ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମାର୍ଚ୍ଚ ୧୫ ତାରିଖ ଠାରୁ ଗ୍ରହ ମାନଙ୍କର ସ୍ଵାମୀ ସୂର୍ଯ୍ୟଙ୍କର ମହା ଗୋଚର ହେବାକୁ ଯାଉଛି । ସୂର୍ଯ୍ୟଙ୍କ ଗୋଚର କୁମ୍ଭ ରାଶିରୁ ରମ୍ଭ ହୋଇ ମୀନ ରାଶିକୁ ସ୍ଥାନାନ୍ତର କରିବ । ଏହାର ପ୍ରଭାବରେ ୧୨ ଗୋଟି ରାଶି ମାନଙ୍କ ଉପରେ କେଉଁ ଭଳି ପ୍ରଭାବ ପଡିବ ଓ କେଉଁ ସବୁ ପରିବର୍ତ୍ତନ ହେବାକୁ ଯାଉଛି ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
ମେଷ ରାଶି : ଆପଣଙ୍କର ଏହି ସମୟରେ ସୁଖ ସାଧନାରେ ବୃଦ୍ଧି ହେବ । ବାଦ ବିବାଦରୁ ଆପଣ ଦୂରେଇ ରୁହନ୍ତୁ । କାର୍ଯ୍ୟ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରନ୍ତୁ ନାହି ।
ବୃଷ ରାଶି : ଆପଣଙ୍କର ଅଚାନକ ଧନ ଲାଭ ହେବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଦୁଇ ଗୁଣା ଲାଭ ଦେଖିବାକୁ ପାଇବେ ।
ମିଥୁନ ରାଶି : ସୂର୍ଯ୍ୟଙ୍କ ଗୋଚର କାରଣରୁ ଆପଣଙ୍କ ଜୀବନରେ କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ହେବାର ସଂକେତ ରହିଛି । ସୁଖ ସାଧନାରେ ବୃଦ୍ଧି ହେବ । ଆପଣ ନୂଆ ବାହନ କ୍ରୟ କରି ପାରିବେ । ଆପଣଙ୍କର ବ୍ଯବସାୟିକ କ୍ଷେତ୍ରରେ ଅନୁକୂଳ ରହିବ ।
କର୍କଟ ରାଶି : ଆପଣଙ୍କ ପାଇଁ ଏହି ପରିବର୍ତ୍ତନ ବହୁତ ରିହାତି ନେଇ ଆସିବ । ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ପାଇବେ । ସରକାରୀ ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ ।
ସିଂହ ରାଶି : ଆପଣ ଏହି ସମୟରେ ସାବଧାନ ରୁହନ୍ତୁ । ଧନ ହାନି ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ କୌଣସି ପରିବର୍ତ୍ତନ ଆଣନ୍ତୁ ନାହି । ବାଦ ବିବାଦରୁ ଦୂରେଇ ରୁହନ୍ତୁ ।
କନ୍ୟା ରାଶି : ଆପଣଙ୍କ ପାଇଁ ଏହି ଗୋଚର କାରଣରୁ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆଲୋଚନାରେ ସତର୍କତା ରୁହନ୍ତୁ । ସବୁ କାମରେ ସଫଳ ହେବେ ।
ତୁଳା ରାଶି : ଆପଣଙ୍କର ସୂର୍ଯ୍ୟଙ୍କ ଗୋଚର ବହୁତ ଭଲ ରହିବ । ଯାତ୍ରା କରିବାର ଯୋଗ ରହିବା ସହ ଲାଭବାନ ହେବେ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ ।
ବିଛା ରାଶି : ସ୍ୱାସ୍ଥ୍ୟ ଜନିତ ସମସ୍ଯା ହୋଇପାରେ । ବେପାର କ୍ଷେତ୍ରରେ ଅଧିକ ଧନ ଲାଭ କରିବେ । ଚାକିରି କ୍ଷେତ୍ରରେ ଉନ୍ନତି ହେବ । ଘର ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ ।
ଧନୁ ରାଶି : ଆପଣଙ୍କର ସୁଖ ସାଧନାରେ ବୃଦ୍ଧି ହେବ । ଅଚାନକ ଧନ ବୃଦ୍ଧି ହେବ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।
ମକର ରାଶି : ଆପଣଙ୍କର ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ସମାଜରେ ମାନ ସମାନ ବୃଦ୍ଧି ହେବ । ବେପାର କ୍ଷେତ୍ର ପାଇଁ ସମୟ ଭଲ ରହିବ ।
କୁମ୍ଭ ରାଶି : ଆପଣ ମାନସିକ ଶାନ୍ତି ପାଇବେ । ଧନ ଲାଭ ହେବ । କୌଣସି କ୍ଷେତ୍ରରେ ଧନ ନିବେଶ କରନ୍ତୁ ନାହି । ପରିବାରକୁ ସମୟ ଦେବେ ।
ମୀନ ରାଶି : ଆପଣ ନିଜର କ୍ରୋଧ ଉପରେ କାବୁ ରଖନ୍ତୁ । ବାଦ ବିବଦାରୁ ଦୂରେଇ ରୁହନ୍ତୁ । କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ କରନ୍ତୁ ନାହି ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।