IAS ଇଣ୍ଟରଭିୟୁରେ ପଚରା ଯାଇଥିବା ପ୍ରଶ୍ନ – ମୁଁ ସମସ୍ତଙ୍କ ଠାରେ ଅଛି ହେଲେ ମୋତେ କେହି ପସନ୍ଦ କରନ୍ତି ନାହିଁ ? କହିପାରିବେ କି ମୁଁ କିଏ?

ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ଆଜିକାଲି ଇଣ୍ଟରବିୟୁରେ ଏମିତି କିଛି ପ୍ରଶ୍ନ ପଚରା ଯାଉଛି ଯାହାର ଉତ୍ତର ପ୍ରାୟତ କ୍ୟାଣ୍ଡେଟ ମାନେ ଜାଣି ନ ଥାନ୍ତି । ଆଉ କିଛି ଉତ୍ତର ଜାଣି ମଧ୍ୟ ସଠିକ ଉତ୍ତର କ୍ୟାଣ୍ଡେଟ ମାନେ ପରୀକ୍ଷା ସମୟରେ ଦେଇ ପାରନ୍ତି ନାହି ।

ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଏହି ସବୁ ପ୍ରାଣ ଓ ଉତ୍ତର ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ ଯାହା ସେମାନଙ୍କର ବିକାଶରେ ସହାୟକ ହେବ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- ସବୁଠାରୁ ଅଧିକ ପ୍ରୋଟିନ କେଉଁଥିରେ ମିଳିଥାଏ ?

ଉତ୍ତର- ସୋୟାବିନ

୨- ଦୁନିଆରେ ଦିତୀୟ ତାଜମହଲ କେଉଁ ଠାରେ ଅଛି ?

ଉତ୍ତର- ବଙ୍ଗଳାଦେଶ

୩- ମନ୍ଦିର ର ସହର କାହାକୁ କୁହାଯାଏ ?

ଉତ୍ତର- ବନାରସ

୪- ମସଲାର ରାଣୀ କାହାକୁ କୁହାଯାଏ ?

ଉତ୍ତର- ଅଳେଇଚ

୫- ମେଘର ଘର କେଉଁ ରାଜ୍ଯକୁ କୁହାଯାଏ ?

ଉତ୍ତର- ମେଘାଳୟ

୬- କେଉଁ ଗ୍ରହକୁ ଲାଲୀ ଗ୍ରହ କୁହାଯାଏ ?

ଉତ୍ତର- ମଙ୍ଗଳ

୭- ଚଉରା ଚଉରୀ କାଣ୍ଡ କେଉଁ ଠାରେ ହୋଇଥିଲା ?

ଉତ୍ତର- ଗୋରେଖପୁର

୮- ଅମର ନାଥ ଗୁମ୍ଫା କେଉଁ ଠାରେ ଅବସ୍ତିତ ରହିଛି ?

ଉତ୍ତର- କାଶ୍ମୀର

୯- ବିଶ୍ବରେ କେଉଁ ଦେଶରେ ଅଧିକ ମାଛ ଧରନ୍ତି ?

ଉତ୍ତର- ଚୀନ

୧୦- ସ୍ଵର୍ଣ୍ଣ ମନ୍ଦିର କେଉଁ ଠାରେ ଅବସ୍ଥିତ ରହିଛି ?

ଉତ୍ତର- ଅମୃତସର

୧୧- ସୁନାର ଗୌରାଙ୍ଗ ମନ୍ଦିର କେଉଁ ଠାରେ ଅବସ୍ଥିତ ଅଟେ ?

ଉତ୍ତର- ପୁରୀ

୧୨- ଘୁଷୁରି ର କେତୋଟି ଦାନ୍ତ ଅଛି ?

ଉତ୍ତର- ୪୪ଟି

୧୩- ରେଡକ୍ରଶ ର ମୁଖ୍ୟ କାର୍ଜ୍ୟାଳୟ କେଉଁ ଠାରେ ରହିଛି ?

ଉତ୍ତର- ଜେନେବା

୧୪- ବିଶ୍ଵର ସବୁଠାରୁ ଲମ୍ବା ମାଛର ନାମ କଣ ?

ଉତ୍ତର- କାର୍ଲି ଫୋରନିୟା

୧୫- ମୁଁ ସମସ୍ତଙ୍କ ଠାରେ ଅଛି ହେଲେ ମୋତେ କେହି ପସନ୍ଦ କରନ୍ତି ନାହି ?

ଉତ୍ତର- ଡର

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *