ଯେଉଁ ମାନେ ବିଛା ରାଶିର ଅଟନ୍ତି ସେମାନେ ଏବେ ନିଶ୍ଚିତ ଭାବେ ଜାଣିବା କଥା କି ସେମାନଙ୍କ ସ୍ଵାଭାବ କିଭଳି ଓ ସେମାନେ କେଉଁ ଭଳି କାମ କରିବେ । ଆଜି ଆମେ କହିବା କି ଯେଉଁ ମାନେ ଏହି ରାଶିର ଅଟନ୍ତି ସେମାନେ ସବୁ ବେଳେ ଗମ୍ଭୀର ଓ ଶାନ୍ତ ସ୍ଵଭାବର ହୋଇ ଥାନ୍ତି କାରଣ ସେମାନଙ୍କ ସ୍ଵାମୀ ଗ୍ରହ ମଙ୍ଗଲ ଅଟନ୍ତି । ଏମାନେ ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି । ଏମାନେ ଦେଖିବା ପାଇଁ ରହସ୍ୟ ଥାନ୍ତି ।
ଏମାନେ ନିଡର ମଧ୍ୟ ହୋଇ ଥାନ୍ତି । ଏମାନେ ସବୁ ବେଳେ ନିଜ ହିସାବରେ କାମ କରିବା ପାଇଁ ଭଲ ପାଇ ଥାନ୍ତି । ଏହି ରାଶିର ଲୋକମାନେ ଦୃଢ ସ୍ଵାଭାବର ହୋଇ ଥାନ୍ତି ଏମାନେ ସବୁ ବେଳେ ଗଭୀର ଚିନ୍ତା ଧାରା ର ହୋଇ ଥାନ୍ତି । ସେହି ଭଳି ଏମାନେ ବହୁତ କପଟୀ ଓ କ୍ରୂର ଲୋକମାନେ ଥାନ୍ତି ଯଦି କାହାର ଶତ୍ରୁ ଏମାନେ ହେବେ ତ ଏମାନେ ସବୁ କିଛି ଛଡାଇ ନେଇ ଥାନ୍ତି ତା ଠାରୁ ।
ଏମାନେ ଦେଖିବା ପାଇ ସେହି ଭଳି ହୋଇ ନଥାନ୍ତି ମାତ୍ର ତାଙ୍କ ମନରେ ଅଭୁତ କିଛି ଚାଲି ଥାଏ । ଏହି ରାଶିର ଲୋକମାନେ ସବୁ ବେଳେ ଖରାପ ଚିନ୍ତା ଧାରା ଓ ବିପରୀତ ପରିସ୍ଥିତି ଥିଲେ ମଧ୍ୟ ନିଜକୁ ସକାରତ୍ମକ କରାଇ ଦେଇ ପାରନ୍ତି । କର୍ମଚାରୀ ଭାବେ ଏମାନଙ୍କ ପାଖରେ ଅନ୍ୟ ମାନେ ବହୁତ କିଛି ଆସ କରି ଥାନ୍ତି ।
ଏମାନେ ଭଲ ପାଇବା ବହୁତ ମିଳିଥାଏ । ଯେଉଁ ମାନେ ଭଲ ପାଇବା ର ଭିତରେ ଅଛନ୍ତି ସେମାନେ ଜାଣି ଛନ୍ତି ଏମାନେ ଭଲ ପାଇବାରେ ଧୋକା ଦେଇ ନଥାନ୍ତି । ଏମାନେ ଯେଉଁ କାମ କରିବା ପାଇଁ ଯାଉଥିଲେ କିଛି ନା କିଛି ଅସୁବିଧା ଆସିଯାଇଥାଏ । ଆପଣ ନିଜ ଭିତରେ ଖରାପ ଓ ଭଲ ଉଭୟ ଗୁଣ ଉଭୟ ଥାନ୍ତି । ଆପଣ ନିଜ ଲୋକ ମାନଙ୍କ ପାଖରୁ ଯେଉଁ ଭଳି ସମ୍ମାନ ଓ ଯେଉଁ ଭଳି ବ୍ୟବହାର ଚାହିଁ ଥାନ୍ତି ଆପଣଙ୍କୁ ତାହା ମିଳି ନଥାଏ ।
ଆପଣ ନିଜ ଦାଇତ୍ଵ ପାଇଁ ବୟଶର ଆଗରୁ ବଡ ହୋଇ ଗଲେ ଆପଣ ସବୁ ବେଳେ ଅନ୍ୟ ମାନଙ୍କ ପାଇଁ ଏହା ନିଜ କାମ କୁ ଆପଣ ଛାଡି ରହି ଯାଇଥାଏ । ଆପଣ ଯାହା ଭି କାମ ନିଜ ପାଇଁ କରିବା କଥା ତାହା ଆପଣ ଅନ୍ୟ ମାନଙ୍କ ପାଇଁ କରିବା ବେଳେ ଆପଣଙ୍କ ଉପରେ କିଛି ପ୍ରଭାବ ପଡିବନି ।
କିନ୍ତୁ ଯେତେବେଳେ ଆପଣ ଅନ୍ୟମାନଙ୍କ ସ୍ଵଭାବ । ନିଜ ଆଡକୁ ଦେଖିବେ ତ ଆପଣ ନିଶ୍ଚିତ ଭାବେ ଜାଣି ପାରିବେ କି ନିଜ ସମୟ ନିଜ ପାଇଁ ଖର୍ଚ କରିଥିଲେ ଭଲ ହୋଇ ଥାନ୍ତା ଆପଣଙ୍କ ପାଇଁ । ତେବେ ଏହା ମଧ୍ୟ ଭଲ ପରିଣାମ ଦେବ କି ଆପଣ ଯଦି କିଛି ଭି କାମ କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହା ଜାଣି ନିଅନ୍ତୁ କି ଆପଣ ଯଦି ନିଜ କାମ ପାଇଁ ଆଉ କାହାକୁ ଭୁଲ ବୁଝିବେ ତେବେ ଏହା ଆପଣଙ୍କ ପାଇଁ ଭଲ ହୋଇ ଥାଏ ।
ଆପଣ ଯଦି ନିଜ କାମ କରିବା ପାଇଁ ଭଲ ପାନ୍ତି ତେବେ ଆପଣଙ୍କ ସହ ସାରା ଦୁନିଆର ଶକ୍ତି ଆପଣଙ୍କ ସହ ରହିବ । ଏହି ରାଶିର ଲୋକମାନେ ସବୁ ବେଳେ ନିଜର କଥାକୁ ଏତେ ଗୁରୁତ୍ଵ ଦେଇ ନଥାନ୍ତି କିନ୍ତୁ ଆମେ ଯାହାଭି କରୁ କିମ୍ବା ଆମେ ଯାହା କରିବା ପାଇଁ ଚାହୁଁ ଛେ ତେବେ ଆମେ ନିଶ୍ଚିତ ଭାବେ ଆଗ ନିଜକୁ ଭଲ କରିବା ପାଇଁ ଚେଷ୍ଟା କରିବା ।