ବୁଧବାର 30 ଅକ୍ଟୋବର 2019, ଏହି ୬ଟି ରାଶିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଶ୍ରୀ ଗଣେଶଙ୍କ ଅସିମ କୃପା ହେବ, ଧନ ର ହେବ ବର୍ଷା

ବୁଧବାରଦିନ ଏହି ଛଟି ରାଶିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଗଣପତି ବପ୍ପାଙ୍କ ଅସିମ କୃପା ହେବ, ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିଖ୍ୟା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କି ପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ :

ଆଜି ଆପଣ ମାନସିକ ଚିନ୍ତା ରୁ ମୁକ୍ତ ହେବେ ଏବଂ ନିଜର ପ୍ରିୟଜନମାନଙ୍କର ସହଯୋଗ ପ୍ରାପ୍ତ ହେବ । ମାନ-ସମ୍ମାନ ରେ ବୃଦ୍ଧି ହେବ, ଚାକିରି ମିଳିବାର ସୁଯଗ ପ୍ରାପ୍ତ ହବ । ସ୍ଥାଇ ସମ୍ପତି ଜମି ଓ ଘର ମିଳିବାର ଯୋଗ ପ୍ରାପ୍ତ ହେବ, ପାରିବାରିକ ସମସ୍ୟା ହଇରାଣ କରିପାରନ୍ତି ।

ବୃଷ :

ସନ୍ତାନ ଓ ସାଙ୍ଗମାନଙ୍କ ସହ ସୁଖଦ ସମୟ ମିଳିବ ବ୍ୟତୀତ କରିବା ପାଇଁ, ଆର୍ଥିକ ସଫଳତା ଦ୍ଵାରା ଆପଣ ନିଜ ସ୍ଵପ୍ନ କୁ ସାକାର କରିପାରିବେ । ଧର୍ମ କାମ ପାଇଁ ଖର୍ଚ କଲେ ସୁଖ ଓ ସମୃଦ୍ଧି ପ୍ରାପ୍ତ ହେବାର ଯୋଗ ଅଛି, ଆଜି ଆପଣଙ୍କ ଚିନ୍ତନ ଶକ୍ତି ଆପଣଙ୍କୁ ଅନେକ ପ୍ରକାର ଜିନିଷ ସିଖେଇବ ।

ମିଥୁନ :

ଆଜି ଆପଣଙ୍କୁ ନିଜ କଳା ପାଇଁ ଲୋକେ ପ୍ରଶଂସା କରିବେ, ଏହି ପ୍ରଶଂସା ପାଇଁ ହଟାତ ଲାଭ ହେବାର ଯୋଗ ପ୍ରାପ୍ତ ହୋଇପାରେ । ଆଜି ଏମିତି ଗୋଟେ ଲୋକ ସହ ଦେଖା ସାକ୍ଷାତ ହେବ ଯାହା ଦ୍ଵାରା ଭବିଷ୍ୟତ ରେ ବ୍ୟବସାୟ ରେ ଆପଣଙ୍କୁ ଲାଭ ହବ । ଆଜି ବ୍ୟର୍ଥ ଖର୍ଚ କରନ୍ତୁ ନାହିଁ, ସମ୍ପର୍କ ରେ ଏତେ ବି ମିଶି ଯାଅନ୍ତୁ ନାହିଁ ଯାହା ଦ୍ଵାରା ଆପଣଙ୍କ ପ୍ରାଥମିକତା ଆପଣ ଭୁଲି ଯିବେ ।

କର୍କ :

ଆଜି ଆପଣଙ୍କ କାମ କରିବାର କ୍ଷମତା ବଢିବ, ପରିବାରରେ ବହୁତଦିନ ଯାଏଁ ଯେଉଁ ଝଗଡା ଓ ଅଶାନ୍ତି ଥିଲା ତାହା ଆଜି ଦୂର ହେବ । ସାଙ୍ଗମାନଙ୍କ ସହ ବୁଲିବା ପାଇଁ ଯୋଗ ହୋଇପାରେ, ଯଦି ଆପଣ ନିଜ ସାଥୀଙ୍କୁ ଧ୍ୟାନ ଦେଉ ନାହାନ୍ତି ତାହେଲେ ସେ ରୌଦ୍ର ରୂପ ଧାରଣ କରିପାରିବେ ।

ସିଂହ :

ଆଜି ଅଲଗା ଲୋକଙ୍କଠାରୁ ସହଯୋଗ ପ୍ରାପ୍ତ ହେବ, ଆଜି ଆପଣଙ୍କ ବ୍ୟବହାର ରେ ଆବେଗପୂର୍ଣ ଭାବନା ଦେଖାଯିବ । ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ ଅଟେ, କାମକାର୍ଯ୍ୟ ରେ ଶୀଘ୍ର ଆଗକୁ ବଢି ପାରିବ ।

କନ୍ୟା :

ଆଜି ଆପଣ ଯେ କୌଣସି କାମରେ ହାତ ଦେବେ ତାହା ଆହୁରି ସୁନ୍ଦର ହୋଇ ସଫଳ ହେବ, ଆଜି ଆପଣଙ୍କ ସାଙ୍ଗ ଆପଣଙ୍କୁ ଆର୍ଥିକ ସାହାଯ୍ୟ କରିପାରେ । ଅଜଣା କାରଣରୁ ମନ ଚିନ୍ତିତ ରହିବ, ପ୍ରାପ୍ତ ହୋଇଥିବା ଧନ ଆପଣଙ୍କ ମନ ଯାଇ କାମରେ ଲାଗିବନି । ଆପଣଙ୍କ କାମ ରେ ସାଥିମାନେ ସାହାଯ୍ୟ କରିବେ ଯାହା ଦ୍ଵାରା ସ୍ଥିତି ସମ୍ଭାଳି ଯିବ ଓ ସହଜ ହୋଇଯିବ ।

ତୁଳା :

ଆଜି ଦିନ ଶିକ୍ଷା ପାଇଁ ଉତ୍ତମ ଅଟେ, ଦେହ ଅସୁସ୍ଥ ଲାଗି ପାରେ ଦିନ ଭଲରେ କଟିବ ନାହିଁ । ଧାର୍ମିକ ସ୍ଥଳକୁ ଯାଇ ପାରନ୍ତି, ଯାତ୍ରା ସମୟ ରେ ନୂଆ ଲୋକଙ୍କ ସହ ଦେଖା ହେବ ଓ ନୂଆ ଜାଗା ବିଷୟ ରେ ଜାଣି ପାରିବେ ।

ବିଛା :

ଆଜି କୌଣସି ଧାର୍ମିକ ସ୍ଥଳ ଯିବାର ଯୋଗ ହୋଇପାରେ, ଲେଖନ ଓ ବୌଧିକ କ୍ଷେତ୍ରରେ ଆପଣ ସକ୍ରିୟ ରହିବେ । ଯଦି ଲୋକ ହଇରାଣ ହୋଇ ଆପଣଙ୍କ ପାଖ ରେ ଆସନ୍ତି ତାହେଲେ ନିଜକୁ ଅଲଗା କାମ ରେ ବ୍ୟସ୍ତ ରଖିବେ ।

ଧନୁ :

ଆଜି ଆପଣଙ୍କୁ ମାନସିକ ଶାନ୍ତି ମିଲିବ, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ବିପଦ ଆସି ପାରେ ବଞ୍ଚିକି ରହିବା ଉଚିତ । ଜୀବନସାଥୀ ସହ ଆପଣ କିଛି ବଡ କାର୍ଯ୍ୟ କରିପାରନ୍ତି, ସବୁ କାର୍ଯ୍ୟ ବିନା କିଛି ହଇରାଣ ରେ ଶୁଭ ରେ ସମ୍ପୂର୍ଣ ହେବାର ଯୋଗ ଅଛି ।

ମକର :

ଆଜି ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ ରହିବ, ଆଜି ର ଦିନ ମାନସିକ ଦୃଷ୍ଟିରୁ ଅତ୍ୟନ୍ତ ଆନନ୍ଦ ପୂର୍ଣ୍ଣ ହେବାର ଯୋଗ ଅଛି । ସ୍ୱାସ୍ଥ୍ୟ ଭଲ ରହିବ, ଦାମ୍ପତ୍ୟ ଜୀବନ ସୁଖ ରେ କଟିବ, ବୁଲିବା ପାଇଁ ଯୋଗ ଅଛି ।

କୁମ୍ଭ :

ଆଜି ଆପଣ ଘରେ ଚେଷ୍ଟା କରନ୍ତୁ କେହି ଆପଣଙ୍କ ଦ୍ଵାରା ଆହତ ନ ହୁଅନ୍ତୁ, ନିଜକୁ ପରିବାର ଆବଶ୍ୟକତା ଅନୁଯାଇ ପ୍ରସ୍ତୁତ ରଖିବା ପାଇଁ ଚେଷ୍ଟା କରନ୍ତୁ । ମିଛ କହିବାରୁ ବଞ୍ଚନ୍ତୁ କାହିଁକିନା ଏହା କଲେ ଆପଣ ବଡ ବିପଦ ରେ ପଡି ପାରନ୍ତି ଓ ବିପଦରୁ ବାହାରିବା କଷ୍ଟକର ହୋଇପାରେ ।

ମୀନ :

ଆଜି ଆପଣଙ୍କ ମାନ-ସମ୍ମାନ ବଢିବ ଓ ଧନ ଲାଭ ହବାର ଯୋଗ ଅଛି, ଗାଡି ଭଲ ରେ ଦେଖିକି ଚଲାନ୍ତୁ । ସବୁ କାମ ସହଜ ରେ ସମ୍ପୂର୍ଣ ହେବ, ଭାବନା ରେ ବୁଡି କିଛି ଭୁଲ କାମ କରନ୍ତୁ ନାହିଁ । ବିବାହିତ ଦମ୍ପତି ପାଇଁ ଭଲ ଦିନ ହେବ, ସାଙ୍ଗ ଦ୍ଵାରା ଚାକିରି ପାଇବାର ଯୋଗ ଅଛି ।

Leave a Reply

Your email address will not be published. Required fields are marked *