ମେ ମାସ ୧୬ ୨୦୨୨ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଯାହା ବୈଶାଖ ମାସ ପୂର୍ଣ୍ଣିମା ତିଥିରେ ରହିବ । ଏହି ଗ୍ରହଣ ବହୁତ ଭୟଙ୍କର ହେବାକୁ ଯାଉଛି । କାରଣ ଏହା ବହୁତ ଲମ୍ବା ଚନ୍ଦ୍ରଗ୍ରହ ଲାଗିବାକୁ ଯାଉଛି । ଏହାର ପ୍ରଭାବ ସବୁ ରାଶି ମାନଙ୍କ ଉପରେ ପଡିବାକୁ ଯାଉଛି । କୀଟୁ ୬ଟି ରାଶି ଏମିତି ରହିଛି ଯେଉଁ ମାନେ ଭାଗ୍ୟଶାଳୀ ହେବା ସହ କୋଟୋ କୋଟି ଧନ ଅର୍ଜନ କରିବେ । ଏହାର ପ୍ରଭାବରେ କିଛି ଦେଶରେ ଭଲ ଓ ଖାରପ ପ୍ରଭାବ ମଧ୍ୟ ପଡିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଗ୍ରହଣର ହାଣ୍ଡିଛାଡର ସଠିକ ସମୟ ଓ କେଉଁ ରାଶି ହେବେ କୋଟିପତି ।
ଚଳିତ ବର୍ଷ ଚନ୍ଦ୍ରଗ୍ରହଣ ସକାଳ ୭ଟା ୫୮ ମିନିଟରୁ ଆରମ୍ଭ ହୋଇ ଅପରାହ୍ନ ୧୧ଟା ୨୫ ମିନିଟରେ ଶେଷ ହେବ । ଏହାର ସୁତକ କାଳ ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ଲାଗୁ ହେବ । ଯେବେ ଗ୍ରହଣ ଆରମ୍ଭ ହେବ ଖାସ କରି ଗର୍ଭବତୀ ମହିଳା ମାନେ ସାବଧାନ ରହିବା ଉଚିତ । ବୃଦ୍ଧ ବ୍ୟକ୍ତି ଓ ରୋଗୀଙ୍କୁ ଛାଡି ଏହି ସମୟରେ ଭୋଜନ କରିବା ଅନୁଚିତ । ଗର୍ଭବତୀ ମହିଳା ମାନେ କଟା କାଟି କରିବା, ଛୁଞ୍ଚି ଧରିବା, ଶୋଇବା ଆଦି ବର୍ଜନ କରିବା ଉଚିତ । ତେବେ ସେହି ଭାଗ୍ୟଶାଳୀ ରାଶିଗୁଡିକ ହେଉଛି –
ମେଷ ରାଶି : ଏହି ଗ୍ରହଣ ଆପଣଙ୍କ ଜୀବନରେ ଅଧିକ ପ୍ରଭାବ ପକାଇବ । ଧନ ଜନିତ ସମସ୍ଯା ଦୂର ହେବ । ଯଦି ଆପଣ ଧନ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଲାଭବାନ ହେବେ । ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ହେବ । ବ୍ୟବସାୟରେ ଉନ୍ନତି ହେବ ।
କୁମ୍ଭ ରାଶି : ଆପଣଙ୍କର ସମୟ ବହୁତ ଭଲ ରହିବ । ବିଜନେସ କ୍ଷେତ୍ର ରେ ଆପଣଙ୍କୁ ବଡ ସଫଳତା ପ୍ରାପ୍ତି ହେବ । ଧନ ଦୌଲତ ପ୍ରାପ୍ତି ହେବ । ଆପଣଙ୍କୁ ସବୁ କ୍ଷେତ୍ର ରେ ସଫଳତା ହାସଲ ହେବେ । ଆପଣଙ୍କର ଚେଷ୍ଟା ସଫଳ ହେବେ । ପୁରୁଣା ମିତ୍ର ଙ୍କ ସହ ବେତ ହେବ ।
ସିଂହ ରାଶି : ଏହି ଗ୍ରହଣ ଆପଣଙ୍କ ପାଇଁ ଖୁବ ଭଲ ରହିବ । ଶୁଭ ସମୟର ଆରମ୍ଭ ହେବ । ନୂଆ ଯୋଜନା କରିବେ । ଚାକିରି କ୍ଷେତ୍ରରେ ଭଲ ଲାଭ ମିଳିବ । ପ୍ରମୋଶନ ହୋଇପାରେ । ସମାଜରେ ମାନ ସାମନା ବୃଦ୍ଧି ହେବ । ସନ୍ତାନ ପ୍ରାପ୍ତିର ଯୋଗ ରହୁଛି ।
ମିଥୁନ ରାଶି : ଆପଣଙ୍କ ପାଇଁ ଗ୍ରହଣ ଭଲ ରହିବ । ବଡ ଧନ ଲାଭର ଯୋଗ ରହିଛି । ବେପାରୀ ମାନେ ବେପାର କ୍ଷେତ୍ରରେ ଧନ ଲାଭ କରିବେ । ଧନ ଜନିତ ସମସ୍ଯା ଦୂର ହେବ । ଭାଗ୍ୟର ସହଯୋଗ ପାଇବେ ।
କନ୍ୟା ରାଶି : ଆପଣଙ୍କ ପାଇଁ ରାଜଯୋଗର ସମୟ ଆସୁଅଛି । ଲମ୍ବା ସମୟରୁ ଯେଉଁ ସମସ୍ଯା ଲାଗି ରହିଥିଲା ତାହା ଦୂର ହେବ । ନୂଆ ଲୋକଙ୍କ ସହ ସାକ୍ଷାତ କରିବେ । ବେପାରୀ ମାନଙ୍କ ପାଇଁ ଦିନ ଭଲ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।