ପ୍ରତେକ ଝିଅ ମାନଙ୍କୁ ସାକ୍ଷାତ ମା ଲକ୍ଷ୍ମୀ ପ୍ରତିମା ବୋଲି ମାନାଯାଏ । ପ୍ରତେକ ଝିଅ ପ୍ରେମ ଓ କେୟାର ନେବା କ୍ଷେତ୍ର ରେ ଅଲଗା ଅଲଗା ହୋଇଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କ ଠାରେ ଏମିତି କିଛି ଅଲଗା ଖୁବୀ ରହିଛି ଯାହା ସେମାନଙ୍କୁ ଅନ୍ୟ ମାନଙ୍କ ଠାରୁ ଅଲଗା ଭାବେ ରଖିଥାଏ । ଏମାନଙ୍କର ସ୍ବଭାବରେ ତାଙ୍କ ଆଖପାଖରେ ଥିବା ଲୋକଙ୍କ ଜୀବନରେ ସାକାରାତ୍ମକ ଊର୍ଜା ଦେଖାଯାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଶାଶୁଘରେ ସମସ୍ତଙ୍କ ହୃଦୟରେ ରାଜ କରିଥାନ୍ତି ।
୧- P ନାମର ଝିଅ : ଏହି ନାମର ଝିଅ ମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ଅନ୍ୟ ମାନଙ୍କର ଦୁଖରେ ଏମାନେ ସାମିଲ ହେବାକୁ ପସନ୍ଦ କରିଥାନ୍ତି । ବିବାହ ପରେ ଏମାନଙ୍କର ସ୍ଵଭାବରେ କୌଣସି ପରିବର୍ତ୍ତନ ଆସେ ନାହି । ଜୀବନ ସାଥିଙ୍କ ସହ ଜଡିତ ସବୁ ଜିନିଷରେ ଏମାନେ ଯୋଡି ହୋଇ ରହିଥାନ୍ତି । ଶାଶୁଘରେ ସମସ୍ତଙ୍କର କେୟାର ନେବା ସହ ନିଜର ଶବ୍ଦ ଦ୍ଵାରା ଅନ୍ୟ ମାନଙ୍କର ଲାଡଲିଳି ହୋଇଥାନ୍ତି ।
୨- D ନାମର ଝିଅ : ଏହି ନାମର ଝିଅ ମାନେ ସାସୁଘର ଲୋକଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି । ଘର ଓ ବାହାର କାମ ପାଇଁ ଏମାନେ ବହୁତ ଲକି ହୋଇଥାନ୍ତି । ଶାଶୁଘରେ ସମସ୍ତଙ୍କର ହୃଦୟ ଜିତିବା ଏମାନଙ୍କୁ ବେଶ ଭଲ ଭାବେ ଜଣ ହୋଇଥାଏ । ସଠିକ ସମୟରେ ଏମାନେ ନିଜର ସ୍ଵଭାବ ର ପ୍ରୟୋଗ କରି ଜୀବନ ସାଥିଙ୍କ ସହ ପୁରା ପରିବାରର ଲାଡଲି ହୋଇଥାନ୍ତି ।
୩- S ନାମର ଝିଅ : ଏହି ନାମର ଝିଅ ମାନଙ୍କର ପାଦ ଶାଶୁଘର ପାଇଁ ବହୁତ ଶୁଭ ହୋଇଥାଏ । ଏମାନେ ପ୍ରତେକ ସ୍ଥିତିକୁ ନିଜ ତରିକାରେ କରିବା ପାଇଁ ମାହିର ହୋଇଥାନ୍ତି । ଏମାନେ ଏମିତି କାମ କରିଥାନ୍ତି ଯାହା ପାଇଁ ଏମାନଙ୍କର ଜୀବନ ସାଥି ଓ ଶାଶୁଘର ଲୋକଙ୍କର ମାନ ସମାନ ବଢିଥାଏ । ସମସ୍ତଙ୍କର ଖୁସି ଏମାନଙ୍କ ପାଇଁ ବହୁତ ଆଗରେ ରହିଥାଏ । ଏମାନେ କିସ୍ମତରେ ବହୁତ ଲକି ହୋଇଥାନ୍ତି ।
୪- R ନାମର ଝିଅ : ଏହି ନାମର ଝିଅ ମାନେ ହୃଦୟରୁ କୋମଳ ହୋଇଥାନ୍ତି । ଏମାନେ ନିଜର କ୍ଯାରିୟର ପାଇଁ ଆଗରେ ରହିଲେ ମଧ୍ୟ ନିଜର ପରିବାରକୁ ସାଥ ନେଇ ଚାଲିଥାନ୍ତି । ଏମାନଙ୍କର ଏହି ସ୍ଵଭାବ ଯୋଗୁ ଶାଶୁଘର ଲୋକ ମାନେ ଏମାନଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ ନିଜର ପରିବାର ସହ ଜୀବନ ସାଥିଙ୍କର ବହୁତ ଭଲ ଭାବେ କେୟାର ନେଇଥାନ୍ତି ।
୫- N ନାମର ଝିଅ : ଏହି ନାମର ଝିଅ ମାନେ ବାହାରୁ କଠୋର ହୋଇଥିବା ବେଳେ ଭିତରରୁ କୋମଳ ହୋଇଥାନ୍ତି । ଶାଶୁଘର ଲୋକଙ୍କର କେୟାର ନେବା ସହ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜର ସ୍ଵଭାବ ଯୋଗୁ ଶାଶୁଘର ଲୋକଙ୍କର ଲାଡଲି ହୋଇଥାନ୍ତି । ଏମାନେ ଶାଶୁଘର ଲୋକଙ୍କର ମାହୋଲ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।