ମଙ୍ଗଳବାର 23 ମାର୍ଚ୍ଚ 2021- ବଜରଙ୍ଗବଲୀଙ୍କ କୃପାରୁ ଆଜି ଏହି 2ଟି ରାଶିଙ୍କୁ ମିଳିବ କର୍ମରେ ଉନ୍ନତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ମେଷ ରାଶିର ଛାତ୍ର ଆଜି ନିଜ ପଢାରେ କେନ୍ଦ୍ରିତ କରିପାରିବେ ନାହିଁ । ଆପଣ ନିଜ ସମ୍ପତିର କାଗଜକୁ ପୁନର୍ଗଠିତ କରିପାରିବେ । ଆଯର ନୂଆ ସ୍ରୋତ ସ୍ଥାପିତ ହେବ । ଆପଣ ନ୍ଜିଆ କର୍ମଚାରୀଙ୍କ ପାଇଁ ଚିନ୍ତିତ ରହିବେ । ବ୍ୟବସାୟର ନୂଆ ଅବସର ପ୍ରାପ୍ତ ହେବ । ବ୍ୟବସାୟରେ ନୂଆ ଯୋଜନା ଲାଭଦାୟକ ରହିବ । ଜୀବନସାଥୀ ସହିତ ଆପଣ ଆଗକୁ ବଢିବା ପାଇଁ ସାହାର୍ଯ୍ୟ କରିବ । ସନ୍ତାନଙ୍କ ବିବାହ ସମ୍ବନ୍ଧିତ ସମସ୍ୟା ପାଇଁ ଚିନ୍ତିତ ରହିବେ ।

ବୃଷ :- ଆଜି ଅଫିସରେ କୌଣସି ସହଯୋଗୀଙ୍କ ଭଲ ଆଚରଣରେ ସୁଖୀ ହେବ । ମନକୁ ଏହି ସମୟରେ ନିୟମ ଓ ସଂଯମ ରଖିବେତ ସମୟ ସହଜରେ କଟିଯିବ । ଅଟକି ଥିବା କାମ କାର୍ଯ୍ୟ ସେଶ କରିବେ । ଟେନସନ ବାଲା ମାମଲାରେ ଆଜି ମୁକ୍ତି ମିଳିବ । କୌଣସି ବଡ ଦାଇତ୍ଵରୁ ମୁକ୍ତି ମିଳିବ । ଚାକିରି କରିଥିବା ଲୋକଙ୍କ ଉପରେ କାମର ପ୍ରେସର ପଡିପାରେ । ବାହନ ସୁଖର ପ୍ରାପ୍ତି ହେବ । ଆଜି ବୈବାହିକ ଜୀବନରେ ଟେନସନ ଆସିବାକୁ ଦିଅନ୍ତୁ ନହିଁ ।

ମିଥୁନ :- ଆଜି ଆପଣ ସେଇ ଲୋକଙ୍କ ସହିତ ଗଂଭୀର ବିଷୟରେ ଚର୍ଚା କରିବାରେ ନିଜର ସମୟ ବର୍ବାଦ କରିପାରିବେ ଯାହାର ପାଖରେ କିଛି ଜ୍ଞାନ ନହିଁ । ଆଜି ଗୃହ ସମ୍ବନ୍ଧୀୟ ବସ୍ତୁର ପ୍ରାପ୍ତିରେ କଷ୍ଟ ଆସିପାରେ । ଆଜି ଏକା କାରଣରୁ ବଞ୍ଚିବା ପାଇଁ ଭୁଲର ସାହାରା ନିଅନ୍ତୁ ନହିଁ । ସମୟ ସହିତ ନିଜକୁ ବଦଳାନ୍ତୁ । ନିଜ ବ୍ଯବହାରରେ ନମ୍ରତା ଆଣନ୍ତୁ । ବ୍ୟବସାୟ ବିସ୍ତାର କରିବାର ମନ ହେବ ।

କର୍କଟ :- କର୍କଟ ରାଶିର ଲୋକଙ୍କୁ କରଜରେ ବୁଡି ରହିବେ । କିନ୍ତୁ ଲୋନ ଦାରଙ୍କ ଫୋନ ନଆସିବା ଦ୍ଵାରା ଶାନ୍ତି ଅନୁଭବ କରିବେ । ଲେନଦେନରେ ସାବଧାନୀ ରଖନ୍ତୁ । ସହକର୍ମୀଙ୍କ ସହଯୋଗ କମ ମିଳିବ । ଫାଲଟୁ ଖର୍ଚ ଉପରେ ନିୟତ୍ରନ ରଖନ୍ତୁ । ନୂଆ ବିଚାର ମନରେ ଆସିବ ଚାକିରିରେ କାର୍ଯ୍ୟ ସମୟରେ ହେବ । ଉଛାଧିକାରୀଙ୍କ ପ୍ରସନ୍ନତା ପ୍ରାପ୍ତ ହେବ । ପଇସା ସହିତ ଜଡିତ କୌଣସି ସମସ୍ୟାର ସମାଧାନ ହେବ । ଆପଣ ସକାରାତ୍ମକ ଭାବନ୍ତୁ ।

ସିଂହ :- ଆଜି ଆପଣ ଗୋଟିଏ ଅସମ୍ଭବ ପରିଯୋଜନା ଉପରେ ନିଜର ପଇସା ଓ ଊର୍ଜା ବର୍ବାଦ କରିବେ । କୌଣସି ପ୍ରଭାବସାଳି ବ୍ୟକ୍ତିଙ୍କ ଉପରେ ସହଯୋଗ ବା ମାର୍ଗ ଦର୍ଶନ ପ୍ରାପ୍ତ ହେବ । ପ୍ରେମ ପ୍ରସଙ୍ଗରେ ଅନୁକୂଳତା ରହିବ । ଆପଣଙ୍କୁ ଆପଣଙ୍କ ବସ ବା ପିତାଙ୍କ ସଜେସନ ଦେବା ବିଷୟରେ ଭାବିବା ଠିକ ନୁହେଁ । ଏହାର ନକରାତ୍ମକ ପରିଣାମ ହେବ । କାମରେ ଡେରି କାରଣରୁ ରାଗିପାରନ୍ତି ।

କନ୍ୟା :- ଆଜି ଆପଣ ନିଜ କରିବା ବିଷୟରେ ବହୁତ ଖୁସି ଅନୁଭବ କରିବେ । ଆପଣଙ୍କୁ ବୈବାହିକ ଓ ପାରିବାରିକ ଜୀବନରେ ସାମାନ୍ଯ ରହିବ । ବ୍ୟବସାୟରେ ବୃଦ୍ଧି ହେବ । ଭାଇ କିମ୍ବା ସାଙ୍ଗ ମାନଙ୍କସହିତ ମନମାଳିନ୍ୟ ହୋଇପାରେ । ଚାକିରି କରିଥିବା ଲୋକଙ୍କ ପାଇଁ ଦିନଟି ଠିକ ନୁହେଁ । ଆପଣ ନିଜ ବିବେକ ଦ୍ଵାରା ସବୁ କାର୍ଯ୍ୟ ସଫଳ କରିବେ । ନିଜ ଜୀବନରେ ଅନ୍ୟ କାହାର ପ୍ରବେଶ କରନ୍ତୁ ନହିଁ ।

ତୁଳା :- ଆଜି ଆପଣଙ୍କ ପିଲା ବା ଛୋଟ ଭାଇ ଭଉଣୀଙ୍କ ଉଦାସୀନ ମୁହଁ ଆପଣଙ୍କୁ ଚିନ୍ତିତ କରିବ । ବିଦ୍ୟାର୍ଥୀ ନିଜ କାମରେ ସୁସ୍ତ ଓ ଉଦାସୀନ ରହିବେ । ଦୁଷ୍ଟ ଲୋକଙ୍କ ଠାରୁ ସାବଧାନ ରୁହନ୍ତୁ ସେ ଅସୁବିଧାରେ ପକାଇ ପାରନ୍ତି । କ୍ରୋଧ ଓ ଉତେଜନା ଉପରେ ନିୟତ୍ରଣ ରଖନ୍ତୁ । ବ୍ୟବସାୟର ଗତି ଧିମୀ ରହିପାରେ । ଆପଣଙ୍କ ଊର୍ଜାର ସ୍ତର ଉଚା ରହିପାରେ । ଆପଣ ନିଜ ମାତା ପିତାଙ୍କ କାରଣରୁ ଲାଭ କମାଇବେ । ଅଫିସରେ କାହା ସହିତ ବିବାଦ ହୋଇପାରେ । ବିଜନେସରେ କୌଣସି ବଡ ନିସ୍ପତି ନିଅନ୍ତୁ ନହିଁ ।

ବିଛା :- ବିଛା ରାଶିର ଲୋକ ଆଜି ଜୀବନ ସାଥି ଉପରେ ଅନାବଶ୍ୟକ ରାଗ କରନ୍ତୁ ନହିଁ । ଆଜି ଆପଣଙ୍କ ଆୟ ସ୍ଥିର ରହିବ ଓ ଆପଣ ନିଜ ଖର୍ଚ ଉପରେ କାବୁ ପାଇବେ । ଆଜି ଆପଣଙ୍କ ସିନିୟର୍ସଙ୍କ ସନମାନ କରନ୍ତୁ ଓ ଅମିତି କୌଣସି କଥା କୁହନ୍ତୁ ନହିଁ ଯେଉଁଥିରେ ତାଙ୍କୁ କଷ୍ଟ ହେବ । କୌଣସି ଆବଶ୍ୟକ କାର୍ଯ୍ୟରେ ବ୍ୟବଧାନରେ ମନ ଖରାପ ହୋଇପାରେ । ହଠାତ ଧନ ଲାଭର ଯୋଗ ବନିବ ।

ଧନୁ :- ଆଜି ନିଜ ଲୋକଙ୍କଥୁ ଧୋକା ମିଳିବ । କୌଣସି ଜିନିଷ ହଜିଯିବାର କିମ୍ବା ନମିଳିବା ଦ୍ଵାରା ଟେନସନ ହୋଇପାରେ । ଆର୍ଥିକ ପକ୍ଷ ମଜଭୁତ ହେବ, କିନ୍ତୁ ଏହି ସମୟରେ ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକ ରହିଛି । ଆଜି କୌଣସି ଅପରିଚିତ ବ୍ୟକ୍ତିଙ୍କ ଠାରୁ ସଜେସନ ନିଅନ୍ତୁ ନହିଁ । ଆଜି ନିଜ ଲୋକଙ୍କ ପାଇ ଆପଣ ଚିନ୍ତାରେ ରହିବେ ।

ମକର :- ଆଜି ଜୀବନସାଥି ସହିତ କଥା ବାର୍ତା ହୋଇପାରନ୍ତି । ପିଲାଙ୍କ ଶିକ୍ଷାକୁ ନେଇ ଆପଣ ଚିନ୍ତିତ ରହିପାରନ୍ତି । ଆପଣଙ୍କୁ ଯାତ୍ରା ପ୍ରବାସ କରିବାର ଆବଶ୍ୟକତା ରହିଛି । ବ୍ୟବସାୟ ଭଲ ଚାଲିବ । ଚାକିରିରେ ସହକର୍ମୀ ସହଯୋଗ କରିବେ । ଧନ ପ୍ରାପ୍ତି ସୁଗମ ହେବ ।

କୁମ୍ଭ :- ଆଜି ଆପଣ କଠୋର ଓ ଅପ୍ରିୟ ଶବ୍ଦ କହିପାରନ୍ତି ଯାହା ଆପଣଙ୍କ ବାପା ମାଙ୍କୁ ଖରାପ ଲାଗିପାରେ । ଆଉ ଆପଣ ଙ୍କ ସାଥୀକୁ ବାଧି ପାରେ । ମାନସିକ ଆବେଗରେ ବୃଦ୍ଧି ଦ୍ଵାରା ଆପଣଙ୍କ ପ୍ରସନ୍ନତା ପୂର୍ଣ ବିତିବ । ଆଜି ଯେତେ ସମ୍ଭବ ହେଲେ ମଧ୍ୟ ନୂଆ ସମ୍ପର୍କର ଆରମ୍ଭ କରନ୍ତୁ ନହିଁ । ଆପଣଙ୍କ କାମ ସାମାନ୍ଯ ଗତିରେ ଆଗକୁ ବଢିବ । ଚାକିରି ଓ ପଇସା ପାଇଁ ଦିନ ସାମାନ୍ଯ ଅଟେ ।

ମୀନ :- ଆପଣଙ୍କ ମନରେ ଆଧ୍ୟାତ୍ମିକ ବିଚାରର ସୃଜନ ହେବ । କାମ ଭିତରେ ମନୋରଞ୍ଜନର ଆନନ୍ଦ ମିଳିବ । ଆଜି ମାନସିକ ରୂପରେ ଆଜି ହଲ୍କା ଅନୁଭବ କରିବେ । ଆଜି ଜୋସରେ ଆସି ଏମିତି କୌଣସି ଭୁଲ ପଦକ୍ଷେପ ନିଅନ୍ତୁ ନହିଁ ଯାହାଦ୍ୱାରା ଆପଣଙ୍କୁ ପରେ ପସ୍ତେଇବାକୁ ପଡିପାରେ । ଚାକିରିରେ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ ହେବ । ସମୟ ଅନୁକୂଳର ଲାଭ ନିଅନ୍ତୁ ।

Leave a Reply

Your email address will not be published. Required fields are marked *