IAS ର ଅଜୀବ ପ୍ରଶ୍ନ ଶୁଣି ଲାଗିବ ଝଟକା- ଏମିତି କେଉଁ ଜିନିଷ ଅଛି ଯାହା ପାଣିରେ ବି ଜଳିଥାଏ ?

ବନ୍ଧୁଗଣ ଆଜି ଆମେ IAS ଇନ୍ଟାରଭିଉରେ ପଚରା ଯାଉଥିବା ପ୍ରଶ୍ନର ଜବାବ ନେକି ଆସିଛୁ ଯାହାକି ଟ୍ରିକ ସହିତ ମଜାଦାର ମଧ୍ୟ । ଯାହାକୁ ଜାଣି ଆପଣଙ୍କୁ ବହୁତ ମଜା ଆସିବ ଓ ସୂଚନା ମଧ୍ୟ ମିଳିବ । ଏହି ଟ୍ରିକର ପ୍ରଶ୍ନ ଆପଣଙ୍କର ଦିମାଗର ଯାଞ୍ଚ ପାଇଁ ପଚରାଯାଇଥାଏ । ଦେଶରେ ଲକ୍ଷ ଲକ୍ଷ ପିଲା ୟୁପିଏସସି ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି । ଲିଖିତ ପରୀକ୍ଷା ସହିତ ଇନ୍ଟାରଭିଉର ପ୍ରସ୍ତୁତି କରିଥାନ୍ତି । ୟୁପି ଏସ ସି ପରୀକ୍ଷା ସହିତ ଇନ୍ଟରଭିଉବି ବହୁତ ଟପ ହୋଇଥାଏ ।

ଏଥିରେ କ୍ୟାଣ୍ଡିଡେଟର ଆଇକ୍ୟୁ ଟେଷ୍ଟ କରିବା ପାଇଁ ବହୁତ ବାର ଟ୍ରିକ ପ୍ରଶ୍ନ ପଚରାଯାଇଥାଏ । ସେଥିପାଇଁ ଆମେ IAS ରେ ପଚରାଯାଇଥିବା ପ୍ରଶ୍ନ କହିବାକୁ ଯାଉଛୁ ।

Image Courtesy: Google

ପ୍ରଶ୍ନ :- ଗୋଟେ ବର୍ଷରେ କେତେ ମିନିଟ ହୋଇଥାଏ ?

ଉତ୍ତର :- ୫୨୫୬୦୦

ପ୍ରଶ୍ନ :- ସମୋସାକୁ ଇଂରାଜୀରେ କଣ କହିଥାନ୍ତି ?

ଉତର :- କରୀ ପଫ ରିଶୋଲ (curry puff rissole )

ପ୍ରଶ୍ନ :- ଆଇଏଏସ ଇନ୍ଟରଭିଉ : ମୁ ଆପଣଙ୍କ ଭଉଣୀଙ୍କା ସହିତ ଭାଗିକି ପଳେଇବି ତ ଆପଣ କଣ କରିବେ ?

ଉତ୍ତର :- ଏହି ପ୍ରଶ୍ନ ଗୋଟେ କ୍ୟାଣ୍ଡି ଡେଟକୁ ପଚରା ଯାଇଥିଲା, ସେ ବହୁତ ଶାନ୍ତ ଭାବରେ  ଉତ୍ତର ଦେଇଥିଲେ , ମୋତେ ବହୁତ ଖୁସି ଲାଗିବ କାରଣ ମୋ ଭଉଣୀ ପାଇଁ ଆପଣଙ୍କଠୁ ଭଲ ମ୍ୟାଚ ଆଉ କେଉଁଠୁ ଖୋଜିପାରି ନଥାନ୍ତି ।

ପ୍ରଶ୍ନ :- ଏମିତି କେଉଁ ଜିନିଷ ଅଛି ଯାହା ପାଣିରେ ବି ଜଳିଥାଏ ?

ଉତ୍ତର :- ସୋଡିୟମ

Image Courtesy: Google

ପ୍ରଶ୍ନ :- ୱାଟସଆପ ଚ୍ଯାଟରେ ଲୋକ hmm ଲେଖନ୍ତି, ଏହାର ମାନେ କଣ ?

ଉତ୍ତର :- ୱାଟସ ଆପ ଚ୍ଯାଟରେ hmm ଶବ୍ଦ ସାଧାରଣ କହୁଥିବା କଥା ଅଟେ ଯେମିତି ହୁଁ ମାନେ ହଁ । ଏହାର ମାନେ ସାମ୍ନା ବାଲା ଆପଣଙ୍କ କଥାରେ ସହମତି ଅଛି । hmm ର ମାନେ ଆଛା, ଠିକ ଅଛି ବି ହୋଇଥାଏ । ଲୋକ କଥା ଶେଷ କରିବା ପାଇଁ hmm ଲେଖିକି ପଠାଇ ଥାନ୍ତି ।

ପ୍ରଶ୍ନ :- ପତଙ୍ଗ ଆକାଶରେ ଉଡିଥାଏ କିନ୍ତୁ ଗୁରତ୍ୱାକର୍ଶଣ ବଳ ପାଇଁ ତଳକୁ କାହିଁକି ଆସିନଥାଏ ?

ଉତ୍ତର :- ପତଙ୍ଗ ସେତେବେଳେ ଉଡିଥାଏ ଯେବେ ପବନର ପ୍ରବାହ ପତଙ୍ଗର ଉପରେ ଓ ତଳେ ହୋଇଥାଏ । ଯେଉଁଥିରେ ପତଙ୍ଗ ଉପରେ କମ ପ୍ରେସର ଓ ତଳେ ଅଧିକ ପ୍ରେସର ହୋଇଥାଏ । ପବନର ବେଗ ଶେଷ ହେଉ ହେଉ ପତଙ୍ଗ ଉଡାଉଥିବା ବ୍ୟାକ୍ତିର କଣ୍ଟ୍ରୋଲ ନ ରହିଲେ ପତଙ୍ଗ ତଳେ ପଡିଯାଏ ।

Image Courtesy: Google

ପ୍ରଶ୍ନ :- କେଉଁ ଜୀବ ନଖାଇ ତିନିଦିନ ବଞ୍ଚିପାରେ ?

ଉତ୍ତର :- ବିଲେଇ

ପ୍ରଶ୍ନ :- ରାହୁଲର ଫୋଟକୁ ଦେଖାଇ ବିଜଯ କହିଲାକି ତାର ଭଉଣୀର ବାପା ମୋ ସ୍ତ୍ରୀର ମାର ସ୍ଵାମୀ ଅଟେ, ବିଜଯ ଓ ରାହୁଳଙ୍କର ସମ୍ପର୍କରେ କଣ ହେବେ ?

ଉତ୍ତର :- ଭଉଣୀ

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *