ସୂର୍ଯ୍ୟ ଓ ମଙ୍ଗଳଙ୍କର ହେଉଛି ଅଭୁତ ସଂଯୋଗ, ଏହି ସବୁ ରାଶି ଉପରେ ପଡିବ ଅତ୍ୟନ୍ତ ଖରାପ ପ୍ରଭାବ, ଜାଣନ୍ତୁ କଣ କରିବେ ଉପାୟ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କହିବୁ ସୂର୍ଯ୍ୟ ଓ ମଙ୍ଗଳଙ୍କ ସଂଯୋଗ ହେତୁ କେଉଁ ସବୁ ରାଶି ଉପରେ ପଡିବ ଖରାପ ପ୍ରଭାବ ଓ କେମିତି କରିବେ ତାର ପରତିକାର । ଜ୍ଯୋତିଷ ଶାସ୍ତ୍ର ଏକ ଏଭଳି ଶସ୍ତ୍ର ଯାହା ଆମର ଭୁତ ଭବିଷ୍ୟତ ବିଷୟରେ ବହୁତ କିଛି ଜଣେଇଥାଏ । ଆମେ ମାନେ ସବୁବେଳେ ନିଜର ଭାଭିଷ୍ୟତ ଜାଣିବାକୁ ବହୁତ ଆଗ୍ରହୀ ରହୁ, ସେଥିପାଇଁ ତ ଲୋକମାନେ ସବୁଦିନ ନିଜର ରାଶିଫଳ ଅନୁସାରେ ହିଁ କାମ କରନ୍ତି । ତେବେ ଯେଉଁମାନେ ଏହି ସବୁ ଉପରେ ବିଶ୍ବାସ କରନ୍ତି ସେମାନେ ଗ୍ରହ ଚଳନକୁ ନେଇ ବହୁତ ଆଗ୍ରହୀ ରୁହନ୍ତି । କେଉଁ ଗ୍ରହ ଚଳନ ସେମାନଙ୍କ ରାଶି ଉପରେ କି ପ୍ରଭାବ ପକାଇବ । ତେବେ ସେହିଭଳି ଏକ ଗ୍ରହ ଚଳଣ ହୋଇଛି, ଯାହା ହେଉଛି ସୂର୍ଯ୍ୟ ଓ ମଙ୍ଗଳଙ୍କ ର, ଏମାନେ ନିଜ ନିଜର ଗତି ପରିବର୍ତ୍ତନ କରିବାରୁ ମହା ସଂଯୋଗ ହେଉଛି ଯାହା କିଛି ରାଶି ଉପରେ ଖରାପ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା ସେହି ସବୁ ରାଶି ଗୁଡିକ କିଏ ।

ତେବେ ସୂର୍ଯ୍ୟ ଓ ମଙ୍ଗଳଙ୍କ ଏହି ମହା ସଂଯୋଗ ହେଉଛି  ଅଙ୍ଗାରକ ଯୋଗ, ଯାହା ମକର ରାଶିରେ ସୃଷ୍ଟି ହୋଇଛି । ତେବେ ଏହି ସ୍ଥାନରେ ଆଗରୁ ମଙ୍ଗଳ ଓ ବୁଧ ଅବସ୍ଥିତ ଥିଲେ କିନ୍ତୁ ଏହି ୧୭ ତାରିଖରେ ସୂର୍ଯ୍ୟ ମଧ୍ୟ ନିଜର ସ୍ଥାନ ପରିବର୍ତ୍ତନ କରି ଏହି ରାଶିକୁ ଚଳିଛନ୍ତି । ଯାହା ଫଳରେ ଏହି ମହା ସଂଯୋଗ ସବୁ ରାଶି ଉପରେ କିଛି ନା କିଛି ପ୍ରଭାବ ନିଶ୍ଚୟ ପକାଇବ । ତେବେ ଏହା ସବୁ ରାଶି ପାଇଁ ଶୁଭ ନୁହେଁ କିଛି  ରାଶିଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିବାକୁ ଯାଉଛି । ତେବେ ସେହି ସବୁ ରାଶି ଗୁଡିକ କଣ କଣ ଆସନ୍ତୁ ଜାଣିବା ।

ବୃଷ ରାଶି

ଆପଣମାଙ୍କ ମାନଙ୍କ ପାଇଁ ଏହି ସଂଯୋଗ ଅନିଛି କିଛି ଖରାପ ସମୟ, ତେଣୁ ସମୟକୁ ଜଗିରଖି ଚଳିବାକୁ ହେବ ।

ଧନୁ ରାଶି

ଧନୁ ରାଶି ପାଇଁ ତ ବହୁତ ହିଁ ଖରାପ ସମୟ ଆଣିଛି, ଯାହା ଦ୍ଵାରା ଆପଣଙ୍କର ମାନସିକ ଦୁଃଶ୍ଚିନ୍ତା ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ଅବନତି ଦେଖା ଦେବ । ପାରିବାରିକ ଜୀବନ ମଧ୍ୟ ଅସନ୍ତୋଷ ରହିବ ।

ମକର ରାଶି

ଏହି ରାଶି ପାଇଁ ସମୟ ଚିନ୍ତାକାରକ ହୋଇପାରେ। ଟଙ୍କା ପଇସା ଉଧାର କରଜ ଦେବା ଓ ନେବାରେ ସାବଧାନତା ଅବଲମ୍ବନ କରନ୍ତୁ। ମାନସିକ ଚିନ୍ତା ସାଙ୍ଗକୁ ଷଡଯନ୍ତ୍ର,ଦଉଡାଧାପଡା ଓ ଆର୍ଥିକ କ୍ଷତିର ସମୟ ହୋଇଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ।

ଉପାୟ

ପ୍ରତ୍ୟକ ଦିନ ସକାଳୁ ଉଠି, ଗାଧୋଇ ସାରି ଭଗବାନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ । ପ୍ରତ୍ୟକ ରବିବାର ଦିନ ଆମିଷ ଭୋଜନ ତ୍ୟାଗ କରି ନବଗ୍ରହ ମନ୍ଦିରରେ ପୂଜା କରି ଭୋଗ ଛୋଟ ପିଲାଙ୍କୁ ବାନ୍ତି ଦିଅନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *