ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁର କ୍ୟାଣ୍ଡିଡେଟ ଉତ୍ତର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।
୧- ଏମିତି କେଉଁ ଗଛ ଅଛି ଯାହା ଉପରେ ଆମେ ଚଢି ପାରିବା ନାହି ?
ଉତ୍ତର- କଦଳୀ ଗଛ
୨- ଭାରତରେ ପ୍ରଥମେ କେଉଁ ରାଜ୍ୟରେ ଟ୍ୟାକ୍ସି ସେବା ଆରମ୍ଭ ହୋଇଥିଲା ?
ଉତ୍ତର- ବ୍ଯାଂଲୋର
୩- ହିନ୍ଦୀ କହୁଥିବା ରୋବଟର ନାମ କଣ ?
ଉତ୍ତର- ରେସମା
୪- ମଣିଷ ୨୪ ଘଣ୍ଟାରେ କେତେ ଥର ନିଶ୍ଵାସ ନେଇଥାଏ ?
ଉତ୍ତର- ୧୭ରୁ ୩୦ ହଜାର
୫- କେଉଁ ପକ୍ଷୀ କେବେ ଗଛ ଉପରେ ବସି ନ ଥାଏ ?
ଉତ୍ତର- ଟିଟୋନୀ ନାମକ ପକ୍ଷୀ
୬- ଏମିତି କେଉଁ ଦେଶ ଯେଉଁଠି କେବେ ଭୂମିକମ୍ପ ହୁଏ ନାହି ?
ଉତ୍ତର- ଇଣ୍ଡୋନେସିଆ ଓ ଭୁଟାନ
୭- କେଉଁ ଦେଶରେ ଗୋଟେ ବି ଛୁଆ ଜନ୍ମ ହୁଏ ନାହି ?
ଉତ୍ତର- ବୋଟିକନ ସିଟି
୮- ମଣିଷର ପରମ ଶତ୍ରୁ କେଉଁ ଜୀବ ଅଟେ ?
ଉତ୍ତର- ମଶା
୯- ଏହି ଦୁନିଆରେ ସବୁଠାରୁ ଦ୍ରୁତ ଗତିରେ ଦୌଡୁଥିବା ମଣିଷର ନାମ କଣ ?
ଉତ୍ତର- ଉସେନ ବୋଲ୍ଟ
୧୦- କେଉଁ ଦେଶରେ ସବୁଠାରୁ ଅଧିକ ଧନୀ ମଣିଷ ରହିଛନ୍ତି ?
ଉତ୍ତର- ଲଣ୍ଡନ
୧୧- କେଉଁ ଜୀବ କେବେ ହେଲେ ନିଜ ଆମକୁ ଦେଖିପାରେ ନାହି ?
ଉତ୍ତର- ବିଛା
୧୨- ଏମିତି କେଉଁ ଜୀବ ଅଛି ଯିଏ ଅଣ୍ଡିରାରୁ ମାଈ ହୋଇପାରେ ?
ଉତ୍ତର- ଅକ୍ଟୋପସ
୧୩- ସବୁଠାରୁ ପ୍ରଥମେ କେଉଁ ଦେଶରେ ନୋଟ ବନ୍ଦୀ ଆରମ୍ଭ ହୋଇଥିଲା ?
ଉତ୍ତର- ଧନା ଦେଶରେ
୧୪- ଭାରତରେ କେଉଁ ରାଜ୍ଯରେ ୩ଟି ପିଲା ଜନ୍ମ କରିଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିଥାଏ ?
ଉତ୍ତର- କେରଳ
୧୫- କେଉଁ ଭିଟାମିନ କ୍ଷତ ସ୍ଥାନକୁ ଭରିବାରେ ସବୁଠାରୁ ଲାଭଦାୟକ ହୋଇଥାଏ ?
ଉତ୍ତର- ଭିଟାମିନ-କେ
୧୬- ଝିଅ ଓ ପୁଅ ମଧ୍ୟରେ ସବୁଠାରୁ ଅଧିକ ଇଣ୍ଟରନେଟ ର ବ୍ୟବହାର କିଏ କରନ୍ତି ?
ଉତ୍ତର- ଝିଅ ମାନେ
୧୭- ଏକ ଶ୍ୟାମ୍ପୋ ର ନାମ, ଏକ ଗାଁ ର ନାମ, ଏକ ହିରୋର ର ନାମ, ଏକ ପର୍ବତର ନାମ । ଏକ ପଦରେ ଏହାର ଉତ୍ତର ଦିଅନ୍ତୁ ?
ଉତ୍ତର- ହିମାଳୟ
୧୮- କେଉଁ ଦେଶର ନାମ ପୃଥିବୀର ଚତୁପାର୍ଶ୍ଵରେ ତିଆରି ହୋଇଥିବା ଏକ କାଳ୍ପନିକ ରେଖାର ନାମରୁ ନିଆଯାଇଛି ??
ଉତ୍ତର- ଇକ୍ୱାଡୋର
୧୯- ଜଣେ ଝିଅ ନେପାଳରେ ବାସ କରେ ତାର ବୟସ ୨୬ ବର୍ଷ କିନ୍ତୁ ତାର ମା ର ବୟସ ୨୫ ବର୍ଷ ଏହା କିପରି ସମ୍ଭବ ହୋଇପାରେ ?
ଉତ୍ତର- କାରଣ ସେ ଝିଅଟିର ସାବତ ମା
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।