ଏହି 3ଟି ନାମର ଝିଅମାନେ ହୋଇଥାନ୍ତି ଭାଗ୍ୟଶାଳୀ, ଯଦି ଆପଣଙ୍କୁ ମିଳିଯାଆନ୍ତି ତ ହୋଇଯିବେ କୋଟିପତି- Jyotisha Shastra

ବନ୍ଧୁଗଣ ବ୍ଯକ୍ତିର ଆଗାମୀ ସମୟରେ କଣ ହେବାକୁ ଯାଉଛି ତାହା ତାର ରାଶିଚକ୍ର ଦ୍ଵାରା ଜଣା ପଡିଥାଏ । ବ୍ୟକ୍ତି ନିଜ ଜୀବନରେ ସଫଳତା ହାସଲ କରିବ କି ନାହି ତାହା ତାର ରାଶିଚକ୍ର ମାଧ୍ୟମ ରେ ଜଣା ପଡିଥାଏ । କିନ୍ତୁ ବ୍ଯକ୍ତିର ଆମର ପ୍ରଥମ ଅକ୍ଷର ତା ବିଷୟରେ ବହୁତ କିଛି ଦର୍ଶାଇଥାଏ । ବ୍ଯକ୍ତିର ନାମର ପ୍ରଥମ ଅକ୍ଷର ଦ୍ଵାରା ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ସୂଚନା ମିଳିଥାଏ । ନାମର ପ୍ରଥମ ଅକ୍ଷର ଆମ ଜୀବନରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ନାମ ଅନୁଯାୟୀ ଜୀବନ ସାଥି ଚୟନ କରିଥିଲେ ତାଳମେଳ ଠିକ ରହିଥାଏ । ଆଜି ଆମେ ଆପଣଙ୍କୁ ଏମିତି ୩ଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି ।

୧- R ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ ବହୁତ ଭଲ ସ୍ଵଭାବର ହେବା ସହ ହୃଦୟ ରୁ ସଫା ହୋଇଥାନ୍ତି । ଏମାନେ ନିଜର ମଧୁର ବାଣୀ ଦ୍ଵାରା ଲୋକ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଏହି ଝିଅ ମାନେ ଯେଉ ପୁରୁଷଙ୍କୁ ବିବାହ କରିଥାନ୍ତି ସେମାନେ ବହୁତ ଭାଗ୍ଯବାନ ହୋଇଥାନ୍ତି । ଏମାନେ ନିଜ ଜୀବନ ସାଥୀଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି ଓ ତାଙ୍କ ଖୁସି ପାଇଁ କିଛି ବି କରିବାକୁ ରେଡି ରହିଥାନ୍ତି । ଏହି ନାମ ଝିଅଙ୍କୁ ଜୀବନ ସାଥି ରୂପେ ପାଇଲେ ଭାଗ୍ୟ ବଦଳି ଯାଇଥାଏ ।

୨- S ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବହୁତ ସୁନ୍ଦର ହେବା ସହ ହୃଦୟ ବହୁତ କୋମଳ ହୋଇଥାଏ । ଯାହା ସହ ଏମାନେ ବିବାହ କରିଥାନ୍ତି ସେମାନେ କିସ୍ମତବାଲା ହୋଇଥାନ୍ତି । ଏମାନେ ନିଜ ଜୀବନ ସାଥି ଙ୍କ ପ୍ରତି ବିଶ୍ଵସ୍ତ ହୋଇଥାନ୍ତି । ଏମାନେ କେବେ ବି ଜୀବନ ସାଥୀଙ୍କୁ ଧୋକା ଦିଅନ୍ତି ନାହି । ଏମାନେ ପ୍ରତେକ କଥା ନିଜ ଜୀବନ ସାଥିଙ୍କ ସହ ସେୟାର କରିଥାନ୍ତି । ଏହି ନାମର ଝିଅ ମାନଙ୍କୁ ବିବାହ କରିଲେ ଜୀବନ ଖୁସି ପୂର୍ଣ୍ଣ ହୋଇଥାଏ ।

୩- P ନାମର ଝିଅ ମାନେ : ଏହି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଗଲେ ଏମାନେ ଟିକେ ରାଗୀ ହୋଇଥାନ୍ତି କିନ୍ତୁ ବହୁତ ଜଲ୍ଦି ମାନି ଯାଇଥାନ୍ତି । ଏମାନଙ୍କ ଭଳି ଜୀବନ ସାଥି ବହୁତ କମ ମିଳିଥାନ୍ତି । ଏମାନେ ନିଜ ଜୀବନ ସାଥୀଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି । ଏହି ନାମର ଝିଅ ମାନଙ୍କର ଇରାଦା ବହୁତ ମଜବୁତ ହୋଇଥାଏ ।

ଏମାନେ ନିଜ ଜୀବନ ସାଥିଙ୍କ ସହ ପରିବାରର ବି ଧ୍ୟାନ ରଖିଥାନ୍ତି ଖୁବ ଭଲ ଭାବେ । ଏହି ଝିଅ ମାନେ କେବେ କାହାକୁ କଥା ଦେଲେ ତାହା ପୁରା କରିଥାନ୍ତି । ନିଜ ଜୀବନ ସାଥିର ଖୁସି ପାଇଁ ଏମାନେ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି । ପ୍ରତେକ ଭଲ ଓ ଖରାପ କଥାର କେୟାର ନେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଅମା ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *