Interesting Gk Questions: କଣ ଆପଣ ଜାଣିଛନ୍ତି INDIA ର ଫୁଲ ଫର୍ମ କଣ ?

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ । ଭାରତର ନାମ ଇଣ୍ଡିଆ କିପରି ହେଲା ତେବେ ଏହାର ଉତ୍ତର ହେଉଛି ଅନେକ ବର୍ଷ ହେବ ଯେତେବେଳେ ଇଂରେଜ ମାନେ ଆମ ଦେଶକୁ ସ୍ଵାଧୀନ ହୋଇନ ଥିଲା ସେତେବେଳେ ଇଂରେଜ ମାନେ ଶାସନ କରୁଥିଲେ ।

ସେହି ସମୟରେ ଆମ ଦେଶର ନାମ ଭାରତ ଓ ହିନ୍ଦୁସ୍ଥାନ ରହିଥିଲା । କିନ୍ତୁ ସେମାନଙ୍କୁ ଭାରତ ବା ହିନ୍ଦୁସ୍ଥାନ ଉଚ୍ଚାରଣ କରିବାରେ ସେମାନଙ୍କୁ ଠିକ ଲାଗୁ ନ ଥିଲା । ଏଥିପାଇଁ ସେମାନେ ଦେଖିଲେ ଯେ ଏଠାରେ ଭାରତ ପାକିସ୍ତାନ ଦେଇ ସୁନ୍ଧୁ ନଦୀ ପ୍ରବାହିତ ହେଉଛି । ସେହି ନଦୀର ନାମ ଥିଲା ଇଣ୍ଡର୍ସ ରିଭର ବା ଇଣ୍ଡସ ନଦୀ ।

ସେହି ଇଣ୍ଡସ ନଦୀ ନାମ ଅନୁଯାୟୀ ଇଂରେଜ ମାନେ ଆମ ଦେଶର ନାମ ଇଣ୍ଡିଆ ରଖିଥିଲେ । ଯାହାକୁ ସେବେ ଠାରୁ ଆଜି ଯାଏଁ ଆମ ଦେଶର ନାମ ଇଣ୍ଡିଆ ରହିଛି । ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି INDIA ର ଫୁଲ ଫର୍ମ କଣ ? ତେବେ ଏହାର ଉତ୍ତର ହେଉଛି – ଯଦି ବନ୍ଧୁଗଣ ଆପଣ ମାନେ ଇଣ୍ଡିଆର ଫୁଲ ଫର୍ମ ଗୁଗୁଲ ରେ ସର୍ଚ କରିବେ ତେବେ ଆପଣଙ୍କୁ ଭୁଲ ଉତ୍ତର ମିଳିବ ।

କାରଣ ଗୁଗୁଲ ରେ ଅନେକ ପ୍ରକାରର ଉତ୍ତର ଆସିବ ଯାହା ସଠିକ ହେବ ନାହି । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ଜଣେ ୟୁଜର୍ସ ମତ ଦେଇଛନ୍ତି କି ଇଣ୍ଡିଆର ଫୁଲ ଫର୍ମ ହେଉଛି ଇଣ୍ଡିପେଡେଣ୍ଟ ନ୍ୟାସନ ଡେକଲାରଣ୍ଟ ଇନ ଅଗଷ୍ଟ ବା ସ୍ଵାଧୀନ ରାଷ୍ଟ୍ର ଅଗଷ୍ଟ ଅଂଶରେ ଘୋଷଣା କରା ଯାଇଛି । କିନ୍ତୁ ଆମ ଦେଶର ନାମ ଇଣ୍ଡିଆ ଯାହା ଦେଶ ସ୍ଵାଧୀନ ହେବା ପୂର୍ବ ରୁ ମଧ୍ୟ ରହିଥିଲା ।

ତେଣୁ ଏହି ଉତ୍ତର ଟି ସଂପୂର୍ଣ୍ଣ ଭୁଲ ଅଟେ । ଏହି ଭିଡିଓ ରେ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି କି ଇଣ୍ଡିଆ ର ଫୁଲ ଫର୍ମ ଏହୁଛି ଇଣ୍ଡିପେଡେଣ୍ଟ ନ୍ୟାସନାଲ ଡେମୋକ୍ରାଟିକ ଇଣ୍ଟିଲେଗାନ୍ଟ ଏରିଆ ବା ସ୍ଵାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ବୁଦ୍ଧିମାନ କ୍ଷେତ୍ର ଯାହା ଓଡିଆ ଅର୍ଥ । ଏହା ଉତ୍ତର ରି ମଧ୍ୟ ସଂପୂର୍ଣ୍ଣ ଭୁଲ ଅଟେ ।

କିନ୍ତୁ ଆମ ଦେଶ ଅଗଷ୍ଟ ୧୫ ୧୯୪୭ ମସିହାରେ ସ୍ଵାଧୀନ ହୋଇଥିଲା କିନ୍ତୁ ତ ପୂର୍ବରୁ ମଧ୍ୟ ଆମ ଦେଶର ନାମ ଇଣ୍ଡିଆ ଥିଲା । ଯେତେବେଳେ ଆମ ଦେଶ ସ୍ଵାଧିନତା ହେଲା ସେବେ ଠାରୁ ଭାରତ ସମ୍ବିଧାନ ରେ ଇଣ୍ଡିଆ ଓ ଭାରତ ନାମ ରହିଛି । ଏମିତିକି ଭାରତ ସମ୍ବିଧାନ ରେ ମଧ୍ୟ ଏହାର ଉତ୍ତର ନାହି । ତେଣୁ ଇଣ୍ଡିଆ ର ଫୁଲ ଫରମର୍ମ କିଛି ବି ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *