30 ଅଗଷ୍ଟ ରାକ୍ଷୀ ପୂର୍ଣ୍ଣିମା। ଘରେ ଏଠି ରଖନ୍ତୁ 1 ମୁଠି ଲୁଣ, ତା ପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ଦୀର୍ଘ 500 ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ରେ ପଡୁଅଛି ମହା ସଂଯୋଗ । ଚୁପଚାପ ଏହି 3ଟି ଜାଗାରେ ଯଦି ଲୁଣ ରଖି ଦେବେ ତେବେ ଆପଣଙ୍କର ଭାଗ୍ୟ ଚମକି ଉଠିବ । ଅଗଷ୍ଟ 30 ବୁଧବାର ଦିନ ପଡୁଅଛି ପବିତ୍ର ରକ୍ଷା ବନ୍ଧନ ବା ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କର ଜନ୍ମ ଉଶ୍ଚବ । ଏହା ପରେ ପବିତ୍ର ଶ୍ରାବଣ ପୂର୍ଣ୍ଣିମାର ପାବନ ଦିନ ରହିବ । ଏହି ଦିନ ପୂର୍ଣ୍ଣିମା ଦିନ ରକ୍ଷା ବନ୍ଧନର ପର୍ବ ନାହିଁ ।

ହିନ୍ଦୁ ଧର୍ମରେ ରକ୍ଷା ବନ୍ଧନକୁ ପବିତ୍ର ବିଚାର କରାଯାଏ । ଏହି ଦିନକୁ ସ୍ନେହର ଦିନ ଭାବେ ମାନ୍ୟତା ଦିଆଯାଇଛି । ଏହି ଦିନ ବିଶେଷ ଉପାୟ କରିକଲେ ଦୁଃଖ, କଷ୍ଟ, ସମସ୍ଯା ଦୂର ହୋଇଥାଏ । ଆଜି ଆମେ ଜାଣିବା ଏହି ଦିନ ଲୁଣର କିଛି ଖାସ ଉପାୟ ବିଷୟରେ । ସୋମବାର ବା ହେଉ ବା କୌଣସି ଦିନ ଲୁଣର ଏହି ଖାସ ଉପାୟକୁ ନିଶ୍ଚୟ କରନ୍ତି । ଏଥିପାଇଁ 50 ଗ୍ରାମ ଚାଉଳ, ନାଲି ଲଙ୍କା, ଲୁଣ, 100 ଗ୍ରାମ ସୋରିଷ ତେଲ, ପାଣି ବୋତଲ ନିଅନ୍ତୁ ।

ଏହି ସବୁ ସାମଗ୍ରୀକୁ ଏକତ୍ର କରି କୌଣସି ମହିଳା ବା ପୁରୁଷଙ୍କୁ ଦାନରେ ଦିଅନ୍ତୁ । ଏହାପରେ ଦେଖନ୍ତୁ ଚମତ୍କାର କିପରି ହେବ । ଏହା ଦ୍ଵାରା ଭାଗ୍ୟ ଉଦୟ ହେବ ସହ ଚାକିରି, ବ୍ୟାପାରରେ ଉନ୍ନତି ହେବ । ମା ଲକ୍ଷ୍ମୀ ଆପଣଙ୍କ ଗୃହକୁ ଟାଣି ହୋଇ ଆସିବେ । ଭଗବାନ ଶନି ଆପଣଙ୍କ ଉପରେ କୃପା ଦ୍ରୁଷ୍ଟି ବର୍ଷା କରିବେ । ବୃହସ୍ପତି ଶୁକ୍ର ଗ୍ରହ ମଜବୁତ ହେବ ।

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଲୁଣକୁ ଚନ୍ଦ୍ର ଓ ଶୁକ୍ରର ଗ୍ରହର ପ୍ରତିନିଧି ମାନଯାଏ । ଲୁଣକୁ ଷ୍ଟିଲ ବା ଲୁହା ପାତ୍ରରେ ରଖିବା ଦ୍ଵାରା ଶନି ଓ ଚନ୍ଦ୍ରଙ୍କର ମିଳନ ହୋଇଥାଏ । ଯାହାକି ଘାତକ ସିଦ୍ଧ ହୋଇଥାଏ । ଏହା ରୋଗ ଓ ଶୋକର କାରଣ ହୋଇଥାଏ । ଲୁଣକୁ ପ୍ଲାଷ୍ଟିକ ପାତ୍ରରେ ରଖିବା ଅନୁଚିତ । ଲୁଣକୁ ସର୍ବଦା କାଚ ପାତ୍ରରେ ରଖିବା ଉଚିତ ।

ଖାଦ୍ୟ ଖାଇବା ସମୟରେ ଲୁଣ ନେଇ କିଛି ଲୋକ ତଳେ ପକାଇ ଦେଇଥାନ୍ତି । ଏହା ଅଶୁଭ ହୋଇଥାଏ । ଲୁଣକୁ ତଳେ ପକାଇବା ଦ୍ଵାରା ଚନ୍ଦ୍ର ଓ ଶୁକ୍ର ଗ୍ରହ କମଜୋର ହୋଇଥାନ୍ତି ଓ ଗରିବୀର ସମାନ କରିବାକୁ ପଡିଥାଏ । ଉଧାରରେ ଆଣି ଲୁଣ ଖାଇବା ଅନୁଚିତ । କାହାର ଲୁଣ ଖାଇ ଭୁଲି ଯାଇଛନ୍ତି ତେବେ ଶନିଦେବଙ୍କର କୋପର ସମାନ କରିବାକୁ ପଡିବ ।

ସନ୍ଧ୍ୟା ସମୟରେ କାହାକୁ ଲୁଣ ଦେବା ନା ନେବା ଅନୁଚିତ । ଏହା ଦ୍ଵାରା ଘରର ସୁଖ ସମୃଦ୍ଧି ଚାଲିଯାଏ । ଘରେ ପାଣିରେ ଲୁଣ ପକାଇ ପୋଛା ମାରିବା ଦ୍ଵାରା ଶୁଭ ହୋଇଥାଏ । ଅଳ୍ପ ଲୁଣ, ଅଟା, କୋଇଲା, ନାଲି ଲଙ୍କା, ହଳଦୀ ନିଅନ୍ତୁ । ଏହାକୁ ଏକତ୍ର କରି କାଗଜରେ ବାନ୍ଧି ନଜର ଲାଗିଥିଲେ 7 ଥର ବୁଲାଇ ଅଗ୍ନିରେ ଜଳାଇବା ଦ୍ଵାରା ନଜର ଦୋଷ ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *