ମଙ୍ଗଳବାର 16 ମାର୍ଚ୍ଚ 2021- ବଜରଙ୍ଗବଲିଙ୍କ କୃପାରୁ ଆଜି ଏହି 2ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣଙ୍କ ଶତୃ ଆପଣଙ୍କୁ ହାନି କରିବା ପାଇଁ ଚେଷ୍ଟା କରିବ । ଯଦି ଆପଣ କୌଣସି ଟିମକୁ ଲିଡ କରୁଛନ୍ତିତ  ଆପଣଙ୍କୁ ନିଜ ସାଥିକୁ ମୋଟିଭେଟ କରିବା ଓ ତାଙ୍କ ଚେଷ୍ଟାର ପ୍ରଶଂସା କରିବା ଉଚିତ । ସାଙ୍ଗ ମାନଙ୍କ ସହିତ ଆପଣ କିଛି ସମୟ ବିତାଇବେ ଓ ନୂଆ ଯୋଜନାକୁ ନେଇ ଉଶ୍ଚାହିତ ରହିବେ । ଆଜି ଆପଣଙ୍କ ରଣନୀତି କାହା ସହିତ ଆଲୋଚନା କରନ୍ତୁ ନହିଁ ।

ବୃଷ :- ଏହି ରାଶିର ଛୋଟ ପିଲା ପଢା ପ୍ରତି କମ ରୁଚି ରଖିବେ, ଭଲ ହେବକି ପଢାରେ ମନ ଲଗାନ୍ତୁ । ଆଜି ବିରୋଧୀ ମାନଙ୍କ ଠାରୁ ବଞ୍ଚିକି ରୁହନ୍ତୁ । ନିଜକୁ ଫିଟ ରଖିବା ପାଇଁ ଆପଣଙ୍କୁ ଯୋଗ ବା ଏକ୍ସାର୍ସାଇଜ କରିବାର ସହର ନେବା ଉଚିତ । ଯେଉଁ ବ୍ୟାପାରୀ ଡେରି ସମ୍ବନ୍ଧିତ କାରୋବାର କରୁଛନ୍ତି ଆଉ ତାଙ୍କୁ ଲାଭ ହେବାର ସମ୍ଭାବନା  ରହୁଛ ।

ମିଥୁନ :- ଏହି ରାଶିର ଲୋକଙ୍କୁ  ହଠାତ ସନ୍ତାନଙ୍କ ତରଫରୁ କୌଣସି ଖୁସି ଖବର ମିଳିପାରେ । ଆଜି ପରିବାରର ଆଡକୁ ଅଧିକ ଧ୍ୟାନର ଆବସ୍ୟକ ରହିଛି । ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତାଗ୍ରସ୍ତ ରୁହନ୍ତୁ ନହିଁ । ଆଜି ଆପଣଙ୍କୁ କୌଣସି ଜିନିଷକୁ ବହୁତ ସ୍ପଷ୍ଟ ଭାବରେ ନିଜ ଲୋକଙ୍କୁ କହିବାକୁ ହେବ, ନହେଲେ ଭବିଷ୍ୟତରେ ସମ୍ପର୍କ ଆପଣଙ୍କ ପାଇଁ ଚିନ୍ତାର କାରଣ ବନିପାରେ । ଆଖୟପାଖର ଲୋକ ଆପଣଙ୍କ ବ୍ୟବହାର ଦ୍ଵାରା  ଓ କଥା ଦ୍ଵାରା ବହୁତ ପ୍ରଭାବିତ ହେବେ ।

କର୍କଟ :- ସମୟରେ କାମ ହେବ ଦ୍ଵାରା ଚିନ୍ତାରୁ ମୁକ୍ତି ମିଳିବ । ବ୍ୟାପାର ବ୍ୟବସାୟରେ ଅନୁଭବ ଦ୍ଵାରା ଲାଭ ହେବ । ଆପଣଙ୍କ ଜୀବନସାଥି ପ୍ରତିଦିନର ଆବଶ୍ୟକତାକୁ ପୁରା ଲରିବା ପାଇଁ ଆପଣଙ୍କ ହାତ ଟାଣି ପାରନ୍ତି । ଯାହା ଦ୍ଵାରା ଆପଣଙ୍କ ମନ ଉଦାସ ହେବାର ସମ୍ଭାବନା ରହିଛି । ଆପଣଙ୍କ ବଚତ ଓ ଧନ ବୃଦ୍ଧି ହେବ । ନିବେଶରେ ସଫଳତା ମିଳିବ  । ସମୟର ସଦୁପଯୋଗ ହେବ ।

ସିଂହ :- ସିଂହ ରାଶିର ଲୋକଙ୍କୁ ବିତୀୟ ମାମଲାରେ ମାନକ ଲଗାଇବା ପାଇଁ ସବୁ ଚରଣରେ ବ୍ୟୟରେ ଲକ୍ଷ ରଖିବାକୁ ଆବଶ୍ୟକତା ରହିଛି । ଆପଣଙ୍କୁ ଅନ୍ୟ ଲୋକଙ୍କ ସହିତ ମିସିକି କାମ କରିବାରେ ଆନନ୍ଦ ଆସିବ । ପରିବାରରେ ଘରର ବଡ ଲୋକଙ୍କୁ ଲୋକଙ୍କୁ ସହଯୋଗ ମିଳିପାରେ । ସୃଜନାତ୍ମକ କାର୍ଯ୍ୟରେ ଧନ ଲଗାଇବେ । ସାମୁହିକ ସଫଳତା ଆପଣଙ୍କୁ ଆଗକୁ ବଢିବା ପାଇଁ ପ୍ରେରିତ କରିବ ।

କନ୍ୟା :- ଆଜି ଆପଣଙ୍କ ବ୍ୟକ୍ତିତ୍ବ ଓ ରଙ୍ଗ ରୂପକୁ ଭଲ ବନାଇବା ପାଇଁ ଚେଷ୍ଟା ସନ୍ତୋଷ ଜନକ ପ୍ରମାଣିତ ହେବ । ପାରିବାରିକ ବାତାବରଣ ଜୀବନ ଭଲ ରହିବ କିନ୍ତୁ ଜୀବନ ସାଥି ସହିତ ମତଭେଦ ହେବାର ସମ୍ଭାବନା ରହିଛି । କୌଣସି ପୁରୁଣା ଇଛା ଆଜି ପୁରା ହେବ । ଯାତ୍ରା ଲାଭଦାୟକ ରହିବ । ଆଶାନୁରୂପକ ଆମଦାନୀ ହେବ । ବାହନ କିଣିବାର ଯୋଗ ବନିବ ।

ତୁଳା :- କାରିୟରରେ ଦୂରଗାମୀ ଲାଭର ଅବସର ମିଳିବ । କୌଣସି ସ୍ଵଜନଙ୍କ ଠାରୁ ଭଲ ଖବର ମିଳିବ । ଯଦି ଆପଣ ଆପଣଙ୍କ ବ୍ୟବସାୟକୁ ନିଜ ଦିମାଗରେ ସବୁଠୁ ଉପରେ ରଖିବେତ ଆପଣ ଏହି ଅସୁବିଧାକୁ ବହୁତ ସହଜରେ ଦୂର କରିପାରିବେ । କୌଣସି କାର୍ଯ୍ୟକୁ ପୁରା କରିବା ପାଇଁ ଅଧିକ ପରିଶ୍ରମର ଆବଶ୍ୟକ ନହିଁ , ଯଦି କାର୍ଯ୍ୟକୁ ଧାର୍ଯ୍ୟର ସହିତ କରିବେ ସବୁ ପୁରା ହେବ । ନୂଆ ସମ୍ବନ୍ଧରେ ଦୀର୍ଘ କାଳିକ ଲାଭ ହେବ ।

ବିଛା :- ସାଥୀକୁ ସରପ୍ରାଇଜ ପାର୍ଟି ଦେଇପାରନ୍ତି ଯେଉଁଥିରେ ପ୍ରେମ ଜୀବନରେ ଆଶାର ନୂଆ କିରଣ ଆସିବ । ପରିବାର ଲୋକଙ୍କ ସହଯୋଗ ଦ୍ଵାରା ଆପଣଙ୍କ କାମ ସମୟରେ ପୁରା ହେବ । ଆଜି ଆପଣଙ୍କୁ ବେକାରିଆ କଥାରୁ ବଞ୍ଚି ରହିବା ଆବଶ୍ୟକତା ରହିଛି । ଆଜି ସ୍ଵାସ୍ଥ୍ୟରେ କିଛି ଭଲ ମନ୍ଦ ରହିବ । ଆପଣ ତେଲ ଜିନିଷ କମ ଖାଆନ୍ତୁ । ନୂଆ କପଡାର କିଣି ପାରନ୍ତି ।

ଧନୁ :- ଭବନରେ ଯାଇ ଆପଣ କୌଣସି ଅବିଚାରୀ କାର୍ଯ୍ୟ କରନ୍ତୁ ନାହିଁ, ଏହାର ଧ୍ୟାନ ରଖନ୍ତୁ । ବ୍ୟବସାୟରେ ଆଜି ଲାଭର ଅବସର ମିଳିବ । ସାଙ୍ଗ ସହିତ ଫୋନରେ ସମ୍ପକ ହେବ । ଅନ୍ୟ ଲୋକଙ୍କ କଥାରେ ପଡନ୍ତୁ ନହିଁ ନହେଲେ ଅପମାନର ଭାଗ୍ୟ ହେବାକୁ ପଡିପାରେ । ସବୁ ଇଛା ପୁରା ହେବ । ପ୍ରଣୟ ପାଇଁ ସମାୟା ବହୁତ ଭଲ ଅଟେ ।

ମକର :- କୌଣସି ଜରୁରୀ କାମରେ ଜୀବନସାଥିର ସଜେସନ ନେବା ଜରୁରୀ ଅଟେ । ଦାଂପତ୍ଯ ଜୀବନରେ ଖୁସି ବଢିବ । ଆଜି ଅଚାନକ ଧନଲାଭ ହେବାର ଜୋଗ ବନୁଛି । ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ରଚନାତ୍ମକ କାମରେ ଜଡିତ ଲୋକଙ୍କ ପାଇଁ ଦିନ ବହୁତ ଭଲ ଅଟେ । ମା ଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ ତାଙ୍କୁ ସମ୍ଭାଳିକି ଚାଲିବାର ପରାମର୍ଶ ଦିଅନ୍ତୁ ।

କୁମ୍ଭ :- କାର୍ଯ୍ୟ କ୍ଷେତ୍ରରେ ଆସିଥିବା ସମସ୍ଯାରୁ ମୁକ୍ତି ମିଳିବ ଓ ସନ୍ତାନ ପକ୍ଷରୁ ଶୁଭ ସମାଚାର ଶୁଣିବାକୁ ମିଳିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ସୁଖରେ ବ୍ଯବଧାନ ଆସିପାରେ । ରାଶିର ସ୍ଵାମୀ ଶନି କାରଣ ମାର୍ଗ ଉଦୟ ହେଉଛି । କୌଣସି ବିପରୀତ ସମାଚାର ଶୁଣି ହଠାତ ଯାତ୍ରାରେ ଯିବାକୁ ହେବ । ସେଥିପାଇଁ ସାବଧାନ ରୁହନ୍ତୁ ଓ ଝଗଡା ବିବାଦରୁ ବଞ୍ଚିକି ରୁହନ୍ତୁ । ଅନାବଶ୍ୟକ ଭୟର ତ୍ୟାଗ କରନ୍ତୁ ।

ମିନ :- ବ୍ୟାପାରରେ କଷ୍ଟ ଉଠାଇବାର ପରିଣାମ ଲାଭକରକ ରହିବ । ଅସୁବିଧାକୁ ଧର୍ଯ୍ୟ ଓ ନିଜ ମୃଦୁ ବ୍ୟବହାର ଦ୍ଵାରା ସୁଧାରୀ ପାରିବେ । ରୋଜଗାର ସମ୍ବନ୍ଧିତ କୌଣସି ଶୁଭ ସମାଚାର ପ୍ରାପ୍ତ ହେବ । ବିବାହ ସମ୍ବନ୍ଧିତ ବିଷୟରେ ପାରିବାରିକ ସହଯୋଗ ପ୍ରାପ୍ତ ହେବ । ନୂଆ ବହନ ଅଥବା ଘର କିଣିପାରନ୍ତି । ଦିନର ଆରମ୍ଭ ଭକ୍ତି ଭାବରୁ ହେବ ।

Leave a Reply

Your email address will not be published. Required fields are marked *