7 Attitude ଯାହା ଲୋକଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରିଥାଏ- Inspirational thoughts

ଦୃଢ ମନୋବଳ, ସକାରାତ୍ମକ ଭାବନା ଓ ସଫଳତା ସେବେ ମିଳିଥାଏ ଯେବେ ଆପଣଙ୍କ ଆଟିଟ୍ୟୁଡ ଏମିତି ହୋଇଥାଏକି ଆପଣଙ୍କ ଭଳି ଏହି ଦୁନିଆରେ ଆଉ କେହି ନାହିଁ । ଆପଣ ନିଜକୁ କାହା ଆଗରେ ପ୍ରମାଣିତ କରିବା ଛାଡିଦେଇଥାନ୍ତି, ଆପଣ କାହାକୁ କହିବା ଛାଡି ଦେଇଥାନ୍ତିକି ଆପଣବି ବହୁତ କିଛି କରିପାରିବେ କାରଣ ଯଦି ନିଜ କାମ ଉପରେ ଆପଣ ବିଶ୍ବାସ ରଖିବେ ଓ କାମକୁ ବହୁତ ଭଲ ଭାବରେ କରବେ ।

ଆପଣ କହିବା ପୂର୍ବରୁ ଲୋକଙ୍କୁ ଆପଣଙ୍କ କାମ କହିବ କି ଆପଣ କେତେ ଅଲଗା । ଲୋକ ନିଜେ ନିଜେ ଖୋଜିବା ଆରମ୍ଭ କରିଦେବେ । ଭାବିବେ ଏମିତି ଲୋକ ଏହି ସହରରେ ଆସିଛି ଏହାର ଟକ୍କର ଦେବା କାହାର ସାହସ ନାହିଁ ।

ଆଟିଟ୍ୟୁଡ :- ଭାଘ ନିଜ ଆଟିଟ୍ୟୁଡ ବଳରେ ଜଙ୍ଗଲରେ ରାଜା ଭଳି ବଞ୍ଚି ଥାଏ । ଶାଗୁଣା ନିଜ ଆଟିଟ୍ୟୁଡ ବଳରେ ସବୁଠୁ ଉପରେ ଉଡିବା ଜାଣିଥାଏ, ଦୁଇଜଣ ଯାକ ଜାଣିଥାନ୍ତି ଯଦି ଆମେ ଆଭେରେଜ ହୋଇକି ରହିବା ସେମିତି ହିଁ ରହିଯିବା । ଶାଗୁଣା କେବେ ପାରା ମାନଙ୍କ ଦଳରେ ବୁଲେ ନାହିଁ , ସେ ଏକେଲା ଉଡିଥାଏ ଯେତେବେଳେ ଶାଗୁଣା ଉଡୁଥାଏ ସେତେବେଳେ ପାଖରେ ଥିବା ଚଢେଇ ମାନେ ସାଇଟ ହୋଇଯାଇଥାନ୍ତି । ନିଜ ଆଟିଟ୍ୟୁଡରେ ସାମିଲ କରନ୍ତୁ ଗ୍ରେଟନେସ ।

ଗୋଟେ ଚଢେଇ ଥିଲା ତା ମାଲିକ ତାକୁ ସବୁବେଳେ ପିଞ୍ଜରାରେ ବନ୍ଦ କରିକି ରଖୁଥିଲା । ସେ କେବେ ବାହାରକୁ ଆସେନି ସେହି ପିଞ୍ଜରାରେ ରହୁଥିଲା ସେଇଠି ମଧ୍ୟ ଜନ୍ମ ହୋଇଥିଲା ଓ ବଡ ହୋଇ ମରିବି ଯିବ । କିନ୍ତୁ ଗୋଟେ ଦିନ ତା ମାଲିକ ପିଞ୍ଜରା ଖୋଲା ଛାଡି ଦେଇଥିଲା କିଛି ସମୟ ପର୍ଯ୍ୟନ୍ତ ସେ ସେହି ପିଞ୍ଜରାରେ ବସିଲା ତାକୁ ଜଣା ନଥିଲା କି ଏହି ପିଞ୍ଜରା ବାହରେବି ସେ ବହୁତ ଦୂର ପର୍ଯ୍ୟନ୍ତ ଯାଇପାରିବ । ସେ ଧୀରେ ଧୀରେ ଉଡିବାକୁ ଚେଷ୍ଟା କଲା ଓ କିଛି ସମୟ ପରେ ତଳେ ପଡିଗଲା । ସେ ଅଧିକ ଉପରେ ଉଡିବାକୁ ଚେଷ୍ଟା କଲା ସେହି ସମୟରେ ଯୋର ପବନରେ ସେ ବହୁତ ବାଟ ପର୍ଯ୍ୟନ୍ତ ଉଡିଗଲା ।

ପ୍ରଥମେ ସେ ଜାଣି ପାରିଲାନି ଏହା କେଉଁ ଦୁନିଆ ଅଟେ ମୋ ମାଲିକ ମୋତେ ଏତେ ଭଲପାଉଥିଲା ସେ ମୋ ବିଷୟରେ କଣ ଭାବିବ? ସେ କେବଳ ଏହା ହିଁ ଭାବୁଥାଏ କିନ୍ତୁ ସେ ଜାଣି ନଥିଲାକି ତା ମାଲିକ ହିଁ ତାର ଶତ୍ରୁ ଥିଲା । ସେ ବହୁତ ବାଟା ଉଡିଲା ପରେ ଜାଣି ପାରିଲାନି ସେ କେଉଁଠାକୁ ଯିବ, କିଛି ବାଟ ଗଲା ପରେ ଥକି ଗଲା ଓ ଗୋଟେ ଗଛ ଡାଳରେ ଯାଇ ବସି କାନ୍ଦିଲା । ସେ ଡାଳର ଅନ୍ୟ ଚଢେଇ ମାନେବି ରହୁଥିଲେ ସେ ତାକୁ ଦେଖି କାନ୍ଦିବାର କଥା ପଚାରିଲେ ଆଉ କେଉଁଠି ରହୁଛ ଓ କେମିତି ଆସିଲ ସବୁ ପଚାରିଲେ।

ସବୁ କଥା ଶୁଣି ଚଢେଇ ଦଳ ହସିବାକୁ ଲାଗିଲେ ଓ କହିଲେ ତୁ ସେଇ ଜିନିଷରୁ ଆଜାଦ ହୋଇଛୁ ନିଜ ଇଛାରେ ଉଡି ପାରିବୁ ଆମ ସହିତ ମିଶି ଖାଦ୍ୟ ଖୋଜିବା ପାଇଁ ଯାଇ ପାରିବୁ ଓ ନିଜର ବସା ବନେଇ ରହିବୁ । ତୁ ଯଦି ସେଇ ପଞ୍ଜୁରିରୁ ବାହାରି ନଥାନ୍ତୁ ନିଜର ଶକ୍ତି ବିଷୟରେ ଜାଣି ପାରିନଥାନ୍ତୁ କି ତୁ କଣ କରିପାରିବୁ । ତୁ ପିଞ୍ଜରାରେ ରହିବା ପାଇଁ ନୁହେଁ ନୀଳ ଆକାଶରେ ଉଡି ବୁଲିବା ପାଇଁ ହେଉଛୁ । ଏହି ନୀଳ ଆକାଶ ତୋର ତୁ ମନ ଇଛା ବୁଲି ପାରିବୁ କେହି ନଥିବେ କହିବା ପାଇଁ । ସେବେଠୁ ସେଇ ଚଢେଇ ବହୁତ ଦୂର ପର୍ଯ୍ୟନ୍ତ ଉଡିପାରୁଥିଲା । ସବୁବେଳେ ଦେଖନ୍ତୁ ଆପଣ ଯେଉଁ ଆବଦ୍ଧ ଜାଗାରେ ରହୁଛନ୍ତି ଦେଖନ୍ତୁ ତାକୁ ଅତିକ୍ରମ କଲେ ଏହଠୁ କଣ ଗୋଟେ ଭଲ ସୁନ୍ଦର ଜାଗା ଅଛି । ଯଦି ଏହାଠୁ ବଡ କରିପାରିବେ ଛୋଟ ଜିନିଷ ଭାବିବାର ଆବଶ୍ୟକ ନାହିଁ । ସବୁବେଳେ ଗ୍ରେଟନେସ ହାସିଲ କରନ୍ତୁ ।

ମନୋରଞ୍ଜକ ବନନ୍ତୁ ଯିଏ ସମସ୍ତଙ୍କୁ ହସାଇଥାନ୍ତି :- ଏମିତି ଭଲ କାମ କରନ୍ତୁ ଲୋକ ମାନଙ୍କ ମନରେ ଆପଣଙ୍କ ଛବି ସବୁବେଳେ ରହିବ । ଯେଉଁ ବଡ ବଡ କଳାକାର ମାନେ ଅଛନ୍ତି ତାଙ୍କ ଅଭିନୟରେ ଆମେ ଏତେ ମାତ୍ରାରେ ପ୍ରଭାବିତ ହୋଇଥାଉକି ତାଙ୍କ ପ୍ରତି ଆମର ଭଲପାଇବା ବଢିଯାଇଥାଏ । ଯଦି ସେ ଦୁନିଆ ଛାଡି ଚାଲି ଯାଉଛନ୍ତି ଆମେ ବହୁତ ଦୁଖ କରୁଛୁ କାରଣ ଆମର ପସନ୍ଦର କଳାକାର ଦୁନିଆ ଛାଡି ଚାଲିଗଲା । ଦେଖନ୍ତୁ ନା ଆମେ ତାଙ୍କୁ ପରନର୍ଲି ଜାଣିଛନ୍ତି ନା ମିସିଛନ୍ତି ସେ ଜଣେ କଳାକାର ଆମେ ତାଙ୍କୁ ସେହି ହିସାବରେ ଜାଣିଛୁ । କିନ୍ତୁ ତାଙ୍କ ଛବି ଆମ ମନରେ ରହିଗଲା । ସେଥିଲାଗି ମନୋରଞ୍ଜକ ହେବା ଦରକାର ।

ସପୋଟିଭ ହେବା ଦରକାର :- ଜୀବନରେ ସପୋଟିଭ ହେବା ବହୁତ ଆବଶ୍ୟକ, ଆପଣଙ୍କ ସମ୍ପର୍କରେ କିଏ ଅଛି କି ଆପଣ ନିଜେବି ହୁଅନ୍ତୁ କେବେ ଏମିତି ହୋଇଛିକି ଆପଣଙ୍କୁ କିଏ ତାର ସ୍ଵପ୍ନ କାମ ପାଇଁ ଆପ୍ରୋଚ କରିଥିବେ ନଥିବେ । ସେ ଗୋଟେ ଲୋକ କେବଳ ଆପଣଙ୍କ ଉପରେ ବିଶ୍ବାସ ଥିବା । ସେଥିପାଇଁ ସେଇ ଲୋକ ଆମକୁ ଜୀବନସାର ମାନେ ରହିଥାଏ । ତ ଏହି କଥାରୁ ବୁଝିପାରୁଥିବେ ସପୋଟିଭ ହେବ କେତେ ଆବଶ୍ୟକ ।

ଜୀବନରେ ଚ୍ୟାଲେଞ୍ଜ ନେବା ଦରକାର :- ଦେଖନ୍ତୁ ସାଧାରଣ ଜିନିଷ କେହିବି କରି ପାରିବ । କଥା ତ ଶେଠୀ ଥାଏ ଯିଏ ଚ୍ୟାଲେଞ୍ଜ ରୋଲ ପ୍ଲେ କରେ । ଯେମିତି ଶ୍ରୀ ରାମ ତାଙ୍କ ସ୍ତ୍ରୀକୁ ରକ୍ଷା କରିବାକୁ ଯାଇ ରାକ୍ଷସ ସହିତ ଲଢିଥିଲେ ଯିଏ କାଳକୁ ନିଜ ଅଧିନ ରେ କରି ରଖିଥିଲା । ଶେଷରେ କଣ ହେଲା ସତ୍ୟର ହିଁ ଜୟ ହୋଇଥିଲା । ଆଜି ଆମେ ଶ୍ରୀରାମଙ୍କର ପୂଜା କରୁଛୁ । ଶେଠୀ ଲାଗି ଚ୍ୟାଲେଞ୍ଜ ନେବା ବହୁତ ଜରୁରୀ ଆରେ । ଦୁନିଆରା ଇତିହାସରେ ତାର ନା ରହିଥାଏ ଯିଏ ଜିତି ଥାଏ, ନହେଲେ ନିଜର ଭଲ କାମରେ ଦୁନିଆକୁ ହଲେଇ ଦେଇଥାଏ । ଯିଏ ହାରିବା ଡରରେ ଚ୍ୟାଲେଞ୍ଜ ଭଳି ସ୍ଟେପ ନେବାକୁ ଡରନ୍ତି ସେ ଆଗକୁ ବଢି ପାରନ୍ତି ନହିଁ ।

ଯତ୍ନବାନ ହେବା ଦରକାର :- ନିଜ ପାଇଁ ଓ ନିଜ ପ୍ରିୟ ଜନଙ୍କ ପାଇଁ ଯତ୍ନବାନ ହେବା ଦରକାର । ଯଦି କାହା ଦ୍ଵାରା ଆପଣଙ୍କ ଭାବନାକୁ ବାଧା ହଉଛି । ଯଦି କିଏ ଆପଣଙ୍କ ଖୁସିକୁ ବୁଝି ପାରୁନି ଓ ଆପଣଙ୍କୁ ଅସୁବିଧା ହେଉଛି ହୋଇପାରେ ଆପଣ ସେଇ ଲୋକକୁ ନିଜଠୁ ଦୂର କରିଦେବେ । ଯିଏ ଆମର ଖୁସିକୁ ମାରୁଛି । ଏହା ହୋଇଥାଟ ନିଜର ଯତ୍ନ ନେବା । ଯଦି ଆପଣଙ୍କ କିଏ ଅସୁବିଧାର ସମ୍ମୁଖୀନ ହେଉଛି କିନ୍ତୁ ସେ ଆପଣଙ୍କୁ କୌଣସି ପ୍ରକାର ସାହାର୍ଯ୍ୟ ମାଗୁନି ଯଦି ଆପଣ ତାକୁ ସାହାର୍ଯ୍ୟ କରୁଛନ୍ତି ସେ ହେଉଛି ପ୍ରିୟଜନଙ୍କ କେୟାର କରିବା । ଏହା ଦେଖିବାକୁ ମିଳିଥାଏକି ଆମର ଖରାପ ସମୟରେ କିଏ ଠିଆ ହୋଇଥାଏ । କାହାର ଖରାପ ସମୟର ମଜାକ ବନନ୍ତୁ ନାହିଁ । ଯଦି ସମ୍ଭବ ହେଉଛି ସାହାର୍ଯ୍ୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *