2026 ରେ ଭାଙ୍ଗିବ ହୀରାକୁଦ ବନ୍ଧ, ଚିତଳ ମାଛ ହାଡରେ ହେବ ନୂଆ କବାଟ! ବଦଳିବ କଟକ ନାଁ ଆଉ ବୁଲିବେ ଚଣ୍ଡୀ ଚାମୁଣ୍ଡା- Malika Bachana

ବନ୍ଧୁଗଣ ଭବିଷ୍ୟତ ପୁରାଣ ବା କଳି ଯୁଗ ଶେଷ ମାଳିକାରେ ଲେଖା ଯାଇଛି କିଛି ଲେଖା ହୋଇଛି ଏଭଳି କଥା କି ୨୦୨୬ ରେ ଏଭଳି ଏକ ଘଟଣା ଘଟିବାକୁ ଯାଉଛି । ଯଦି ସମ୍ବଲପୁର ର ଜଳ ଭଣ୍ଡାର କଥା ଦେଖିବା ତେବେ ୧୯୪୭ ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ଆଉ ୧୦ ବର୍ଷ ଲାଗିଥିଲା ଏହାକୁ ତିଆରି କରିବାରେ । ୧୯୫୭ରେ ଏହି ବନ୍ଧର ନିର୍ମାଣ କାମ ବି ସରିଥିଲା । ଯଦି ଦେଖିବା ତେବେ ଏହି ହୀରାକୁଦ ଡ୍ୟାମ କ୍ରମଶ ପୁରୁଣା ହୋଇ ଆସୁଛି । ଆଉ ଏହି ବନ୍ଧ ଉପରେ ଅନେକ ପ୍ରେସର ବି ପଡୁଛି ।

ଅନେକ ମତ ଦେଇଥାନ୍ତି ହୀରାକୁଦ ଡ୍ୟାମର ଉପରେ ଏହି ଜଳ ଅଧିକ ପ୍ରଭାବ ପକାଉଛି । ବନ୍ଧର କିଛି ଅଂଶରେ ଫାଟି ବି ଦେଖା ଗଲାଣି ଯାହାକ ନେଇ ଗଣ ମାଧ୍ୟମରେ ଅନେକ ଖବର ସାମନା କୁ ଆସୁଛି । କିନ୍ତୁ ମାଳିକା ଯାହା କହିଛି ତାହା ହୋସ ଉଡାଇ ଦେବ । ଅନନ୍ତ ଯୁଗ ଆରମ୍ଭରେ ପୁରାଣ ଓ ଭଗବାନ ତା ସହ ଭବିଷ୍ୟତର ସବୁ କଳ୍ପନା ଗୁଡିକୁ ମାଳିକାରେ ଲେଖା ଥିବା ପଦ ଗୁଡିକରେ ଲେଖା ଯାଇଛି । ଏଥିରେ ଲେଖା ଯାଇଛି ୨୦୨୬ରେ ହୀରାକୁଦ ବନ୍ଧ ଭାଙ୍ଗିଯିବ, ସମୁଦ୍ରରୁ ବାହାରି ଆସିବ ଏକେ ଚିତଳ ମାଛ ।

ରାହାମା ଠାରେ ଏହି ମାଛଟି ସାରଦା ମା ଙ୍କୁ ଦର୍ଶନ କରି ଛତିଆ ବଟରେ ପ୍ରାଣ ହାରିବା ଆଉ ଏହି ବିଶାଳ ମାଛର ଅସ୍ଥିରେ ତିଆରି ହେବ ନୂଆ ବନ୍ଧ ଆଉ କବାଟ । ତ ଏବେ ଏ ସବୁ ଲେଖାର ଉଦ୍ଦେଶ୍ୟ ଆଗକୁ ଆସୁଛି ମହା ପ୍ରଳୟ ଆଉ ସମୁଦ୍ର ଗର୍ଭରୁ ଏତେ ବଡ ଆଡ ତରଙ୍ଗମାନ ଥିବ ଯାହା ଦ୍ଵାରା ସବୁ କିଛି ସମାପ୍ତ ହୋଇଯିବ । ମହାପ୍ରଳୟରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିବ । ବଙ୍ଗଳାଦେଶରେ ଦେଖିବାକୁ ମିଳିଥାଏ ଚିତଳ ମାଛ ଯାହା ଏହି ବହିରେ ବର୍ଣ୍ଣନା କରା ଯାଇଛି ଏକ ବିଶାଳ ଚିତଳ ମାଛ ସମୁଦ୍ର ଗର୍ଭରେ ରହିବ ।

ସମୁଦ୍ରର ଗର୍ଭକୁ ଏ ଯାଏଁ କେହି ବି ଭେଦ କରି ନାହାନ୍ତି । ତେବେ କେଉଁଠାରେ ରହିବ ଏହି ମାଛ ଓ କାହିଁକି ଏହି ସମୟକୁ ଆସିବ ? ତେବେ ହୀରାକୁଦ ଭଣ୍ଡାର ଟି ସମ୍ପୂର୍ଣ ଭାବେ ମାଟିରେ ତିଆରି ଆଉ ଏହି ବନ୍ଧ ଭାଙ୍ଗିଯିବା ପରେ କାହିଁକି ନୂଆ କରି ତିଆରି ହେବ ଆଉ ଏଥିରେ ବ୍ୟବହାର କରାଯିବ କି ଚିତଳ ମାଛର ଅସ୍ଥି କୁ ? ଯଦି ଦେଖିବା ବାତ୍ୟା ସମୟରେ ଅଧିକରୁ ଅଧିକ ସ୍ଲୁଇସ ଗେଟ ଖୋଲା ଯାଉଛି ଏହାର କାରଣ ବନ୍ଧ ଉପରେ ପଡୁଥିବା ଚାପ ।

ତେବେ କମ ମାଛର ଅସ୍ଥିରେ ତିଆରି ହେବ ସ୍ଲୁଇସ ଗେଟ ଯାହା ଗୋଟେ ବଡ ରହସ୍ୟ । ଯାହା ଏକ ଆଶ୍ଚର୍ଯ୍ୟକର ପ୍ରଶ୍ନ । ଆଉ ଏହି ମହା ବିପଦ ଏତେ ଜଲ୍ଦି ଟଳିବ ନାହି । ମହୋଦଧି ମାଡି ଆସିବ ୨୦୧୬ରେ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *