ଆଜିକାଲି ଯେତେ ସହଜରେ ସମ୍ପର୍କ ଗଢା ହୋଇଥାନ୍ତି ସେତିକି ସହଜରେ ଭାଙ୍ଗି ଯାଇଥାଏ । କୌଣସି ଛୋଟ କାରଣରୁ ଲୋକ ସମ୍ପର୍କ ଭାଙ୍ଗି ଦେଇଥାନ୍ତି । କେହି ଜାଣି ଜାଣି ଧୋକା ଦେଇଥାଏ ତ ଆଉ କେହି ଭୁଲ ବୁଝାମଣା କାରଣରୁ ଛାଡି ଦେଇଥାଏ । କିନ୍ତୁ ଯଦି ଆପଣ କାହାକୁ ସଚ୍ଚା ମନରୁ ଭଲ ପାଉଛନ୍ତି ତେବେ ତାଙ୍କୁ କେବେ ହରାଇବା ଅନୁଚିତ । ଆପଣ ଯାହାକୁ ଭଲ ପାଉଛନ୍ତି କଣ ତାଙ୍କ ସହ ଉପରବାଲା ମିଶାଇଛନ୍ତି କିମ୍ବା ଉପରବାଲା ନିଜେ ଚାହୁଁଛନ୍ତି କି ଆପଣ ଦୁହେଁ ଏକ ହୋଇ ଯାଆନ୍ତୁ । ଆଜି ଆମେ ଆପଣଙ୍କୁ ୩ଟି ବଡ ସଂକେତ ବିଷୟରେ କହିବୁ ଯେଉଁଥି ପାଇଁ ଆପଣ ଜାଣିପାରିବେ ଉପରବାଲା ଆପଣ ଦୁହିଙ୍କୁ ମିଶାଇଛନ୍ତି ।
୧- ଯେବେ ଆପଣଙ୍କୁ କାହା ସହ ପ୍ରେମ ହୋଇଯାଉଛି ତେବେ ତାଙ୍କୁ ନ ଦେଖିଲେ ରହିପାରିବେ ନାହିଁ । ସାରା ଦିନ ଭଲ ଲାଗିବ ନାହିଁ । ମନ ବିଚଳିତ ଲାଗେ । ଯଦି ସମାନ ଘଟଣା ତାଙ୍କ ସହ ହେଉଥାଏ ତେବେ ଜାଣିବେ କି ଏହା ପ୍ରେମର ପ୍ରଥମ ସଂକେତ କି ଉପରବାଲା ଆପଣ ଦୁହିଙ୍କୁ ମିଶାଇଛନ୍ତି । ଦୁଇ ପ୍ରେମୀ ପରସ୍ପରର ନିକଟର ହେଲେ ହୃଦୟର ସ୍ପନ୍ଦନ ବଢିଯାଏ । ଅଜବ ଅନୁଭୂତି ଅନୁଭବ ହୋଇଥାଏ ସେହି ସମୟରେ ।
୨- ଯେବେ ଆପଣ କେବେ ଭାବି ନ ଥିବେ ଆପଣଙ୍କ ସାଥିଙ୍କ ସହ କେଉଁ ସ୍ଥାନରେ ଦେଖା ହେବ ଓ ସେ ଆପଣଙ୍କୁ ସେହି ଜାଗାରେ ଦେଖାଯିବେ । ଯାହା ପରେ ଆପଣ ପରସ୍ପରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଯଦି ଏହି ଘଟଣା ଆପଣଙ୍କ ସହ ଅନେକ ଥର ହେଉଛି କି ଆପଣ ଦୁହେଁ ପରସ୍ପର ସହ ଗୋଟେ ଜାଗାରେ ଦେଖା ହେଉଛନ୍ତି ।
ତେବେ ଏହାର ଅର୍ଥ ଆପଣଙ୍କ ପ୍ରେମ ଏତେ ସଚ୍ଚା କି ଆପଣ ଯେତେ ଦୂର ହେବାକୁ ଚେଷ୍ଟା କରିଲେ ବି ତଥାପି ଦୂର ହୋଇପାରିବେ ନାହିଁ । କାରଣ ଆପଣଙ୍କ ସଚ୍ଚା ପ୍ରେମ ଉପରେ ଉପରବାଲାର କୃପା ରହିଛି । ଯେବେ ଆପଣ କାହାକୁ ହୃଦୟରୁ ଚାହିଁଥାନ୍ତି ତ ପୁରା ଦୁନିଆ ତାଙ୍କ ସହ ମିଳାଇବାକୁ ଚେଷ୍ଟରେ ଲାଗିଯାଇଥାଏ ।
୩- ଅନେକ ଥର ଏମିତି ହୋଇଥାଏ କି ଆପଣ ନିଜ ସାଥୀଙ୍କୁ କିଛି କହିବାକୁ ଚାହିଁଥାନ୍ତି କିନ୍ତୁ ଆପଣଙ୍କ କହିପାରନ୍ତି ନାହିଁ । ଆପଣଙ୍କ ଥରେ ସାହସ ହୁଏ ନାହିଁ କିମ୍ବା ଆପଣ ଲାଜ କରୁଛନ୍ତି କି ଭୟ କରୁଛନ୍ତି । ହୋଇପାରେ ଆପଣ ଭାବୁଥିବେ କି ଆପଣଙ୍କ କଥା ତାଙ୍କୁ ଭଲ ଲାଗିବ ନାହିଁ ।
ଏହି ସମୟରେ ଯଦି ଆପଣଙ୍କ ସାଥି ହସିକି କହିବେ କି ମୁଁ ଜାଣିଛି ତୁମେ କଣ କହିବାକୁ ଚାହୁଁଛ ଆଉ ସେହି କଥା କହି ଦେବେ ଯାହା ତାଙ୍କୁ ଆପଣ କହିବାକୁ ଚାହୁଁ ଥିଲେ । ତେବେ ଏହାର ଅର୍ଥ ହେଉଛି କି ଉପରବାଲା ଚାହୁଁ ନାହାନ୍ତି କି ଆପଣଙ୍କ ସମ୍ପର୍କ ରେ ଫାଟ ଆସୁ । ଏଥିପାଇଁ ସେ ଆପଣଙ୍କ ମନର କଥା ବୁଝି ଯାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।