ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ଆଜିକାଲି ଇଣ୍ଟରବିୟୁରେ ଏମିତି କିଛି ପ୍ରଶ୍ନ ପଚରା ଯାଉଛି ଯାହାର ଉତ୍ତର ପ୍ରାୟତ କ୍ୟାଣ୍ଡେଟ ମାନେ ଜାଣି ନ ଥାନ୍ତି । ଆଉ କିଛି ଉତ୍ତର ଜାଣି ମଧ୍ୟ ସଠିକ ଉତ୍ତର କ୍ୟାଣ୍ଡେଟ ମାନେ ପରୀକ୍ଷା ସମୟରେ ଦେଇ ପାରନ୍ତି ନାହି ।
ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଏହି ସବୁ ପ୍ରାଣ ଓ ଉତ୍ତର ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ ଯାହା ସେମାନଙ୍କର ବିକାଶରେ ସହାୟକ ହେବ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।
୧- ସବୁଠାରୁ ଅଧିକ ପ୍ରୋଟିନ କେଉଁଥିରେ ମିଳିଥାଏ ?
ଉତ୍ତର- ସୋୟାବିନ
୨- ଦୁନିଆରେ ଦିତୀୟ ତାଜମହଲ କେଉଁ ଠାରେ ଅଛି ?
ଉତ୍ତର- ବଙ୍ଗଳାଦେଶ
୩- ମନ୍ଦିର ର ସହର କାହାକୁ କୁହାଯାଏ ?
ଉତ୍ତର- ବନାରସ
୪- ମସଲାର ରାଣୀ କାହାକୁ କୁହାଯାଏ ?
ଉତ୍ତର- ଅଳେଇଚ
୫- ମେଘର ଘର କେଉଁ ରାଜ୍ଯକୁ କୁହାଯାଏ ?
ଉତ୍ତର- ମେଘାଳୟ
୬- କେଉଁ ଗ୍ରହକୁ ଲାଲୀ ଗ୍ରହ କୁହାଯାଏ ?
ଉତ୍ତର- ମଙ୍ଗଳ
୭- ଚଉରା ଚଉରୀ କାଣ୍ଡ କେଉଁ ଠାରେ ହୋଇଥିଲା ?
ଉତ୍ତର- ଗୋରେଖପୁର
୮- ଅମର ନାଥ ଗୁମ୍ଫା କେଉଁ ଠାରେ ଅବସ୍ତିତ ରହିଛି ?
ଉତ୍ତର- କାଶ୍ମୀର
୯- ବିଶ୍ବରେ କେଉଁ ଦେଶରେ ଅଧିକ ମାଛ ଧରନ୍ତି ?
ଉତ୍ତର- ଚୀନ
୧୦- ସ୍ଵର୍ଣ୍ଣ ମନ୍ଦିର କେଉଁ ଠାରେ ଅବସ୍ଥିତ ରହିଛି ?
ଉତ୍ତର- ଅମୃତସର
୧୧- ସୁନାର ଗୌରାଙ୍ଗ ମନ୍ଦିର କେଉଁ ଠାରେ ଅବସ୍ଥିତ ଅଟେ ?
ଉତ୍ତର- ପୁରୀ
୧୨- ଘୁଷୁରି ର କେତୋଟି ଦାନ୍ତ ଅଛି ?
ଉତ୍ତର- ୪୪ଟି
୧୩- ରେଡକ୍ରଶ ର ମୁଖ୍ୟ କାର୍ଜ୍ୟାଳୟ କେଉଁ ଠାରେ ରହିଛି ?
ଉତ୍ତର- ଜେନେବା
୧୪- ବିଶ୍ଵର ସବୁଠାରୁ ଲମ୍ବା ମାଛର ନାମ କଣ ?
ଉତ୍ତର- କାର୍ଲି ଫୋରନିୟା
୧୫- ମୁଁ ସମସ୍ତଙ୍କ ଠାରେ ଅଛି ହେଲେ ମୋତେ କେହି ପସନ୍ଦ କରନ୍ତି ନାହି ?
ଉତ୍ତର- ଡର
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।