ଶନିଙ୍କ କଷ୍ଟରୁ ମୁକ୍ତି ପାଇବେ ଏହି 5ଟି ରାଶି, ଭିକାରି ହେବେ କୋଟିପତି…. ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ !

ଯେତେବେଳେ କୌଣସି ଗ୍ରହର ଦିଶାରେ ଅଦଳ ବଦଳ ହୋଇଥାଏ ତେବେ ନିଶ୍ଚିନ୍ତ ଭାବେ ତାହାର ପ୍ରଭାବ ମଣିଷ ଜୀବନ ଉପରେ ପଡିଥାଏ । କିନ୍ତୁ ଆମେ ଏହି ପ୍ରଭାବକୁ ବୁଝିପାରି ନ ଥାଉ । ଯାହା ଫଳରେ ଆମ ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣଙ୍କୁ ଶନି ଗ୍ରହ ବିଷୟରେ କହିବାକୁ ଯାଉଛୁ ଯେ ଶନିଦେବଙ୍କୁ ହିନ୍ଦୁ ଧର୍ମରେ ନ୍ୟାୟର ଦେବତା କୁହାଯାଏ । ତାଙ୍କର ପ୍ରକୋପ ଯେତେ ଅଧିକ ହେଲେ ସେ ବହୁତ ଖୁସି ମଧ୍ୟ ଦେଇଥାନ୍ତି ।

ପ୍ରତେକ ପ୍ରାଣୀ ସହ ସେ ନ୍ୟାୟ କରିଥାନ୍ତି ଯାହା କାରଣରୁ ତାଙ୍କୁ ନ୍ୟାୟଦାତା ବୋଲି କୁହାଯାଏ । ଆଜି ଆମେ ଆପଣଙ୍କୁ ଶନିଙ୍କ ପୀଡାରୁ କେଉଁ ରାଶି ମୁକ୍ତ ହେବାକୁ ଯାଉଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ମେଷ ରାଶି : ଆପଣଙ୍କୁ ଦୀର୍ଘ ୨୧ ବର୍ଷ ଯାଏଁ ଶନିଦେବଙ୍କ ସୀମା କୃପା ଲାଭ ହେବ । ଅଚାନକ ଧନ ଲାଭ ହେବ । ଏମାନଙ୍କର ସବୁ ଇଚ୍ଛା ପୂରଣ ହେବ । କିନ୍ତୁ ଏଥିରେ ଗୋଟିଏ ସର୍ତ୍ତ ଯେ ଏମାନଙ୍କୁ ଭଗବାନ ଶନିଦେବଙ୍କ ଉପରେ ଭରସା ରଖିବା ନିହାତି ଦରକାର ।

ସିଂହ ରାଶି : ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶନିଦେବ ଙ୍କ ବିଶେଷ କୃପା ଦ୍ରୁଷ୍ଟି ଲାଭ ହେବ । ଆପଣଙ୍କ ପାଖରେ ଆତ୍ମବିଶ୍ବାସର ଅଭବ ହେବ ନାହି । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । କିନ୍ତୁ ଗୋଟିଏ କଥାର ଧ୍ୟାନ ରଖିବାକୁ ହେବ ନିଜ କାର୍ଯ୍ୟ ରେ ସଂପୂର୍ଣ୍ଣ ରୂପରେ ମନ ଧ୍ୟାନ ଦେବାକୁ ହେବ ।

କନ୍ୟା ରାଶି : ଆପଣଙ୍କର ଉଧାର ଶନି ମହାରାଜ ମଧ୍ୟ କରିବେ । କିନ୍ତୁ ଗୋଟିଏ ସର୍ତ୍ତ ରହିଛି ଆପଣଙ୍କୁ ଆପଣଙ୍କର ସମୟ ନିଜର ଜୀବନ ସାଥି ଙ୍କ ସହ କାଟିବାକୁ ପଡିବ । ତେବେ ଯାଇ ଶନିଦେବ ଙ୍କ କୃପା କାରଣରୁ ଆପଣଙ୍କର ସାରା ଜୀବନ ସୁଖମୟ ରହିବ । ଆପଣଙ୍କର ଅଟକି ରହିଥିବା କାମ ପୂରଣ ହେବ । ଯଦି ଆପଣଙ୍କର ବିବାହ ହୋଇନାହି ତେବେ ମାତା ପିତାଙ୍କ ସହ ଅଧିକ ସମୟ ବ୍ଯତୀତ କରିବେ ।

ତୁଳା ରାଶି : ସଫଳତା ଆପଣଙ୍କୁ ପ୍ରାପ୍ତ ହେବ । ବାଦ ବିବାଦରୁ ଦୂରେଇ ରୁହନ୍ତୁ । ଘରେ ପରିବାରରେ ସୁଖ ଶାନ୍ତି ଲାଗି ରହିବ । ବ୍ୟର୍ଥ କାମରୁ ନିବୃତ୍ତ ହୋଇ ନିଜ କାମରେ ଧ୍ୟାନ ଦିଅନ୍ତୁ । ଆଗାମୀ ୨୧ ବର୍ଷ ଯାଏଁ ଆପଣଙ୍କ ଜୀବନରେ ସୁଖ ଲାଗି ରହିବ ।

କର୍କଟ ରାଶି : ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହି । ଶନିଦେବଙ୍କର ଅସୀମ କୃପା ହେବ ସଂପୂର୍ଣ୍ଣ ୨୧ ବର୍ଷ ଯାଏଁ । ଧନର ଅଭାବ ହେବ ନାହି । ଅଟକି ରହିଥିବା କାମ ପୁରା ହେବ । ସମାଜରେ ମାନ ସମାନ ବୃଦ୍ଧି ହେବ ।

କୁମ୍ଭ ରାଶି : ଶନିଦେବଙ୍କ କୃପାରୁ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ମଜବୁତ ରହିବ । ଧାର୍ମିକ ଯାତ୍ରା କରିବାର ଯୋଗ ରହିଛି । ଘର ଉପରେ ସୁଖ ସମୃଦ୍ଧି ଲାଗି ରହିବ । ଏହି ବର୍ଷ ଆପଣ ନୂଆ ବାହନ କିଣିବାର ମନ ବଳାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *