ ହୋଇଯାଏ ।

ଏହି ଭଲି ଭାବରେ ଝିଅ ମାନେ ରାଣୀ ଲକ୍ଷ୍ମୀ ବାଇ ହୋଇଥାନ୍ତି ।

ଏହା ପରେ ସ୍ଵାମୀକୁ ଇଂରେଜ ଭାବି ତଲବାର ବିନା ଲଢେଇ କରନ୍ତି ଯାହା ପରେ ସ୍ଵାମୀ ଇଂରାଜୀ ପିଇବା ପାଇଁ ବିବଶ ହୋଇଥାଏ ।

୪. ସ୍ତ୍ରୀ – ଜିମ ଜାଓ ଖାଇ ଖାଇ ମୋଟା ହେଇଗଲଣି ପେଟ ବାହାରି ଗଲାଣି ।

ସ୍ଵାମୀ – ତମ ପେଟ ମଧ୍ୟ ବାହାରି ଗଲାଣି

ସ୍ତ୍ରୀ – ମୁଁ ମା ହବାକୁ ଯାଉଛି

ସ୍ଵାମୀ – ତେବେ ମୁଁ ବାପା ହବାକୁ ଯାଉଛି

Image Courtesy: Google

୫. ପ୍ରେମୀ – ଏତେ ସମୟ କେଉଁଠି ଥିଲ ?

ପ୍ରେମିକା – ମା ସହିତ ମାର୍କେଟ ଯାଇଥିଲି ।

ପ୍ରେମୀ – ମୁଁ ତମକୁ ଏତେ ମନେ ପକାଇଲି, ତମକୁ ହିଚ୍କି ଆସିଲାନି ?

ପ୍ରେମିକା – ଆସିଥିଲା କିନ୍ତୁ ମୁଁ ଜାଣି ପାରିଲିନି ଯେ କେଉଁ ଜଣକ ମନେ ପକାଉଛନ୍ତି ?

୬. ଟିଚର : ତମେ କେବେ କୌଣସି ଭଲ କାମ କରିଛ ?

ପପୁ – ହଁ ସର ଜଣେ ବୁଢା ଲୋକ ଧୀରେ ଧୀରେ ନିଜ ଘରେ ଯାଉଥିଲେ ।

ମୁଁ କୁକୁର ପଛରେ ଲଗାଇ ଦେଲି ବହୁତ ଶୀଘ୍ର ଘରେ ପହଞ୍ଚିଗଲେ ।

୭. ସନ୍ତା ନିଜ ବିଲକୁ ଯାଇଥିଲା,

ସେଠି ଗୋଟେ କୂଅରେ ବେଙ୍ଗଥିଲା ।

ବେଙ୍ଗ – ତମ ପାଖରେ ବୁଦ୍ଧି ନାହିଁ ।

ସନ୍ତା – ହଁ

ବେଙ୍ଗ – ନାହିଁ

ସନ୍ତା – ଅଛି

ବେଙ୍ଗ – ନାହିଁ, ନାହିଁ, ନାହିଁ ଆଉ ଏତେ କହି ବେଙ୍ଗ କୂଅରେ ଡେଇଁ ପଡିଲା ।

ସନ୍ତା – ଆରେ ନାହିଁ ତ ନାହିଁ ଏଥିରେ ଆତ୍ମହତ୍ୟା କରିବା କଣ ଦରକାର ?

୭. 8 ବର୍ଷର ଛୁଆ ରେପ କେସରେ ଧରା ପଡିଲା

କୋର୍ଟରେ ଲେଡୀ ଓକିଲ ତାର ନୁନୁ ଧରି କହିଲା,

ଜଜ ସାହାବ ଦେଖ କଣ ଏଥିରେ ରେପ ହୋଇପାରିବ?

ଛୁଆଟି କହିଲା…. ହଲାନି, କେସ ହାରିଯିବୁ

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *