172 ବର୍ଷ ପରେ ଆଜି ହେଉଛି ଭୟଙ୍କର ସୂର୍ଯ୍ୟ ପରାଗ, 6ଟି ରାଶି ହେବେ କୋଟିପତି…. ଦେଖନ୍ତୁ ଆପଣଙ୍କ ରାଶି ନୁହେଁ ତ

ଆଜି ଦିନରେ ମଧ୍ୟ ରାତ୍ରି ସମୟରେ ଲାଗିବାକୁ ଯାଉଥିବା ଗ୍ରହଣ ବହୁତ ଭଲ ଅଟେ । କାରଣ ଏହା ସୂର୍ଯ୍ୟ ପରାଗ ସହିତ ଏଥିରେ ଶନି ଅମବାସ୍ୟା ମଧ୍ୟ ରହୁଛି । ଶନି ହେଉଛନ୍ତି ସୂର୍ଯ୍ୟ ଙ୍କ ପୁତ୍ର । ତେଣୁ ଏହି ଗୋଟେ ଦିନ ରେ ଅମବାସ୍ୟା ଓ ପରାଗ ର ମିଶ୍ରଣ ବହୁତ ଶୁଭ ଫଳ ଆଣିବ । ତେବେ ଆମେ ୧୨ ଟି ରାଶି ସମ୍ପର୍କରେ ଜାଣିବା ଓ ଉପାୟ ମଧ୍ୟ କହିବା ।

ମେଷ ରାଶି – ଆପଣଙ୍କ କାର୍ଯ୍ୟ ରେ ସଫଳତା ମିଳିବ । କୋର୍ଟ କଚେରୀ ମାମଲା ରେ ଆପଣ ବିଜୟ ହେବେ । ପାରିବାରିକ ଶାନ୍ତି ରହିବ । ଉପାୟ ହେଉଛି ଆପଣ ଭଗବାନ ହନୁମାନ ଜୀଙ୍କୁ ଆରଧନା କରନ୍ତୁ ।

ବୃଷ ରାଶି – ଆପଣଙ୍କର ପାରିବାରିକ ସମସ୍ୟା ଦୂର ହେବ । ସନ୍ତାନଙ୍କ ଠାରୁ କିଛି ଶୁଭ ସମାଚାର ପାଇବେ । ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । ଉପାୟ ହେଉଛି ଭଗବାନ ବିଷ୍ଣୁଙ୍କୁ ହଳଦିଆ ବସ୍ତ୍ର ଦାନ କରନ୍ତୁ ।

ମିଥୁନ ରାଶି – ଆପଣଙ୍କର ସମ୍ପତି ଜନିତ ମାମଲା ରେ ଲାଭବାନ ରହିବେ । ଆପଣ କୋର୍ଟ କଚେରୀ ଆଦି ରେ ଜୟ ହେବେ । ଆପଣଙ୍କର ବ୍ୟବସାୟ ରେ ଉନ୍ନତି ହେବ । ଉପାୟ ହେଉଛି ଓଂ ଗଣ ଗଣପତେୟ ନମଃ ଏହି ମନ୍ତ୍ର ଘରୁ ବାହାରକୁ ଯିବା ସମୟରେ ଜପ କରିବେ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହେବ ।

କର୍କଟ ରାଶି – ଆପଣଙ୍କୁ ନିଜର ସନ୍ତାନ ତରଫରୁ କୌଣସି ଶୁଭ ସମାଚାର ମିଳିପାରେ । ଆପଣ ନିଜର ପୁରୁଣା ମିତ୍ରଙ୍କ ସହ ଦେଖା କରିପାରନ୍ତି । ପାରିବାରିକ ସୁଖ ଶାନ୍ତି ବୃଦ୍ଧି ହେବ ଓ ଧନ ବୃଦ୍ଧି ହେବ । ଉପାୟ ହେଉଛି ଗାଈକୁ ସବୁଜ ଦାନା ଖାଇବାକୁ ଦିଅନ୍ତୁ ।

ସିଂହ ରାଶି – ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । ଆପଣ କୌଣସି ନୂତନ ଯୋଜନା ରେ କାର୍ଯ୍ୟ କରିପାରନ୍ତି । ଆପଣ କୌଣସି ନୂଆ ସ୍ଥାନକୁ ଯାତ୍ରା କରିପାରନ୍ତି । ଉପାୟ ହେଉଛି ରାଶିର ସ୍ୱାମୀ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ।

କନ୍ୟା ରାଶି – ଆପଣଙ୍କୁ ନିଜର ସହକର୍ମୀଙ୍କ ସହଯୋଗ ମିଳିବ । ଆପଣ କାର୍ଯ୍ୟ ରେ ସଫଳତା ପାଇବେ । ସନ୍ତାନଙ୍କ ଠାରୁ ଶୁଭ ଖବର ମିଳିବ । ଉପାୟ ହେଉଛି ଆପଣ ମା ଲଷ୍ମୀଙ୍କୁ ପଦ୍ମ ଫୁଲ ଦିଅନ୍ତୁ ।

ତୁଲା ରାଶି – ଆପଣ ଯଦି ସମ୍ପତି ଜନିତ କୌଣସି କାର୍ଯ୍ୟ କରୁଛନ୍ତି ସଫଳତା ପାଇବେ । ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । ନୂଆ ମିତ୍ର ଆପଣ କରିପାରନ୍ତି । ଉପାୟ ହେଉଛି ଶିବ ଲିଙ୍ଗକୁ ଗାଈ କ୍ଷୀରରେ ଅଭିଷେକ କରନ୍ତୁ ।

ବିଛା ରାଶି -ଆପଣଙ୍କ ଭାଇଭାଇ ଜନିତ ବିବାଦ ଏବେ ଶେଷ ହେବ । ଆପଣଙ୍କର ମାନସିକ ଶାନ୍ତି ବୃଦ୍ଧି ହେବ । ଆପଣଙ୍କର ସମ୍ମାନ ବୃଦ୍ଧି ହେବ । ଉପାୟ ହେଉଛି ପିମ୍ପୁଡି କୁ ଅଟା ଓ ଚିନି ଖାଇବା ପାଇଁ ଦିଅନ୍ତୁ ।

ଧନୁ ରାଶି – ଚାକିରୀରେ ସହକର୍ମୀଙ୍କ ସହଯୋଗ ମିଳିବ । ଜୀବନସାଥୀଙ୍କ ସହ ସମ୍ଭନ୍ଦ ଭଲ ରହିବ । ଉପାୟ ହେଉଛି ଓସ୍ତ ଗଛ ରେ ଜଳ ଅର୍ପଣ କରନ୍ତୁ ଓ ଦୀପ ଯାଲନ୍ତୁ ।

ମକର ରାଶି – ଆପଣଙ୍କର ବୈବାହିକ ଜୀବନରେ ସୁଖ ଓ ଶାନ୍ତି ରହିବ । କୌଣସି ନୂଆ କାର୍ୟ୍ଯ ର ଅଫର ଆପଣଙ୍କୁ ମିଳିପାରେ । ସବୁ କାର୍ୟ୍ଯ ରେ ସଫଳତା ପାଇବେ । ଉପାୟ ହେଉଛି ସଧବା ସ୍ତ୍ରୀ । ଲୋକଙ୍କୁ ଚୁଡି ଓ କୁଂକୁମ ଦାନ କରନ୍ତୁ ।

କୁମ୍ଭ ରାଶି – ଆପଣଙ୍କୁ ସନ୍ତାନ ଠାରୁ କୌଣସି ଶୁଭ ସମାଚାର ମିଳିବ । ପୁରୁଣା ବନ୍ଧୁଙ୍କ ସହ ଭେଟ ହେବେ । କିଛି ଜରୁରୀ କାର୍ଯ୍ୟରେ ଆପଣ ନିଜକୁ ବ୍ୟସ୍ତ ରଖିବେ । ଉପାୟ ହେଉଛି ଶ୍ରୀ ଗଣେଶ ଭଗବାନଙ୍କୁ ଆପଣ ଦୁବ ଅର୍ପଣ କରନ୍ତୁ ।

ମୀନ ରାଶି – ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । କୋର୍ଟ ଆଦି କ୍ଷେତ୍ରରେ ସଫଳତା ପାଇବେ । ପାରିବାରିକ ସମସ୍ୟା ଦୂର ହେବ । ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ । ଉପାୟ ହେଉଛି ଗରିବ ଲୋକଙ୍କୁ ରାଶି ଓ କମ୍ବଳ ଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *