80 ଫୁଟର ଗଭୀର ବୋରୱେଲରେ ପଡ଼ିଗଲା 11 ବର୍ଷର ବାଳକ, ଦେଖନ୍ତୁ Video କେମତି ଚାଲିଛି ଉଦ୍ଧାର କାର୍ଯ୍ୟ

ନମସ୍କାର ବନ୍ଧୁଗଣ । ଛତିଶଗଡ ରେ ବୋରୱେଲ ରେ ଫସିଥିବା ଶିଶୁର ଉଧାର ଅକାର୍ଯ୍ୟ ଜାରି ରହିଛି । ଦୀର୍ଘ ୩୦ ଘଣ୍ଟା ରୁ ଅଧିକ ସମୟ ହେବ ଚାଲି ରହିଛି ଉଧାର କାର୍ଯ୍ୟ । ଜାନ୍ସେଗିରି ଚମ୍ପାରର ମାଲଫାଦୁଆ ଥାନା ଅନ୍ତର୍ଗତ ଫିରନଜିଫି ଗାଁ ର ଏକ ବୋରାୱେଲ ଭିତରକୁ ଶିଶୁ ଟି ଖସି ପଡିଥିଲା । ସେନା ବାହିନୀ, SDRF ମାନଙ୍କୁ ନେଇ ଚାଲି ରେସକ୍ୟୁ ଅପରେସନ । ଏବେ ଯାଞ୍ଜଗିରି ଚମ୍ପା ଜିଲ୍ଲା ପ୍ରଶାସନ ଅଧିକାରୀ ଙ୍କ ଦ୍ଵାରା ରେସକ୍ୟୁ ଅପରେସନ ଚାଲିଛି । ପ୍ରାୟ ୮୦ ଫୁଟ ତଳକୁ ଖସି ପଡିଥିଲା ଏହି ୧୧ ବର୍ଷର ବାଳକ ଜଣକ ।

ଘର ପଛ ପାଖରେ ଖେଳୁଥିବା ସମୟରେ ଶିଶୁ ଟି ବୋରୱେଲ ର ଗାତ ଭିତରକୁ ଖସି ପଡିଥିଲା । ଯେତେବେଳ ପରିବାର ଲୋକେ ପିଲା କୁ ଖୋଜିବା ପାଇଁ ବାହାରକୁ ଯାଇଥିଲେ ସେତେବେଳେ ଶିଶୁର ସ୍ଵର ଗର୍ତ୍ତ ଭିତରୁ ଶୁଭିଥିଲା । ତେବେ ତୁରନ୍ତ ପରିବାର ସଦସ୍ୟ ହେଲ୍ପ ଲାଇନ ନମ୍ବର ୧୧୨୨ କୁ ଫୋନ କରି ସହାୟତା ମାଗିଥିଲେ ।

ଶିଶୁ କୁ ନିରାପଡାରେ ବାହାରକୁ ଆଣିବା ପାଇଁ ଉଧାର କାର୍ଯ୍ୟ ଜାରି ରହିଛି । ସିସିଟିଭି ମାଧ୍ୟମରେ ଉଧାର କାର୍ଯ୍ୟ କ୍ଲାପା ଉପରେ ନଜର ରଖା ଯାଇଛି । ଶିଶୁ ପାଖକୁ କଦଳୀ ଫଳ ଓ ଅନ୍ଯାନ୍ଯ ଖାଦ୍ୟ ସମଗ୍ରୀ ପଠା ଯାଇଛି । ଶିଶୁ ଜଣକ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ମଧ୍ୟ ହେଉଛନ୍ତି ଏହା ସହ ମେଡିକାଲ ଟିମ ନିଯୋଜିତ ଏବ ସହ ଅମ୍ଳଜାନ ସିଲିଣ୍ଡର ରଖି ପାଇପ ମାଧ୍ୟମରେ ଅମ୍ଳଜାନ ଭିତରକୁ ପଠା ଯାଉଛି ।

ଚାରି ଆଡେ ଆଲୋକିତ ହେବା ସହ ଲାଇଟ ର ବ୍ୟବସ୍ଥା ମଧ୍ୟ କରା ଯାଇଛି । ଏହିପରି ଭାବେ ଉଧାର କାର୍ଯ୍ୟ ଜାରି ରହିଛି । ତେବେ ଏହିପରି ଭାବେ ପରିବାର ଲୋକେ ୧୧ ବର୍ଷୀୟ ରାହୁଲ ଙ୍କ ସହ ନିଜର କଥାବାର୍ତ୍ତା ଜାରି ରଖିବା ସହ ତାକୁ ସାହସ ମଧ୍ୟ ଦେଉଛନ୍ତି ।

ଅନ୍ୟ ପକ୍ଷ ରେ ସେନା ବାହିନୀ ଅନ୍ଯାନ୍ଯ ସହାୟତାକାରୀ ମାନେ ଉଧାର କାର୍ଯ୍ୟ ଜାରି ରଖିବା ସହ ଯେତେ ସମ୍ଭବ ଶିଶୁ କୁ ଉଧାର କରିବା ପାଇଁ ଚେଷ୍ଟା କରଛନ୍ତି । ବନ୍ଧୁଗଣ ଆପଣ ମାନଙ୍କରେ ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *