ମାତ୍ର ୨୧ବର୍ଷ ବୟସରେ ସବୁ କିଛି ଛାଡ଼ି ଭଗବାନ କୃଷ୍ଣଙ୍କ ଶରଣ ନେଲେ ଏହି ଯୁବତୀ : ଜାଣନ୍ତୁ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏକ ଏଭଳି ଝିଅ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ଜାଣିଲେ ଖୁବ ଆଶ୍ଚର୍ଯ୍ୟ ହେବେ ଯେ ଏତେ କମ ବୟସରେ ଏହି ଝିଅଟି କାହିଁକି ଏମିତି ପଦକ୍ଷପ ନେଇଛି । ତେବେ କିଏ ଏହି ଝିଅ ଓ କଣ କରିଛନ୍ତି ସେ ଆସନ୍ତୁ ସେ ବିଷୟରେ ଜାଣିବା । ଆପଣମାନେ ତ ଜାଣିଥିବେ ଆମ ଦେଶରେ ବହୁତ ସାଧୁ ସନ୍ଥ ଦେଖିବାକୁ ମିଳନ୍ତି । ଅଧିକାଂଶ ଲୋକ ସଂସାରର ମୋହ ମାୟା ତ୍ୟାଗ କରି ଏହି ବାଟରେ ଯିବାକୁ ପସନ୍ଦ କରୁଛନ୍ତି । ତେବେ ଆଜିକାଲି ସମୟର ପିଲାମାନେ ଯେଉଁଭଳି ଖରାପ ଦିଗକୁ ଯାଉଛନ୍ତି ସେଠି ଏହି ୨୧ ବର୍ଷୀୟ ବାଳିକା ନିଜର ଘର ଛାଡି ସନ୍ୟାସିନୀ ହୋଇଛି ।

ତେବେ ଏହି ଝିଅଙ୍କର ନାମ ହେଉଛି ଜୟା କିଶୋରୀ, ତାଙ୍କର ଜନ୍ମ ରାଜସ୍ଥାନର ସୁଜାନଗଡ଼ ସହରରେ ହୋଇଥିଲା । କିନ୍ତୁ ଯେବେ ସିଏ ମାତ୍ର ୨୧ ବର୍ଷର ହୋଇଥିଲେ ସେ ନିଜର ଘର ପରିବାର ଛାଡି ସନ୍ନ୍ୟାସ ଗ୍ରହଣ କରିଥିଲେ । ତାଙ୍କ କହିବା ମୁତାବିକ ଆମ ଚାରିପଟେ ଭଗବାନ କୌଣସି ନା କୌଣସି ରୂପରେ ବିଦ୍ୟମାନ ଅଛନ୍ତି । ସେ ଶ୍ରୀ କୃଷ୍ଣ ଙ୍କର ପରମ ଭକ୍ତ ଅଟନ୍ତି । ଯେଉଁ ବୟସରେ ପିଲା ମାନେ ପଥ ପଢି ନଜିର କ୍ଯାରିୟର ବିଷୟରେ ଚିନ୍ତା କରନ୍ତି ସେ ବୟସରେ ସେ ଭଗବାନ ଙ୍କର ଶରଣାପନ୍ନ ହୋଇଛନ୍ତି । ସେ କୁହନ୍ତି କି ସେ ଭଗବାନ ଶ୍ରୀ କୃଷ୍ଣଙ୍କୁ ବହୁତ ଭଲ ପାଆନ୍ତି ।

ତେବେ ଆଜି କା ସମୟରେ ସେ ବହୁତ ପ୍ରସିଦ୍ଧି ଲାଭ କଲେଣି, ତାଙ୍କୁ ବହୁତ ଲୋକ ଜାଣିଛନ୍ତି । ସେ ସଦା ସର୍ବଦା ଶ୍ରୀକୃଷ୍ଣଙ୍କ ଭକ୍ତିରେ ସବୁବେଳେ ଲୀନ ରୁହନ୍ତି । କେବଳ ସେତିକି ନୁହେଁ ସେ ଏହା ବ୍ଯତୀତ ସମୟ ବାହାର କରି ପାଠ ମଧ୍ୟ ପଡ଼ୁଛନ୍ତି । ଏବେ ସେ ବିକମ୍ ଉତ୍ତୀର୍ଣ୍ଣ କରିସାରିଲେଣି । ସେ ବର୍ତ୍ତମାନ ପିଢୀର ପିଲା ମାନଙ୍କ ପାଇଁ ଏକ ଉଦାହରଣ ହୋଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

 

 

Leave a Reply

Your email address will not be published. Required fields are marked *