ବାଛନ୍ତୁ ନିଜ ପସନ୍ଦ ଗୋଟେ ନମ୍ବର ଓ ଜାଣନ୍ତୁ ନିଜ ବିଷୟରେ ଗୋଟେ ବିଶେଷ କଥା

ଆଜିକା ସମୟରେ ଲୋକ ନିଜ ପସନ୍ଦ ଓ ନା ପସନ୍ଦ ନିଜ ଆବଶ୍ୟକତା ଅନୁଯାଇ ବଦଳି ଦେଇଥାନ୍ତି କିନ୍ତୁ କୌଣସି ମଣିଷ ର ନିଜ ପସନ୍ଦ ଅନୁଯାଇ ବହୁତ କିଛି ରହସ୍ୟ ତାଙ୍କ ବିଷୟରେ ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି ୪ଟି ନମ୍ବର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପାନ ନିଜ ବିଷୟରେ ବହୁତ କଥା ଜାଣି ପାରିବେ । ତେବେ ଆପଣ ଗୋଟେ ପସନ୍ଦ କରନ୍ତୁ ଓ ଜାଣନ୍ତୁ ନିଜ ବିଷୟରେ ଗୋଟେ ବିଶେଷ କଥା ।

Image Courtesy: Google

୧. ଯଦି ଆପଣ ୩ ନମ୍ବର ପସନ୍ଦ କରିଛୁ ତେବେ, ବୈବାହିକ ଜୀବନରେ ଲୋକମାନେ ବହୁତ ଦବି ହୋଇରହିବାକୁ ଚେଷ୍ଟା କରନ୍ତି । କୌଣସି କାରଣରୁ ଏମାନଙ୍କ ଦାମ୍ପତ୍ୟ ଜୀବନରେ ତାଲମେଲ ମଧ୍ୟ କମ ରହିଥାଏ । ତେବେ ଜୀବନରେ କେବେ କାହା ସହ ଯୁକ୍ତି କରିବା ଉଚିତ ନୁହ, ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ ।

୨. ଯଦି ଆପଣ ୬୧ ନମ୍ବର ପସନ୍ଦ କରିଛୁ ତେବେ,ଏମାନେ ବହୁତ ଭାବନ୍ତି କିନ୍ତୁ ପ୍ରେମ ମାମଲାରେ ଆଗକୁ ଯାଇନଥାନ୍ତି, ପ୍ରେମ ମାମଲାରେ ବହୁତ ଗମ୍ଭୀର ମଧ୍ୟ ଅଟନ୍ତି । ଏହି ଲୋକ ଯାହାକୁ ପ୍ରେମ କରନ୍ତି ତା ସହିତ ଅଧିକ ନିବିଡ ମଧ୍ୟ ହୋଇଯାନ୍ତି । କେବେ କାହାକୁ କଷ୍ଟ ଦବା ଉଚିତ ନୁହ, ନିଜ କାମ ଦ୍ଵାରା କାହାକୁ କଷ୍ଟ ଦବା ଉଚିତ ।

Image Courtesy: Google

୩. ଯଦି ଆପଣ ୨୪ ନମ୍ବର ପସନ୍ଦ କରିଛୁ ତେବେ, ନିଜର ବ୍ୟକ୍ତିଗତ କଥା ଅନ୍ୟ ଆଗରେ ସେୟାର କରିବାକୁ ଏମାନଙ୍କୁ ବିଲକୁଲ ପସନ୍ଦ ନୁହେଁ ।  ଆସନ୍ତୁ ଜାଣିବା ଏମିତି ଲୋକଙ୍କ ପ୍ରେମ ସମ୍ପର୍କ ଓ ବୈବାହିକ ଜୀବନ ବିଷୟରେ । ଏହି ଲୋକମାନେ ପ୍ରେମ ମାମଲାରେ ଅଳ୍ପ ଲାଜକୁଳା ଅଟନ୍ତି । ପାଟି ଓ ଫଙ୍କଶନରେ ବହୁତ ଆନନ୍ଦ ଉଠାଇଥାନ୍ତି, ଏମିତି ଲୋକ ବହୁତ ରଚନାତ୍ମକ ହୋଇଥାନ୍ତି, କିଛି କାମକୁ ଅଲଗା ଅନ୍ଦାଜରେ କରିବା ପାଇଁ ଏମାନଙ୍କୁ ବହୁତ ପସନ୍ଦ ଆସେ ।

Image Courtesy: Google

୪. ଯଦି ଆପଣ ୭ ନମ୍ବର ପସନ୍ଦ କରିଛୁ ତେବେ, ଏମାନଙ୍କୁ ଭିଡରେ ଚାଲିବା ବିଲକୁଲ ପସନ୍ଦ ନୁହେ, କାରଣ ଏହି ଲୋକମାନେ ନିଜର ଉତ୍ତମ ବୁଝାମାଣାରେ ସବୁ ସମସ୍ୟା ଦୂରକରିଥାନ୍ତି । ଏମିତି ଲୋକ ନିଜକୁ ବଡ ପ୍ରମାଣିତ କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି ।ନିଜ ଜୀବନରେ ସେ ବହୁତ ହସମୁଖ ହେବା ସହିତ ବହୁତ ମେଳାପୀ ସ୍ଵଭାବର ମଧ୍ୟ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *