60 ବର୍ଷ ବୟସରେ ଦେଖାଯିବେ 25 ଭଳି, ବାସ ଅପାଣିରେ ମିଶାଇ ଲଗାନ୍ତୁ ଏହି ଛୋଟ ଜିନିଷ, ଧଳା ବାଳ ସାରାଜୀବନ ପାଇଁ ହୋଇଯିବ କଳା- Hair care

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କେଶ କଳା କରିବାର ହୋମ ରେମେଡି ଯାହା ତିଆରି କରିବା ଅତି ସହଜ ଅଟେ । ଏହି ରେମେଡି ଦ୍ଵାରା ଆପଣଙ୍କର ଧଳା କେଶ କଳା ହେବାରେ ଲାଗିବା । ଆପଣଙ୍କୁ ମାର୍କେଟରୁ ଆଉ କଲର ଆଣି କେଶ କଳା କରିବାକୁ ପଡିବ ନାହି । ତେବେ ଆସନ୍ତୁ ଜାଣିବା ଏହି ହୋମ ରେମେଡି କିପରି ପ୍ରସ୍ତୁତ କରାଯିବ ଓ ଏହାର ପ୍ରୟୋଗ କିପରି କରାଯିବ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଶୁଖିଲା ଅଁଳା ।

ଶୁଖିଲା ଅଁଳାକୁ ଲୁହ କଢେଇରେ ସେତିକି ସମୟ ଯାଏଁ ଭାଜିବା ଉଚିତ ଯେଉଁ ଯାଏଁ ଅଁଳା କଳା ନ ହୋଇଛି । ଏହା ପରେ କଳା ହୋଇଥିବା ଅଁଳାରେ ଗୋଟେ ଗ୍ଳାସ ପାଣି ପକାନ୍ତୁ । ଏହା ପରେ ଏହାକୁ ଭଲ ଭାବେ ଫୁଟାନ୍ତୁ । ଏହି ପଣି ଯେଉଁ ଯାଏଁ ଅଧା ଗ୍ଳାସ ପାଣି ନ ହେଇଛି ସେତିକି ସମୟ ଜାଣେ ଏହାକୁ ଭଲ ଭାବେ ଫୁଟାନ୍ତୁ । ଫୁଟୁଥିବା ପାଣି ରେ ଅଁଳା ପୁରା ସଫ୍ଟ ହେବା ଯାଏଁ ଏହି ପାଣି କୁ ଫୁଟାନ୍ତୁ ।

ଏହା ପରେ ଏହି ପାଣି କୁ ୨୪ ଘଣ୍ଟା ଯାଏଁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହା ପରେ ଅଁଳା ରୁ ବାହାରି ଥିବା ପାଣି କୁ ଆପଣ ଏହାରା ପେଷ୍ଟ କରି ଦିଅନ୍ତୁ । ଏହା ପରେ ଏହାକୁ ଛାଣି ଦିଅନ୍ତୁ । ଯଦି ଏପରି ନ ହୁଏ ତେବେ ଅଁଳା ରେ ଥିବା ପାଣି କୁ ଛାଣି ଦିଅନ୍ତୁ । ଯଦି ଆପଣ ଚାହିବେ ତେବେ ଅଁଳା ର ଏହି ପାଣି କୁ କେଶରେ ଲଗାଇ ପାରିବେ ।

ଏହା ଛଡା ଏହି ଅଁଳା ରେ ପାଣିରେ କିଛି ହେନା ମେହେନ୍ଦି ପକାଇଲେ ଏହାର ରଙ୍ଗ ବଦଳି ଯିବ । ହେନା ମେହେନ୍ଦି ମିକ୍ସ କରିବା ପରେ ଏହାକୁ ଅଧ ଘଣ୍ଟା ଯାଏଁ ଛାଡି ଦିଅନ୍ତୁ । ଏହି ରେମେଡିକୁ କେଶରେ ଲଗାଇବା ପୂର୍ବରୁ କେଶ ଶ୍ୟାମ୍ପୋ କରିବା ଉଚିତ । ଏହା ପରେ ହାତରେ ଗ୍ଲୋବ୍ସ ପିନ୍ଧି ଏହାକୁ କେଶରେ ଲଗାନ୍ତୁ । ଯଦି ଆପଣ ଚାହିବେ ତେବେ ଏହି ରେମେଡିକୁ ରାତିରେ ଲଗାଇ ପାରିବେ । ନ ହେଲେ ୩ରୁ ୪ ଘଣ୍ଟା ଜାଣେ ଲଗାଇ ରଖି ପାରିବେ ।

ଯେଉଁ ଦିନ ଏହି ରେମେଡି ଲଗାଇବେ କେବଳ କେଶ ଧୋଇବେ ଶ୍ୟାମ୍ପୋ କରିବେ ନାହି । ତା ପର ଦିନ ଆପଣ ନିଜ କେଶ ଶ୍ୟାମ୍ପୋ କରି ପାରିବେ । ତେବେ ଏହି ରେମେଡି ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ କେଶ ପ୍ରାକୃତିକ କଳା ହୋଇଯିବ । ଆପଣଙ୍କୁ ଆଉ ବଜାରରେ ମିଳୁଥିବା କଲର ର ବ୍ୟବହାର କରିବାକୁ ପଡିବ ନାହି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *