ସ୍ଵାମୀ ସ୍ତ୍ରୀ ଏହା କଲେ ହୋଇଥାଏ କେବଳ ପୁତ୍ର ସନ୍ତାନ ପ୍ରାପ୍ତି, ଆପଣ ବି ଯଦି ଚାହୁଁଛନ୍ତି ତେବେ ନିଶ୍ଚୟ କରନ୍ତୁ ଏହି ଉପାୟ

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଇଚ୍ଛା ବା ସ୍ଵପ୍ନ ଦେଖିଥାନ୍ତି ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ । ସମସ୍ତଙ୍କର ଗୋଟେ ପୁତ୍ର ସନ୍ତାନ ଜନ୍ମ ହେଉ ଏହା ସବୁ ପୁଅ ବା ଝିଅ ମାନଙ୍କର ଇଚ୍ଛା ରହିଥାଏ ବିବାହ ପରେ । କିନ୍ତୁ ଏହା ସବୁବେଳେ ସମ୍ଭବ ହୋଇପାରେ ନାହି । କିଛି ଦମ୍ପତିଙ୍କର ପୁତ୍ର ସନ୍ତାନ ଜାତ ହୋଇଥିବା ବେଳେ ଆଉ କେତେକଙ୍କର କନ୍ୟା ସନ୍ତାନ ଜାତ ହୋଇଥାଏ । ପୁଅ ହେଉ ବା ଝିଅ ହେଉ ସମସ୍ତେ ସମାନ ଅଟନ୍ତି । କିନ୍ତୁ ଆଜିର ଦୁନିଆରେ ବା ସମାଜରେ କିଛି ଲୋକଙ୍କର ଇଚ୍ଛା ରହିଥାଏ କି ତାଙ୍କର ପୁତ୍ର ସନ୍ତାନ ହେଉ ।

ତେବେ ଆଜି ଆମେ ଆପଣଙ୍କୁ କଣ କରିଲେ ପୁତ୍ର ସନ୍ତାନ ହେବ ସେହି ବିଷୟରେ କହିବାକୁ ଯାଉଛୁ । ପ୍ରତେକ ପୁଅ ବା ଝିଅ ମନରେ ଇଚ୍ଛା ଏରହିଥାଏ ପୁତ୍ର ସନ୍ତାନ ପାଇଁ । କିନ୍ତୁ ବିବାହ ପରେ ସବୁ ଦାମ୍ପଯାହା ପାଖରେ ଏହା ସମ୍ଭବ ହୋଇପାରେ ନାହି । କିଛି ଦମ୍ପତ୍ୟୀ କନ୍ୟା ସନ୍ତାନର ଇଚ୍ଛା ରଖିଥାନ୍ତି ତ ଆଉ କିଛି ପୁତ୍ର ସନ୍ତାନର ଇଚ୍ଛା ରଖିଥାନ୍ତି ।

ତେବେ ପୁତ୍ର ସନ୍ତାନ ପାଇଁ ଅନେକ ଦମ୍ପତିଙ୍କର ପ୍ରବଳ ଇଚ୍ଛା ରହିଥାଏ । ଯାହା ପାଇଁ ସେମାନେ ଅନେକ ଉପାୟ ମାନ କରିଥାନ୍ତି । ତେବେ ସେହି ସରଳ ଓ ଶଜା ଉପାୟ ଗୁଡିକ ହେଉଛି ପୁତ୍ର ସନ୍ତାନ ପ୍ରାପ୍ତି ନିମନ୍ତେ – ପ୍ରଥମ କଥା ଟି ହେଉଛି ପୂଜା ଘରେ ପ୍ରତି ଦିନ ଆପଣ ଘିଅ ଦୀପ ଜଳାଉଥିବେ ।

କିନ୍ତୁ ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ପ୍ରତେକ ସୋମବାର ଓ ଶନିବାର ଦିନ ଦୁଇ ଟି ଲେଖାଏଁ ଘିଅ ଦୀପ ପୂଜା ଘରେ ଜଳାଇବା ଜରୁରୀ ଅଟେ । ଏପରି କରିବା ଦ୍ଵାରା ବହୁତ ଜଲ୍ଦି ପୁତ୍ର ସନ୍ତାନର ଯୋଗ ହୋଇଥାଏ । ଦିତୀୟ ଉପାୟ ଟି ହେଉଛି ଆପଣଙ୍କର ବେଦ ରୁମ ବା ଶୋଇବା ଘରେ ବେଦ ଆଗରେ ସୁନ୍ଦର ଶିଶୁ ର ଫୋଟୋ କାନ୍ଥ ରେ ଲାଗନ୍ତୁ ଯାହା ଦ୍ଵାରା ପୁତ୍ର ସନ୍ତାନ ପ୍ରାପ୍ତି ରେ ଅତ୍ୟଧିକ ସହାୟକ ପ୍ରାପ୍ତି ହୋଇଥାଏ । ତୃତୀୟ କଥା ଟି ହେଉଛି ଦମ୍ପତି ମାନେ ପ୍ରତେକ ରବିବାର ଦିନ ଆମିଷ ଭୋଜାନ କରନ୍ତୁ ନାହି । ଯାହା ଫଳରେ ପୁତ୍ର ସନ୍ତାନ ଜନ୍ମ ହେବାରେ ସବୁଠାରୁ ବଡ ସହାୟକ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ଅନ୍ୟ ସହ ସେୟାର କରନ୍ତୁ । ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *