ଆଜି ଚତୁର୍ଥ ନବରାତ୍ରିରେ ଏଇଠି ଲୁଚେଇ ରଖି ଦିଅନ୍ତୁ ଗୁଜୁରାତି, ତା ପରେ ଦେଖନ୍ତୁ ଚମତ୍କାର

ମା ଆଦି ଶକ୍ତି କୁଷ୍ମାଣ୍ଡଙ୍କର ପୂଜା ନବରାତ୍ରିର ଚତୁର୍ଥ ଦିନରେ ପାଳନ କରାଯାଏ । ମା କୁଷ୍ମାଣ୍ଡାଙ୍କୁ ଆଦି ସ୍ୱରୂପା ଓ ଆଦିଶକ୍ତି କୁହାଯାଏ । ଦେବୀଙ୍କ ଆରାଧନା ଦ୍ଵାରା ଯଶ, ବଳ, ବୃଦ୍ଧି ହୋଇଥାଏ । ଦେବୀ କୁଷ୍ମାଣ୍ଡାଙ୍କ ରୂପ ଅଦଭୁତ ହୋଇଥାଏ । ତାଙ୍କର ଆଠ ଭୁଜ ହେବ କାରଣରୁ ତାଙ୍କୁ ଅଷ୍ଟ ଭୁଜା ବୋଲି କୁହାଯାଏ । ତାଙ୍କର ସାତ ଭୁଜ ଭିତରୁ ଧନୁସ ବାଣ, କମଳ ପୁଷ୍ପ, ଚକ୍ର, ଅମୃ-ତ ପୂର୍ଣ କଳସ, ଚକ୍ର , ଗଦା ରହିଛି ଆଉ ଅଷ୍ଟମ ହାତରେ ସବୁ ସିଦ୍ଧିଆ ଦେବା ଜାପା ମାଳୀ ରହିଛି । ମା କୁଷ୍ମାଣ୍ଡା ବାଘ ଉପରେ ବସିକି ରହିଥାନ୍ତି । ତାଙ୍କୁ କଖାରୁ ବଳି ପସନ୍ଦ ହୋଇଥାଏ ତାକୁ ସଂସ୍କୃତରେ କୁଷ୍ମାଣ୍ଡା କୁହାଯାଏ ।

ଏହି ଦେବୀ ଦେବୀ ସୂର୍ଯ୍ୟ ଲୋକରେ ବାସ କରିଥାଏ । ସୂର୍ଯ୍ୟ ଲୋକରେ ନିବାସ କରିବା କାରଣରୁ ସୂର୍ଯ୍ୟ ଭଳି ତେଜବାନ ଅଟନ୍ତି । ସବୁ ଦିଗ ତାଙ୍କ ଠାରୁ ଅଲୌକିକ ହୋଇଥାଏ । ସବୁ ପ୍ରାଣୀଙ୍କ ଭିତରେ ତାଙ୍କର ତେଜ ବିଦ୍ୟମାନ ହୋଇଥାଏ । ସମସ୍ତ ସଂସାର ତାଙ୍କର ପ୍ରକାଶରେ ପ୍ରକାଶିତ ହୋଇଥାଏ

କେମିତି କରିବେ ମାର ପୂଜା :- ମା ର ସମ୍ବନ୍ଧ ବୁଧ ଗ୍ରହ ସହିତ ଅଛି ଆଉ ବୁଧ ଗ୍ରହକୁ ମଜଭୁତ କରିବା ପାଇଁ ମା ର ଆରାଧନା କରାଯାଇଥାଏ । ମା କୁଷ୍ମାଣ୍ଡା ବହୁତ ତେଜସ୍ବୀ ହୋଇଥାନ୍ତି । ତାଙ୍କର ଉପାସନା କରିବା ଦ୍ଵାରା ଭକ୍ତଙ୍କ ସବୁ ରୋଗ ଖତମ ହୋଇଯାଇଥାଏ । ତାଙ୍କର ପୂଜା କରିବା ଦ୍ଵାରା ଯାସରେ ବୃଦ୍ଧି ହୋଇଥାଏ ଆୟୁ ବୃଦ୍ଧି ହୋଇଥାଏ । ଆରୋଗ୍ଯ ହୋଇଥାନ୍ତି । ମା କୁଷ୍ମାଣ୍ଡା ବହୁତ ଦୟାଳୁ ଅଟନ୍ତି । ଯଦି ମାର ଆରାଧନା ବହୁତ ବିଧାନର ସହିତ କରିଥାନ୍ତି ତେବେ ମା ପ୍ରସନ୍ନ ହୋଇଥାନ୍ତି । ଚତୁର୍ଥ ନବରାତ୍ରି ଦିନ କଖାରୁର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ।

ଏହାଦ୍ବାରା ଆପଣ ସୁସ୍ଥ ରହିଥାନ୍ତି । ପୁରା ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିଥାଏ । ଏହି ଦିନରେ ଯେତେବେଳେ ମାର ପୂଜା କରିବେ ମା କୁ ଗ୍ରୀନ କଲରର ଅଳେଇଚ ଯେତିକି ଦେଇପାରିବେ ଅର୍ପିତା କରନ୍ତୁ ଆଉ ପାନ ମାଧୁରୀ ମଧ୍ୟ ଅର୍ପଣ କରନ୍ତୁ । ଆଉ ମାର ମନ୍ତ୍ର ଅଟେ ଓଂ କୁଷ୍ମାଣ୍ଡା ଦେବ୍ୟା ନମଃ’ । 108 ଥର ଏହି ମନ୍ତ୍ରର ଜପ କରନ୍ତୁ । ବୁଧ ସମସ୍ୟାର ସମାଧାନ ପାଇଁ ଆପଣ ଏହି ଦିନରେ ମାର ସରଣରେ ଆସିବେ । କାରଣ ମାର ୯ ସ୍ୱରୂପ ୯ ଟି ଗ୍ରହକୁ ମଜଭୁତ କରିଥାଏ । ବୁଧ ସମ୍ବନ୍ଧୀୟ ସମସ୍ୟାର ନିବାରଣ ପାଇଁ, ବୁଧକୁ ପ୍ରସନ୍ନ କରିବା ପାଇଁ ଓଂ ବୁଂ ବୁଧାୟ ନମଃର ମନ୍ତ୍ର ଜପ କରନ୍ତୁ । ଆପଣ ଯଦି ବୁଧ ବାଲା ଦିଗରେ କାମ କରୁଛନ୍ତି ତେବେ ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଆପଣଙ୍କ ବୁଧ ମଜଭୁତ ରହିବ ।

ଯଦି ଆପଣ ଚହୁଁଛନ୍ତି ଆପଣଙ୍କ ଛୁଆ ଅଧିକ ପାଠ ପଢନ୍ତୁ ଆଉ ଶିକ୍ଷା ଉପରେ ଧ୍ୟାନ ରହୁ । ତେବେ ସେଥିପାଇଁ ଗୋଟିଏ ଛୋଟ ପ୍ରୟୋଗ କରନ୍ତୁ । ଆପଣ ଏହି ଦିନ ଗୋଟିଏ ସଫା କାଗଜ ନିଅନ୍ତୁ । ଆଉ ଗୋଟିଏ ଟିକେ ସିନ୍ଦୁର ନିଅନ୍ତୁ ସେଥିରେ ଟିକେ ପାଣି ପକାଇ ଗାଢ ପେଷ୍ଟ ବନାନ୍ତୁ । ସେଇ ସିନ୍ଦୁରରେ କାଗଜ ଉପରେ ପିଲାର ନାମ ଲେଖନ୍ତୁ । ଯେଉଁଠି ପିଲାର ନାମ ଲେଖିଛନ୍ତି ସେଠାରେ ତମ୍ବାର କଏନ ରଖନ୍ତୁ । କାଗଜକୁ ମୋଡି ମା ଆଗରେ ରାଖୀ ଦିଅନ୍ତୁ । ଆଉ ଏହାକୁ ପଞ୍ଚମ ନବରାତ୍ରି ଦିନ ଏହାକୁ ଉଠାଇ ନିଅନ୍ତୁ ଆଉ ଏହାକୁ ଛୁଆର ପଢା ବ୍ୟାଗରେ ଏହାକୁ ରଖୀ ଦିଅନ୍ତୁ । ଆପଣ ଦେଖିବେ ପଢାରେ ମନ ଲାଗିବା ଆଉ ଦୁଷ୍ଟ କମ ହେବେ ।

Leave a Reply

Your email address will not be published. Required fields are marked *