ଏମିତି କେଉଁ ଜିନିଷ ଅଛି ଯାହା ଖାଇବା ପୂର୍ବରୁ ଦେଖାଯାଏ ନାହିଁ ? ଏହା ସହ ଆହୁରି 19 Gk Questions & Answers

ଆଇଏଏସ  ଇନ୍ଟରଭିଉରେ ବହୁତବାର ଏମିତି ପ୍ରଶ୍ନ ପଚରାଯାଏ ଏହା ବିଷୟରେ କ୍ୟାଣ୍ଡିଡେଟଙ୍କ ଅନୁମାନ କରିବା ବହୁତ ମୁସ୍କିଲ ହୋଇଥାଏ । ପ୍ରାୟ ପ୍ରଶ୍ନ ଏକାଡେମିକ ସହିତ ସମ୍ପର୍କ ନଥାଏ, ଖାଲି ଏହି କଥାର ପରୀକ୍ଷା କରିଥାନ୍ତିକି ଏମିତି ପରିସ୍ତିତିରେ କ୍ୟାଣ୍ଡିଡେଟ କେମିତି ରିଆକ୍ଟ କରିଥାନ୍ତି ।

ଏଥିରେ ସେମାନଙ୍କ ଉପସ୍ଥିତି ବୁଦ୍ଧି ପରୀକ୍ଷା କରାଯାଇଥାଏ । ତେବେ ଆଜି ଜାଣିବା ଆଇଏଏସ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଅଜିବ ପ୍ରଶ୍ନ , ଦେଖିବା ଆପଣ କେତୋଟିର ଉତ୍ତର ଜାଣିଛନ୍ତି ।

ପ୍ରଶ୍ନ :- ଏମିତି କେଉଁ ଜିନିଷ ଅଛି ଯାହା ଖାଇବା ପୂର୍ବରୁ ଦେଖାଯାଏ ନାହିଁ ?

ଉତ୍ତର – ଠୋକର

ପ୍ରଶ୍ନ :- ଆପଣଙ୍କର କେଉଁ ସିସ୍ଟର ସ୍ଵାମୀକୁ ଆପଣ ଜିଜା କହିପାରିବେ ନାହିଁ ?

ଉତ୍ତର – ହସ୍ପିଟାଲ ର ଶିଷ୍ଟରକୁ

ପ୍ରଶ୍ନ :- ମୁ ଗୋଟେ ମଣିଷ ଅଟେ କିନ୍ତୁ ଦୁଇଟି ବନାଇ ଦିଏ କୁହ ମୁଁ କିଏ ଅଟେ ?

ଉତ୍ତର – ମିରର

ପ୍ରଶ୍ନ :- ପାରାଚୁଟ ସର୍ବ ପ୍ରଥମେ କେଉଁ ଦେଶରେ ବନା ଯାଇଥିଲା ?

ଉତ୍ତର – ଫ୍ରାନ୍ସ

ପ୍ରଶ୍ନ :- ରେଳ ଗାଡି ଇଞ୍ଜିନରେ କାହିଁକି ଶୌଚାଳୟ ନଥାଏ ?

ଉତ୍ତର – ୨୦୧୬ ପର୍ଯ୍ୟନ୍ତ ନଥିଲା କିନ୍ତୁ ଏବେ ହଉଛି

ପ୍ରଶ୍ନ :- ଭାରତର ଏମିତି କେଉଁ ରେଲୱେ ସ୍ଟେଶନ ଅଛି ଶେଠୀ କେବଳ ମହିଳା କର୍ମଚାରୀ ଅଛନ୍ତି ?

ଉତ୍ତର – ମତୁଙ୍ଗା ରେଲୱେ ସ୍ଟେଶନ

ପ୍ରଶ୍ନ :- wi-fi କେତେଦୂର ପର୍ଯ୍ୟନ୍ତ କନେକ୍ଟ ହୋଇପାରିବ ?

ଉତ୍ତର – ୯୨ ମିଟର

ପ୍ରଶ୍ନ :- କ୍ଷୀରରେ କେଉଁ ଏସିଡ ମିଳିଥାଏ ?

ଉତ୍ତର – ଲ୍ୟାକଟିକ ଏସିଡ

ପ୍ରଶ୍ନ :- ଆଗ୍ରାର ତାଜମେହେଲ କେଉଁ ବ୍ୟକ୍ତି ବନାଇଥିଲେ ?

ଉତ୍ତର – ସାହାଜାହାଁନ

ପ୍ରଶ୍ନ :- ମେରୁଦଣ୍ଡରେ କେତେ ହାଡ ଥାଏ ?

ଉତ୍ତର – ୩୩ ହାଡ

ପ୍ରଶ୍ନ :- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ମନ୍ଦିର ରହିଛି ?

ଉତ୍ତର – ତାମିଲନାଡୁରେ

ପ୍ରଶ୍ନ :- ଚନ୍ଦ୍ରରେ ପାଣିର ଆବିଷ୍କାର କେଉଁ ଦେଶ କରିଥିଲା ?

ଉତ୍ତର – ଭରତ ଦେଶ

ପ୍ରଶ୍ନ :- କେଉ ଜୀବର ରକ୍ତ ଧଳା ରଙ୍ଗ ହୋଇଥାଏ ?

ଉତ୍ତର – ଅସରପା

ପ୍ରଶ୍ନ :- ସେ କେଉଁ ଜୀବ ହୋଇଥାଏ ଯିଏ ନିଜ ଗୋଡର ବ୍ୟବହାର ଚାଲିବା ପାଇଁ ନୁହେଁ ଖାଲି ଶୋଇବା ପାଇଁ କରିଥାଏ ?

ଉତ୍ତର – ବାଦୁଡି

ପ୍ରଶ୍ନ :- ବାହାରରୁ ରଙ୍ଗ ବେରଙ୍ଗ ଭିତରୁ କଳା ଯେବେ ଚାଲିଥାଏ ସେତେବେଳେ ହୋଇଥାଏ ଛୋଟ, ତାର ଚାଲି ନିରାଲି କୁହ କଣ ଅଟେ ?

ଉତ୍ତର – ପେନସିଲ

ପ୍ରଶ୍ନ :- ଏମିତି କେଉଁ ଜିନିଷ ଥାଏ ଯାହାକୁ ଖାଇ ହୁଏ କିନ୍ତୁ ଦେଖି ହୁଏ ନାହିଁ ?

ଉତ୍ତର – ରାଣ

ପ୍ରଶ୍ନ :- ମୁଁ ନିର୍ଜୀବ ଅଟେ କିନ୍ତୁ ମୋ ସାମ୍ନାକୁ ଆସିବା ପରେ ଲୋକ ହସିବାକୁ ଲାଗିଥାନ୍ତି କୁହ ମୁଁ କିଏ ଅଟେ ?

ଉତ୍ତର – କ୍ୟାମେରା

ପ୍ରଶ୍ନ :-ସେ କଣ ହୋଇଥାଏ ତାକୁ ଯେତେ କାମରେ ଲଗେଇଲେ ସେ ସେତିକି ବଢିଥାଏ ?

ଉତ୍ତର – ବୁଦ୍ଧି ବା ଜ୍ଞାନ

ପ୍ରଶ୍ନ :- ସେ କଣ ଅଟେ ସେ ନିଆଁରେ ଜଳି ନଥାଏ କି ନା ପାଣିରେ ଡୁବି ଥାଏ ?

ଉତ୍ତର – ବରଫ

ପ୍ରଶ୍ନ :- ସେ କେଉଁ ଜିନିଷ ଥାଏ ଯାହା ଆପଣ କାହାକୁ ଦେଇପାରିବେ କିନ୍ତୁ ଫେରାଇ ନେଇହେବନି ?

ଉତ୍ତର – ଜ୍ଞାନ

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *