ଆଇଏଏସ ଇନ୍ଟରଭିଉରେ ବହୁତବାର ଏମିତି ପ୍ରଶ୍ନ ପଚରାଯାଏ ଏହା ବିଷୟରେ କ୍ୟାଣ୍ଡିଡେଟଙ୍କ ଅନୁମାନ କରିବା ବହୁତ ମୁସ୍କିଲ ହୋଇଥାଏ । ପ୍ରାୟ ପ୍ରଶ୍ନ ଏକାଡେମିକ ସହିତ ସମ୍ପର୍କ ନଥାଏ, ଖାଲି ଏହି କଥାର ପରୀକ୍ଷା କରିଥାନ୍ତିକି ଏମିତି ପରିସ୍ତିତିରେ କ୍ୟାଣ୍ଡିଡେଟ କେମିତି ରିଆକ୍ଟ କରିଥାନ୍ତି ।
ଏଥିରେ ସେମାନଙ୍କ ଉପସ୍ଥିତି ବୁଦ୍ଧି ପରୀକ୍ଷା କରାଯାଇଥାଏ । ତେବେ ଆଜି ଜାଣିବା ଆଇଏଏସ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଅଜିବ ପ୍ରଶ୍ନ , ଦେଖିବା ଆପଣ କେତୋଟିର ଉତ୍ତର ଜାଣିଛନ୍ତି ।
ପ୍ରଶ୍ନ :- ଏମିତି କେଉଁ ଜିନିଷ ଅଛି ଯାହା ଖାଇବା ପୂର୍ବରୁ ଦେଖାଯାଏ ନାହିଁ ?
ଉତ୍ତର – ଠୋକର
ପ୍ରଶ୍ନ :- ଆପଣଙ୍କର କେଉଁ ସିସ୍ଟର ସ୍ଵାମୀକୁ ଆପଣ ଜିଜା କହିପାରିବେ ନାହିଁ ?
ଉତ୍ତର – ହସ୍ପିଟାଲ ର ଶିଷ୍ଟରକୁ
ପ୍ରଶ୍ନ :- ମୁ ଗୋଟେ ମଣିଷ ଅଟେ କିନ୍ତୁ ଦୁଇଟି ବନାଇ ଦିଏ କୁହ ମୁଁ କିଏ ଅଟେ ?
ଉତ୍ତର – ମିରର
ପ୍ରଶ୍ନ :- ପାରାଚୁଟ ସର୍ବ ପ୍ରଥମେ କେଉଁ ଦେଶରେ ବନା ଯାଇଥିଲା ?
ଉତ୍ତର – ଫ୍ରାନ୍ସ
ପ୍ରଶ୍ନ :- ରେଳ ଗାଡି ଇଞ୍ଜିନରେ କାହିଁକି ଶୌଚାଳୟ ନଥାଏ ?
ଉତ୍ତର – ୨୦୧୬ ପର୍ଯ୍ୟନ୍ତ ନଥିଲା କିନ୍ତୁ ଏବେ ହଉଛି
ପ୍ରଶ୍ନ :- ଭାରତର ଏମିତି କେଉଁ ରେଲୱେ ସ୍ଟେଶନ ଅଛି ଶେଠୀ କେବଳ ମହିଳା କର୍ମଚାରୀ ଅଛନ୍ତି ?
ଉତ୍ତର – ମତୁଙ୍ଗା ରେଲୱେ ସ୍ଟେଶନ
ପ୍ରଶ୍ନ :- wi-fi କେତେଦୂର ପର୍ଯ୍ୟନ୍ତ କନେକ୍ଟ ହୋଇପାରିବ ?
ଉତ୍ତର – ୯୨ ମିଟର
ପ୍ରଶ୍ନ :- କ୍ଷୀରରେ କେଉଁ ଏସିଡ ମିଳିଥାଏ ?
ଉତ୍ତର – ଲ୍ୟାକଟିକ ଏସିଡ
ପ୍ରଶ୍ନ :- ଆଗ୍ରାର ତାଜମେହେଲ କେଉଁ ବ୍ୟକ୍ତି ବନାଇଥିଲେ ?
ଉତ୍ତର – ସାହାଜାହାଁନ
ପ୍ରଶ୍ନ :- ମେରୁଦଣ୍ଡରେ କେତେ ହାଡ ଥାଏ ?
ଉତ୍ତର – ୩୩ ହାଡ
ପ୍ରଶ୍ନ :- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ମନ୍ଦିର ରହିଛି ?
ଉତ୍ତର – ତାମିଲନାଡୁରେ
ପ୍ରଶ୍ନ :- ଚନ୍ଦ୍ରରେ ପାଣିର ଆବିଷ୍କାର କେଉଁ ଦେଶ କରିଥିଲା ?
ଉତ୍ତର – ଭରତ ଦେଶ
ପ୍ରଶ୍ନ :- କେଉ ଜୀବର ରକ୍ତ ଧଳା ରଙ୍ଗ ହୋଇଥାଏ ?
ଉତ୍ତର – ଅସରପା
ପ୍ରଶ୍ନ :- ସେ କେଉଁ ଜୀବ ହୋଇଥାଏ ଯିଏ ନିଜ ଗୋଡର ବ୍ୟବହାର ଚାଲିବା ପାଇଁ ନୁହେଁ ଖାଲି ଶୋଇବା ପାଇଁ କରିଥାଏ ?
ଉତ୍ତର – ବାଦୁଡି
ପ୍ରଶ୍ନ :- ବାହାରରୁ ରଙ୍ଗ ବେରଙ୍ଗ ଭିତରୁ କଳା ଯେବେ ଚାଲିଥାଏ ସେତେବେଳେ ହୋଇଥାଏ ଛୋଟ, ତାର ଚାଲି ନିରାଲି କୁହ କଣ ଅଟେ ?
ଉତ୍ତର – ପେନସିଲ
ପ୍ରଶ୍ନ :- ଏମିତି କେଉଁ ଜିନିଷ ଥାଏ ଯାହାକୁ ଖାଇ ହୁଏ କିନ୍ତୁ ଦେଖି ହୁଏ ନାହିଁ ?
ଉତ୍ତର – ରାଣ
ପ୍ରଶ୍ନ :- ମୁଁ ନିର୍ଜୀବ ଅଟେ କିନ୍ତୁ ମୋ ସାମ୍ନାକୁ ଆସିବା ପରେ ଲୋକ ହସିବାକୁ ଲାଗିଥାନ୍ତି କୁହ ମୁଁ କିଏ ଅଟେ ?
ଉତ୍ତର – କ୍ୟାମେରା
ପ୍ରଶ୍ନ :-ସେ କଣ ହୋଇଥାଏ ତାକୁ ଯେତେ କାମରେ ଲଗେଇଲେ ସେ ସେତିକି ବଢିଥାଏ ?
ଉତ୍ତର – ବୁଦ୍ଧି ବା ଜ୍ଞାନ
ପ୍ରଶ୍ନ :- ସେ କଣ ଅଟେ ସେ ନିଆଁରେ ଜଳି ନଥାଏ କି ନା ପାଣିରେ ଡୁବି ଥାଏ ?
ଉତ୍ତର – ବରଫ
ପ୍ରଶ୍ନ :- ସେ କେଉଁ ଜିନିଷ ଥାଏ ଯାହା ଆପଣ କାହାକୁ ଦେଇପାରିବେ କିନ୍ତୁ ଫେରାଇ ନେଇହେବନି ?
ଉତ୍ତର – ଜ୍ଞାନ
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।