ଦେଖନ୍ତୁ ଆପଣଙ୍କ blood Group କହିଥାଏ ଆପଣଙ୍କ ସ୍ଵଭାବ ବିଷୟରେ!

ବନ୍ଧୁଗଣ ବ୍ଲଡ଼ ଗ୍ରୁପ ସବୁ ବ୍ୟକ୍ତିଙ୍କର ଅଲଗା ଅଲଗା ହୋଇଥାଏ । କିନ୍ତୁ ବ୍ଲଡ଼ ଗ୍ରୁପ ଦ୍ଵାରା ବ୍ଯକ୍ତିର ସ୍ଵଭାବରେ ବିଷୟରେ ଜାଣି ହୁଏ ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବ୍ଲଡ଼ ଗ୍ରୁପ ଦ୍ଵାରା ବ୍ୟକ୍ତିତ୍ବ, କାମ, ଜୀବନ ସହ ଜଡିତ ଅନେକ କଥା ଜାଣିହୁଏ । ତେବେ ଆସନ୍ତୁ ଜାଣିବା କେଉଁ ବ୍ଲଡ଼ ଗ୍ରୁପ କେଉଁ ସ୍ଵଭାବ ବିଷୟରେ ଜଣାଇଥାଏ । ବହୁତ କମ ଲୋକେ ଜାଣିଥାନ୍ତି ହାତର ରେଖା ଦ୍ଵାରା ଭବିଷ୍ୟତ ଜଣା ପଡିଥାଏ । ଆମ ଶରୀରରେ ୪ ପ୍ରକାରର ରକ୍ତ ସଂଚାଳନ ହୋଇଥାଏ ଯଥା A,B,AB ଓ O ।

୧- ଯଦି ଆପଣଙ୍କର ବ୍ଲଡ଼ ଗ୍ରୁପ A ହୋଇଥାଏ ସେମାନେ ସ୍ମାର୍ଟ ଓ ଅଧିକ ସେନସେଟିଭ ହୋଇଥାନ୍ତି । ଏମାନେ ଛୋଟ କାମ କରିଲେ ମଧ୍ୟ ବହୁତ ଭଲ ଭାବେ ବିଚାର କରି ବେହତର କରିଥାନ୍ତି । ଏମାନେ ବହୁତ ମ୍ୟାନ୍ସର୍ଷ ବାଲା ହୋଇଥାନ୍ତି । ଏମାନେ କୌଣସି କାମକୁ ସହଜରେ କରିବାକୁ ପସନ୍ଦ କରିଥାନ୍ତି ।

ଏମାନେ ପ୍ରତେକ କାମକୁ ଗମ୍ଭୀରତାର ସହ ନେଇଥାନ୍ତି ଯାହାର ପରିଣାମ ସ୍ୱରୂପ ଏମାନେ ବହୁତ ଜଲ୍ଦି ଷ୍ଟ୍ରେସ ରେ ଆସିଥାନ୍ତି । ଏହାର ଅନ୍ୟ ଏକ କାରଣ ହେଉଛି ଏମାନଙ୍କର ରକ୍ତରେ ଷ୍ଟ୍ରେସ ହରମୋନର ପରିମାଣ ଅଧିକ ରହିଥାଏ । ଏମାନେ ସୁଖ ଜୀବନ ବ୍ଯତୀତ କରିଥାନ୍ତି ।

୨- ଯେଉଁ ମାନଙ୍କର ବ୍ଲଡ଼ ଗ୍ରୁପ B ହୋଇଥାଏ ସେମାନେ ଏ ଗ୍ରୁପ ଠାରୁ ପୁରା ବିପରୀତ ହୋଇଥାନ୍ତି । ଏମାନେ ସବୁ କାମକୁ କରିବା ପୂର୍ବ ରୁ କିଛି ଭାବାନ୍ତି ନାହି । ଏମାନେ କିଛି ନ ବିଚାରୀ ବଡରୁ ବଡ କାମ କରିଥାନ୍ତି । ଏମାନେ ନିଜର କାମକୁ କ୍ରୀଏଟିଭୀଟି ଭାବେ କରିଥାନ୍ତି । ଏମାନେ ସର୍ବଦା ଷ୍ଟ୍ରେସ ନେବା ବଦଳରେ କୁଲ ରହିଥାନ୍ତି । ଏମାନଙ୍କର ଖାସ କଥା ହେଉଛି ଏମାନଙ୍କର ମସ୍ତିଷ୍କରେ ସବୁବେଳେ କିଛି ନା କିଛି ଚାଲିଥାଏ । ଦୁନିଆ ଆଗରେ ଏମାନଙ୍କ ଠାରେ ନୂଆ ନୂଆ ଆଇଡିଆ ଆସିଥାଏ ।

୩- ଯେଉଁ ମାନଙ୍କର ବ୍ଲଡ଼ ଗ୍ରୁପ AB ହୋଇଥାଏ ସେମାନଙ୍କର ଖାସ କଥା ହେଉଛି ଯିଏ ଏମାନଙ୍କର ଅତି ନିକଟତର ନ ହୋଇଛି ସେ ସେମାନଙ୍କ ବିଷୟରେ କିଛି କୁହନ୍ତି ନାହି । ଏମାନେ ବହୁତ ଚାର୍ମିଙ୍ଗ ହେବା ସହ ନୂଆ ମିତ୍ର ସ୍ଥାପନ କରିଥାନ୍ତି । ଏମାନେ ଲୋକଙ୍କର ଦୁଖକୁ ବହୁତ କଦର କରିଥାନ୍ତି । ଏମାନେ ବହତ ଭଲ ଭାବେ ବୁଝିଥାନ୍ତି ଲୋକଙ୍କର କଷ୍ଟ କଣ ରହିଥାଏ ।

୪- ଯେଉଁ ମାନଙ୍କର ବ୍ଲଡ଼ ଗ୍ରୁପ O ରହିଥାଏ ଏହି ବ୍ଲଡ଼ ଗ୍ରୁପ ଦୁନିଆର ସବୁଠାରୁ ଅଧିକାଂଶ ଲୋକଙ୍କର ହୋଇଥାଏ । ମଶା ମାନେ ଏହି ବ୍ଲଡ଼ ଗ୍ରୁପକୁ ଅଧିକ ପସନ୍ଦ କରିଥାନ୍ତି । ଯେଉଁ ମାନଙ୍କର ବ୍ଲଡ଼ ଗ୍ରୁପ ଓ ହୋଇଥାଏ ସେମାନେ ଅଜବ କିସମର ବ୍ୟକ୍ତି ହୋଇଥାନ୍ତି ।

ଏମାନେ ବହୁତ କେୟାର ନେବା ଅଭଳି ବ୍ୟକ୍ତି ହୋଇଥାନ୍ତି । ଏମାନେ କଣ କରିବେ, କେମିତି ରହିବେ ତାହା କେହି କହିବେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *