ଏହି ଭଳି କରନ୍ତୁ ଶିବଲିଙ୍ଗର ପୂଜା ସବୁ ମନୋକାମନା ହେବ ପୂର୍ଣ୍ଣ

ଶିବଲିଙ୍ଗ ପୂଜା କରିବା ଭାରତରେ ବହୁତ ପ୍ରସିଦ୍ଧ ଅଟେ । ଶିବ ଭଗବାନ ଏମିତି ଭଗବାନ ଯିଏ ସଂସାର ରଚନା କରିଥିଲେ, ଭଗବାନ ଶିବ ବହୁତ ରାଗି ଅଟନ୍ତି, କିନ୍ତୁ ସମସ୍ତେ ଏହା ଜାଣିଛନ୍ତି ଯେ ବହୁତ ଶୀଘ୍ର ଭଗବାନ ଶିବ ପ୍ରସନ୍ନ ମଧ୍ୟ ହୋଇଥାନ୍ତି । ଯେବେ ବି ବେଲ ପତ୍ର ତୋଳିବେ ଗଛକୁ ନମସ୍କାର ନିଶ୍ଚିନ୍ତ କରିବେ, ଏହା ଛଡା ବେଲ ପତ୍ର ଏମିତି ତୋଳିବା ଉଚିତ ଯାହା ଦ୍ଵାରା ଗଛକୁ କଷ୍ଟ ହବ ନାହିଁ ।

ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ କ୍ଷୀର ଅର୍ପଣ କରିବା ଭଲ ହୋଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଜଳ ସହ ଶିବଲିଙ୍ଗରେ ଅର୍ପଣ କଲେ ଆପଣଙ୍କୁ ମନୋକାମନା ପୂର୍ଣ ହବ ।

କ୍ଷୀର, ପାଣି, ଦହି, ମହୁ, ଘିଅ, ସୁଗର, ଇତ୍ର, ଚନ୍ଦନ, କେସର ଓ ଭାଙ୍ଗ ମିଶେଇ ଶିବଲିଙ୍ଗରେ ଅର୍ପଣ କଲେ ଆପଣଙ୍କ ସବୁ କିଛି ଭଲ ହୋଇଥାଏ । ଆପଣଙ୍କୁ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ବେଳେ ଓଁ ନମଃ ଶିବାୟ, ଜାପ କରନ୍ତୁ କିନ୍ତୁ ଧ୍ୟାନ ରଖନ୍ତୁ ଆପଣଙ୍କ ମନ ଧ୍ୟାନ ସବୁ ଭଗବାନ ଶିବଙ୍କ ଚରଣରେ ରଖନ୍ତୁ । ଦହି ଅର୍ପଣ କଲେ ଆପଣଙ୍କ ମନ ଓ ସ୍ୱାସ୍ଥ୍ୟ ସବୁ କିଛି ଭଲ କରିଥାଏ, ଆପଣଙ୍କୁ ନିଜ ମନୋଇକାମନା ପୂର୍ଣ କରିବା ପାଇଁ କେବଳ ଜଳ ଅର୍ପଣ କରିବା ଉଚିତ ନୁହ ।

ତେବେ ଭଗବାନ ଭୋଳେନାଥଙ୍କୁ ପ୍ରସନ୍ନ କରିବା ପାଇଁ ବେଲ ପତ୍ର ବହୁତ ଆବଶ୍ୟକ ଅଟେ, ଆଜି ଆମେ ଆପଣଙ୍କୁ ଭଗବାନ ଭୋଲେନାଥଙ୍କ ଶିବଲିଙ୍ଗ ଉପରେ ବେଲ ପତ୍ର କେମିତି ଅର୍ପଣ କରିବା ଉଚିତ ଓ କେଉଁ ମୁହୂର୍ତ ଓ ଦିନରେ ବେଲପତ୍ର ତୋଳିବା ଉଚିତ ତାହା କହିବାକୁ ଯାଉଛୁ, ଶାସ୍ତ୍ର ଅନୁଯାଇ ବେଲ ପତ୍ର ଷୋମବାରରେ ଜମା ବି ତୋଳିବା ଉଚିତ ନୁହ ଏହା ଆପଣଙ୍କ ପୂଜା ସଫଳ କରିନଥାଏ ।

ଭଗବାନ ଭୋଳେନାଥଙ୍କୁ ବେଲ ପତ୍ର ବହୁତ ପସନ୍ଦ ହୋଇଥାଏ, ଏହା ଛଡା ପତ୍ର ତୋଳିଲା ବେଳେ ଭୁଲରେ ବି ଡାଳ ଭାଙ୍ଗିବେ ନାହି ବେଲ ପତ୍ର ଭଗବାନ ଶିବଙ୍କୁ ବହୁତ ପ୍ରିୟ ଅଟେ ସେଥିପାଇଁ ତାଙ୍କ ଭକ୍ତ ମାନେ ବେଲ ପତ୍ର ନିଶ୍ଚିନ୍ତ ଅର୍ପଣ କରନ୍ତି, ତେବେ ଷୋମବାର ଛଡା ଅନ୍ୟ ଦିନ ଯେମିତି ସଙ୍କରାନ୍ତି, ପୁର୍ଣିମା ଏହି ଭଳି ସବୁ ଦିନରେ ବେଲ ପତ୍ର ତୋଳିବା ଉଚିତ ନୁହ ଗୋଟେ ଦିନ ଆଗରୁ ତୋଳା ହୋଇଥିବା ବେଲ ପତ୍ର ଅର୍ପଣ କରିବା ଉଚିତ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

 

Leave a Reply

Your email address will not be published. Required fields are marked *