499 ବର୍ଷ ପରେ October 25ରେ ବନୁଛି ଭୟଙ୍କର “ସୂର୍ଯ୍ୟଗ୍ରହଣ”, ଏହି 4ଟି ରାଶି ହେବେ ମାଲାମାଲ

ବର୍ଷ ୨୦୨୨ର ଦ୍ଵିତୀୟ ସୂର୍ଯ୍ୟଗ୍ରହଣ ଅକ୍ଟୋବର ୨୫ ରେ ଲାଗିବାକୁ ଯାଉଛି । ଏହାର ପ୍ରଭାବରେ ୪ଟି ରାଶି ହେବେ ମାଲାମାଲ । ୧୧ଟି ରାଶି ମଧ୍ୟରୁ ୪ଟି ରାଶି ହେବେ ଧନରେ ମାଲାମାଲ । ଭାରତରେ ଦେଖା ଯାଉଥିବା ଏହା ପ୍ରଥମ ସୂର୍ଯ୍ୟଗ୍ରହଣ ଅଟେ । ଏହାର ଅବଧି ୪ ଘଣ୍ଟା ୩ ମିନିଟ ଯାଏଁ ରହିବ । ଏହି ଗ୍ରହଣ ଦ୍ଵିପହର ୨ଟା ୨୯ ମିନିଟରୁ ସଂଖ୍ୟା ୬ଟା ୩୨ ମିନିଟ ଯାଏଁ ରହିବ । ଏହି ଗ୍ରହଣ ୟୁରୋପ ଦକ୍ଷିଣ ଆଫ୍ରିକାର ଉତ୍ତର ପୂର୍ବ ଏସିୟା, ଦକ୍ଷିଣ ପଶ୍ଚିମ ଓ ଆଣ୍ଟଲାଟିକରେ ଦେଖାଯିବ । ଗ୍ରହଣର ୧୨ ଘଣ୍ଟା ପୂର୍ବରୁ ସୁତକ କାଳ ଆରମ୍ଭ ହୋଇଯିବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ହେବାକୁ ଯାଉଛନ୍ତି ମାଲାମାଲ ।

ମେଷ ରାଶି : ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଗ୍ରହଣ ବହୁତ ଭଲ ସମୟ ନେଇକି ଆସିବ । ଆପଣଙ୍କ ଜୀବନରେ ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ଆପଣଙ୍କ ପାଇଁ ଭାଗ୍ୟଶାଳୀ ସମୟ ରହିବ । ଶୁଭ ଫଳ ପ୍ରାପ୍ତି ହେବ । ଗ୍ରହଣର ଶୁଭ ପ୍ରଭାବ ଆପଣଙ୍କ ଉପରେ ପଡିବ । ଇନକମ କ୍ଷେତ୍ରରେ ବୃଦ୍ଧି ହେବ ।

କନ୍ୟା ରାଶି : ଏହି ସୂର୍ଯ୍ୟଗ୍ରହଣ ଆପଣଙ୍କ ପାଇଁ ଲାଭକାରି ସାବ୍ୟସ୍ତ ହେବ । ଆପଣଙ୍କୁ ଚାରିଆଡୁ ଲାଭ ହିଁ ଲାଭ ମିଳିବ । ବଡ ଖୁସି ଖବର ପ୍ରାପ୍ତ ହେବ । ଆର୍ଥିକ ଉନ୍ନତି ମିଳିବ । ଚାକିରି କରୁଥିଲେ ବେତନରେ ବୃଦ୍ଧି ହେବ । ଆୟ ର ସ୍ରୋତରେ ବୃଦ୍ଧି ହେବ । ନିବେଶରେ ଧ୍ୟାନ କେନ୍ଦ୍ରିତ କରିଲେ ଲାଭ ମିଳିବ । କାର୍ଯ୍ୟ ପାଇଁ ଯାତ୍ରା କରିଲେ ଆପଣଙ୍କ ପାଇଁ ଭାଗ୍ଯଶ୍ୟାଳି ସାବ୍ଯସ୍ତ ହେବ । ଘରେ ଖୁଶିର ମାହୋଲ ହେବ ।

କୁମ୍ଭ ରାଶି : ଏହି ସୂର୍ଯ୍ୟଗ୍ରହଣ ଆପଣଙ୍କ ପାଇଁ ଶୁଭ ପରିଣାମ ନେଇକି ଆସିବ । ଆପଣଙ୍କ କାମରେ ପ୍ରଶଂସା ହେବ । ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇବେ । ଧନ କ୍ମାୟବାର ଅନେକ ଅବସର ପାୟେ । ବିଦେଶ ଯିବାର ସ୍ଵପ୍ନ ପୂରଣ ହେବ । ଅଟକି ରହିଥିବା ଧନ ଫେରି ପାଇବେ । ଯାହା ଦ୍ଵାରା ଆର୍ଥିକ ସ୍ଥିତି ମଜବୁତ ହେବ । ଏହି ସମୟରେ ଚାରିଆଡୁ ଲାଭ ହିଁ ଲାଭ ମିଳିବ ।

ତୁଳା ରାଶି : ଏହି ସୂର୍ଯ୍ୟଗ୍ରହଣ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ଧନ ଲାଭ ହେବ । କାର୍ଯ୍ୟ କ୍ଷେତ୍ରରେ ଲାଭ ମିଳିବ । ଆପଣଙ୍କୁ ମାନ ସମାନ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ତାରିଫ ହେବ ଯାହା ଦ୍ଵାରା ଆତ୍ମବିଶ୍ବାସରେ ବୃଦ୍ଧି ହେବ । ଏହି ସମୟ କାରୋବାର ପାଇଁ ଯାତ୍ରା କରିବେ । ଚାକିରି କରୁଥିଲେ ଅନୁକୂଳ ପରିଣାମ ପ୍ରାପ୍ତ ହେବ ।

ନୂଆ ଚାକିରିର ଅଫର ମିଳିପାରେ । ନୂଆ କାମ ଆରମ୍ଭ କରିଲେ ଯୋଜନା ସଫଳ ହେବ । ବିଦ୍ୟାର୍ଥୀଙ୍କୁ ପରୀକ୍ଷା ରେ ସଫଳତା ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *