ଶୁକ୍ରବାର 21 ମେ 2021- ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି 5ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଦିନର ଆରମ୍ଭରେ ଟିକେ ସୁସ୍ଥ ରହିବେ । ସ୍ୱାସ୍ଥ୍ୟରେ ଭଲ ମନ୍ଦରୁ ବଞ୍ଚିକି ରହିବା ପାଇଁ ଆପଣଙ୍କୁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ହେବ  । ଆଜିର ଦିନ ନିବେଶ କରିବା ପାଇଁ ବହୁତ ଭଲ ହେବ । ଆପଣଙ୍କୁ କୌଣସି ପ୍ରକାର ଜିଦ କରିବାରୁ ନିବୃତ ରୁହନ୍ତୁ, ନହେଲେ ଆପଣଙ୍କୁ ଅସୁବିଧା ହୋଇପାରେ । ପଇସା ମାମଲାରେ ଲୋକଙ୍କ ଉପରେ ଆବଶ୍ୟକତାଠୁ ଅଧିକ ଭରସା କରନ୍ତୁ ନହିଁ ।

ବୃଷ :- ଆଜି ଆପଣଙ୍କ ଦୁଃଖ ବରଫ ଭଳି ମିଳାଇ ଜୀବ । ବର୍ତମାନ ସମୟରେ କରାଯାଇଥିବା ପାର୍ଟନରଶିପ ଭଲ ପରିଣାମ ନେଇକି ଆସିବନି । ସ୍ଵାସ୍ଥ୍ୟରେ କ୍ୟାଲସିୟମର କମିରେ ହେଉଥିବା ରୋଗ ଚିନ୍ତାର କାରଣ ବନିବ, ଖାଇବାରେ ଧ୍ୟାନ ଦିଅନ୍ତୁ । ପରିଶ୍ରମ ଦ୍ଵାରା କରାଯାଇଥିବା କାର୍ଯ୍ୟର ଶୁଭ ପରିଣାମ ପ୍ରାପ୍ତ ହେବ । ସମୟ ଆପଣଙ୍କ ପକ୍ଷରେ ରହିବ ।

ମିଥୁନ :- ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ । କୌଣସି ପ୍ରକାର ଚିନ୍ତା ଓ ମତଭେଦ ଚିଡଚିଡା ଓ ବ୍ୟସ୍ତ ବନାଇବ । ଯେଉଁ ଛାତ୍ରଙ୍କୁ କୌଣସି ପ୍ରକାରର ଅସୁବିଧା ଆସୁଛି ତାଙ୍କୁ ଆଜି ବଡ ଭାଇ କିମ୍ବା ବଡ ଭଉଣୀ ଠାରୁ ସାହାର୍ଯ୍ୟ ମିଳିବ । ଜୀବନ ସାଥିର ସ୍ଵାସ୍ଥ୍ୟର ଧ୍ୟାନ ଦିଅନ୍ତୁ ତାଙ୍କର ହଠାତ ସ୍ୱାସ୍ଥ୍ୟ ବିଗିଡି ଯାଇ ପାରେ । ସାଙ୍ଗ ଓ ପରିବାର ସହିତ ବହୁତ ମଜା ମସ୍ତିରେ ସମୟ ବିତିବ ।

କର୍କଟ :- ଆପଣଙ୍କ ପାଖ ସମ୍ପର୍କୀୟ ଆପଣଙ୍କ ପାଇଁ ଚିନ୍ତାର କାରଣ ବନିବେ । ଆଜିର ଦିନରେ ନିଜ କାର୍ଯ୍ୟରେ ପ୍ଲାନିଙ୍ଗ କରିବାକୁ ହେବ । ମନେ ରଖନ୍ତୁ,ସବୁବେଳେ ବଳ ଦ୍ଵାରା କାମ ହେବନି, ମୁଣ୍ଡ ମଧ୍ୟ ଲଗାଇବାକୁ ପଡିବ । ରିସ୍କ ନେବାରୁ ଓ ବ୍ୟସ୍ତତାରୁ ବଞ୍ଚନ୍ତୁ । ବେସୀ ଖୁସି ଖରାପ ହୋଇପାରେ । କ୍ରେଡିଟ କାର୍ଡରେ ବେକାର ସପିଙ୍ଗ କରନ୍ତୁ ନହିଁ ।

ସିଂହ :- ମହିଳାଙ୍କ ପାଇଁ ଆଜିର ଦିନ ମହତ୍ଵ ପୂର୍ଣ ରହିବାର ଅଛି । ପୂର୍ବରୁ ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟ କ୍ରମ ଆଜି ଆପଣଙ୍କୁ ଟାଳିବାକୁ ପଡିବ । ଆଜି ଆପଣ ନିଜର ସକ୍ଷମ ଅନୁସାରେ ସମସ୍ୟାର ସମାଧାନ କରିବାରେ ପ୍ରୟାସ କରନ୍ତୁ ସଫଳତା ମିଳିପାରେ । ଆଜି ମାତାଙ୍କୁ କୌଣସି ସ୍ୱାସ୍ଥ୍ୟ ସହିତ ଜଡିତ ଅସୁବିଧାରୁ ସବୁଦିନ ପାଇଁ ମୁକ୍ତି ମିଳିବ ।

କନ୍ୟା :- ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ । ପୁଞ୍ଜି ନିବେଶରେ ସାବଧାନ ରୁହନ୍ତୁ । ଆପଣ କେଉଁଠିକୁ ବାହାରକୁ ଖାଇବାକୁ ଯାଉଛନ୍ତିତ ସମୟକୁ ଦେଖିଲେ ବାହାର ଖାଦ୍ଯ ଖାଇବାରୁ ବଞ୍ଚନ୍ତୁ । ପାରିବାରିକ ବିବାଦ ସମସ୍ୟାର ସମାଧାନ ହେବ । ଯାହା ଦ୍ଵାରା ଆପଣ ପ୍ରସନ୍ନତାର ଅନୁଭବ କରିବେ । ଆର୍ଥକ ଯୋଜନା ଆପଣଙ୍କର ମଜଭୁତ ହେବ ।

ତୁଳା :- ମାତା ପିତାଙ୍କ ସହିତ ନିଜ ଖୁସି ସେୟାର କରନ୍ତୁ । ଆପଣ ତାଙ୍କୁ ଅନୁଭବ କରିବାକୁ ଦିଅନ୍ତୁ ଆପଣଙ୍କ ପାଇଁ ତାଙ୍କର ବହୁତ ଭୂମିକା ବହୁତା ଗୁରୁତ୍ଵ ପୂର୍ଣ । ନିବେଶରୁ ନିବୃତ ରୁହନ୍ତୁ । ଅଧିକ ଆତ୍ମ ବିଶ୍ବାସରୁ ବଞ୍ଚନ୍ତୁ । ଗ୍ଯାସ ସମ୍ବନ୍ଧିତ ରୋଗ ହୋଇପାରେ । ପରିବାର ସହିତ ଭଲ ସମୟ ବିତାଇବାର ସୁଯୋଗ ମିଳିବ । ବ୍ୟାପାରରେ ଫାଇଦା ହୋଇପାରେ । ସହନସିଲତାକୁ ପ୍ରାଥମିକତା ଦେବାକୁ ହେବ ।

ବିଛା :- ଖର୍ଚ ଉପରେ ଯେତେ ନିୟତ୍ରଣ ରଖିବେ ସେତେ ଭଲ । ଯଦି କୌଣସି ନୂଆ ବ୍ୟବସାୟ କରିବାକୁ ଭାବୁଛନ୍ତି ତେବେ ସମୟ ବହୁତ ଭଲ ରହିବ । ରୋଜଗାର ବ୍ୟାପାର କ୍ଷେତ୍ରରେ ଜାରି କରିଥିବା ପ୍ରୟାସରେ ଅକଳ୍ପନୀୟ ସଫଳତା ପ୍ରାପ୍ତ ହେବ । ବୃଥା ଭାବନା କରିବା ବନ୍ଦ କରନ୍ତୁ । ଚିନ୍ତା କର ନାହିଁ ଯାହା ହେବ ଭଲ ହେବ ।

ଧନୁ :- ଆଜି ଆପଣଙ୍କୁ ଅତୀତର ଟେନସନରୁ ମୁକ୍ତି ମିଳିବ । ଯାହା ଦ୍ଵାରା ଜୀବନରେ ଆପଣଙ୍କୁ ନୂଆ ଊର୍ଜାର ସଂଚାର ହେବ । ଚାକିରିରେ ଦାୟିତ୍ଵ ଅଧିକ ବଢିପାରେ । ପେଟ ସମ୍ବନ୍ଧିତ ରୋଗ ହୋଇପାରେ । ଜୀବନ ସାଥିର ବ୍ୟବହାର ବିଚଳିତ କରିପାରେ । ଖର୍ଚ ଅଧିକ ମାତ୍ରାରେ ହେବ । ଦୃଷ୍ଟ ଲୋକ ହାନି ପହଞ୍ଚାଇବେ । ନିବେଶ ପାଇଁ ସୁଯୋଗ ଆପଣଙ୍କୁ ମିଳିବ । କାହା ସହିତ ଅନାବଶ୍ୟକ ବିବାଦ ହୋଇପାରେ ।

ମକର :- ବାହନ ଉପରେ ଖର୍ଚ ସମ୍ଭବ ଅଟେ । କୌଣସି ପ୍ରକାର ଜଲ୍ଦବାଜି ଓ ଉତେଜନାରୁ ବଞ୍ଚିକି ରୁହନ୍ତୁ । କାରଣ ଆପଣଙ୍କର ଭଲ ଆର୍ଥିକ ସ୍ଥିତି ସମ୍ଭାଳିକି ରହୁ । ଆଜି ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଏଥିରେ ପରିବାରରେ ଖୁଶିର ମାହୋଲ ରହିବ । ବାଣୀର ସୌମ୍ୟତା ଆପଣଙ୍କୁ ସନମାନ ଦେବ । ଆପଣ ଏମିତି ମଧ୍ୟ କରିପାରନ୍ତି ଯାହା ବିଷୟରେ କେବେ ଭାବି ନଥିବେ ।

କୁମ୍ଭ :- ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥିରେ ରହିବ । ବିଜନେସରେ ଫାଇଦା ହୋଇପାରେ । ଆଜି କାର୍ଯ୍ୟ ସ୍ଥଳରେ କୌଣସି ଅଲଗା ପ୍ରକାରର ସ୍ଥିତି ଆସିବ ଓ ଆପଣ ଶେଥି ପାଇଁ ବାଧ୍ୟ ହେବେକୀ ସ୍ଥିତି ସହିତ ଠିକ ନିର୍ନୟ ନେଇକି ଆଗକୁ ବଢନ୍ତୁ । ଜୀବନ ସାଥି ସହିତ ଦେଖା ହେବା ଦ୍ଵାରା ମନ ଖୁସି ରହିବ । ଉପେକ୍ଷିତ କାର୍ଯ୍ୟରେ ବିଳମ୍ବ ହେବ । ବିଜନେସ ପାଇଁ ଦିନ ବହୁତ ଭଲ ଅଟେ ।

ମୀନ :- ଆଜି ନିଜ ପ୍ରୟାସ ଦ୍ଵାରା ନିଜ ଉନ୍ନତି ପଥ ପରାସ୍ତ କରିବେ । ଇଛା କରିଥିବା କାମ ପୁରା ହେବ । ରିସ୍କ ବାଲା କାମରେ ଲାଭ ହେବ । ଆଜୀବିକା କ୍ଷେତ୍ରରେ ଲାଭ ହେବ । ରାଜ୍ୟ ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ସନ୍ତାନ ଦାୟିତ୍ଵର ପୂରଣ ହେବ । ସ୍ୱାସ୍ଥ୍ୟରେ ସୁଧାର ହେବ ସନ୍ତାନ ପକ୍ଷରୁ ସନ୍ତୋଷ ଜନକ ସୁଖଦ ସମାଚାର ମିଳିବ ।

Leave a Reply

Your email address will not be published. Required fields are marked *