ଏହି 3ଟି କାମ କରନ୍ତୁ, ଥାଇରଡ ମୂଳରୁ ଶେଷ ହୋଇଯିବ- Thyroid Remedies

ବନ୍ଧୁଗଣ ଆଜିକାଲି ପ୍ରତେକ ଘରେ ଥାଇରଡ ରୋଗ ଦେଖା ଯାଉଛି ଯାହା ପ୍ରାୟତ ଅନେକ ଲୋକଙ୍କ କ୍ଷେତ୍ରରେ ଦେଖା ଯାଉଛି । ବିଶେଷ କରି ମହିଳା ମାନଙ୍କୁ ଅଧିକ ଥାଇରଡ ହେଉଛି । ଏଥିପାଇଁ କିଏ ମୋଟା ବା ପତଳା ହୋଇଯାଏ । ଏଥିପାଇଁ ଅନେକ ପ୍ରକାରର ଔଷଧ ମଧ୍ୟ ସେବନ କରିଥାଉ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାହାର ପ୍ରୟୋଗ ମାତ୍ର ୩୦ ଦିନ ଯାଏଁ କରିଲେ ସବୁ ଦିନ ପାଇଁ ଥାଇରଡ ଶେଷ ହୋଇଯିବ । ଥାଇରଡ ଭଳି ରୋଗରୁ ଆପଣ ସବୁ ପାଇଁ ମୁକ୍ତି ପାଇପାରିବେ ।

ଏଥିପାଇଁ ଏକ ପାତ୍ରରେ ଦେଢ ଗ୍ଳାସ ପାଣି ନେଇ ଏହାକୁ ଫୁଟିବାକୁ ଛାଡନ୍ତୁ । ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ଗୋଟା ଧନିଆ ବା ପାଉଡର । ଧନିଆ ପାଉଡର ଖୁବ ସହଜରେ ମିଳିଯିବ । ବହୁ ପୁରାତନ କାଳରୁ ଥାଇରଡ ଦୂର କରିବା ଧନିଆ ପାଉଡର ବ୍ୟବହାର କରାଯାଉଛି । ପାଣିରେ ଦୁଇ ଚାମଚ ଧନିଆ ଗୁଣ୍ଡ ଆଡ କରନ୍ତୁ । ଏହା ପରେ ଆବଶ୍ୟକ ରହିଛି ଯଷ୍ଟି ମଧୁ ଯାହା ଆପଣଙ୍କୁ ଦୋକାନରୁ ମିଳିଯିବ । ଏହାକୁ ଛେଚି ପାଣିରେ ପକାନ୍ତୁ । ଯଷ୍ଟି ମଧୁ ଥାଇରଡ ଗ୍ରନ୍ଥି କୁ ନ୍ୟୁଟ୍ରିଳାଇଜ କରି ଆପଣଙ୍କ ଥାଇରଡ କମ କରିବାରେ ବହୁତ ଅଧିକ ସାହାଜ୍ଯ କରିଥାଏ ।

ଏବେ ଆପଣ ସେହି ପାଣିକୁ ସେତେ ସମୟ ଯାଏଁ ଫୁଟନ୍ତୁ ଯେ ଯାଏଁ ଏହାକୁ ଏକ ଗ୍ଳାସ ନ ହୋଇଛି । ଏହା ପରେ ପାଣିକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ଏହା ଛାଣି ଦିଅନ୍ତୁ । ଆପଣ ଏହାକୁ ପ୍ରତି ଦିନ ସକାଳୁ ଖାଲି ପେଟରେ ସେବନ କରିବେ । ଥାଇରଦ ଔଷଧ ଖାଉଥିଲେ ମେଡ଼ିସିନ ଖାଇବାର ଅଧ ଘଣ୍ଟା ପରେ ସେବନ କରିବେ । ଏହ ପରେ ଆପଣ ଅଧ ଘଣ୍ଟା ପରେ ଖାଦ୍ୟ ଖାଇ ପାରିବେ । ଏହାକୁ ୩୦ ଦିନ ଯାଏଁ ସେବନ କରିବାକୁ ହେବ । ଏହା ପରେ ଆପଣ ଟେଷ୍ଟ କରିଲେ ଜାଣିବେ ଥାଇରଡ ବହୁତ ମାତ୍ରା ରେ କମ ହୋଇଯିବ ।

ଏହି ଉପଚାରର ଆପଣ ମାନେ ମାତ୍ର ଥରେ ପ୍ରୟୋଗ କରି ଦେଖନ୍ତୁ । ଏହା ସହ ଆଉ ଏକ ଉପଚାର ହେଉଛି ଏକ ଗ୍ଳାସ ଉଷୁମ ପାଣିରେ ନରମାଲ ଲୁଣ ମିଶାଇ ଏହାର ଗାର୍ଗ୍ଲିଙ୍ଗ ଦିନକୁ ଦୁଇ ଥର କରନ୍ତୁ । ଏମିତି କରିବା ଦ୍ଵାରା ଗଳା ରେ ଥାଇରଡ କାରଣରୁ ଯେଉଁ ସଂକ୍ରମଣ ହୋଇଥାଏ ତାହା କମ ହେବ ସହ କଷ୍ଟ କମ ହୋଇଥାଏ । ଅନ୍ୟ ଏକ ଉପଚାର ହେଉଛି ହାତରେ ଯେଉଁ ଆକ୍ୟୁପ୍ରେସର ପଏଣ୍ଟ ରହିଛି ତେବେ ତାହାକୁ ହାଲକା ଭାବେ ଦବାଇବା ଦ୍ଵାରା ରିଲିଫ ମିଳିବ । ଆପଣ ଏହାକୁ ଦୁଇ ହାତରେ କରିପାରିବେ । ଏହାକୁ ଆକ୍ୟୁପ୍ରେସର ଟେକନିକ କୁହାଯାଏ । ଦେଖିବେ ଆପଣଙ୍କର ଥାଇରଡ କମ ହୋଇଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *