ଝଗଡା କରିବାରେ ତେଜ ହୋଇଥାନ୍ତି ଏହି 3ଟି ନାମର ଝିଅମାନେ – Jyotisha Shastra

ଏ ଦୁନିଆରେ ପ୍ରତେକ ବ୍ୟକ୍ତି ର ସ୍ଵଭାବ ଅନ୍ୟ ଠାରୁ ଅଲଗା ହୋଇଥାଏ । କେହି ଶାନ୍ତ ସ୍ଵଭାବର ହୋଇଥାଏ ତ ଆଉ କେହି କ୍ରୋଧୀ ସ୍ଵଭାବର ହୋଇଥାଏ । କାହାର ଦିମାଗ କମ୍ପ୍ୟୁଟର ଭଳି ତେଜ ଚାଲିଥାଏ ତ ଆଉ କାହାର ଦିମାଗ ନ ଥାଏ । ମଣିଷ ଭିତରର ଏହି ଖୁବୀ ପିଲା ଦିନୁ ହିଁ ଆସିଥାଏ । ଅଧିକ ମାମଲା ରେ କୌଣସି ମଣିଷର ସ୍ଵଭାବ ତାର ରାଶି ମାନଙ୍କ କାରଣରୁ ହୋଇଥାଏ । ଏହି କଥା କୁ ଧ୍ୟାନ ରେ ରଖି ଆଜି ଆଏ ଆପଣ ମାନଙ୍କୁ ଏମିତି କିଛି ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଝଗଡା କରିବାରେ ମାହିର ହୋଇଥାନ୍ତି ।

୧- G ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଦବଙ୍ଗ ସ୍ଵଭାବର ହୋଇଥାନ୍ତି । ଏମାନେ କାହାକୁ କେବେ ଭୟ କରନ୍ତି ନାହି । ଏମାନେ ନୀଡର ହୋଇ ସର୍ବଦା ରହିଥାନ୍ତି । ଏମାନଙ୍କୁ ଯେବେ କୌଣସି କାମ ଫାନ୍ଦ ଆସେ ନାହି ତେବେ କାହାକୁ ନ ଡରି ଖୁଲମ ଖୁଲା ସମସ୍ତଙ୍କ ଆଗରେ କହିଥାନ୍ତି ।

ଯଦି ଭୁଲରେ କେହି ଏମାନଙ୍କ ଆଗରେ ଆସିଯାଏ ତେବେ ଏମାନେ ତାଙ୍କୁ ମଧ୍ୟ ଛାଡନ୍ତି ନାହି । ଏମାନଙ୍କ ସହ ଝଗଡା କରୁଥିବା ଲୋଙ୍କର ହାର ହୋଇଥାଏ । ଏମାନେ କେବଳ କଥା ରେ ନୁହେଁ ବରଂ ହାତ ଗୋଡ ରେ ମଧ୍ୟ ଲଢେଇ କରିବାରେ ମାହିର ହୋଇଥାନ୍ତି । ଏହି ନାମାର ଝିଅ ମାନଙ୍କ ସହ ପଙ୍ଗା ନେଉଥିବା ବ୍ୟକ୍ତି ପରେ ଅନୁତାପ କରିଥାଏ ।

୨- K ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କ ନାମ ଏହି ଏକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଝଗଡା କରିବା ପାଇଁ ସବୁବେଳେ ପ୍ରସ୍ତୁତ ହୋଇ ରହିଥାନ୍ତି । ଏମାନଙ୍କୁ କେବଳ ଛୋଟ କାରଣ ଦରକାର ଝଗଡା କରିବା ପାଇଁ । ଏମାନେ ଝଗଡା କରିବା ଆରମ୍ଭ କରି ଦେଲେ ଲୋକ ମାନଙ୍କୁ ଜଣା ପଡିଯାଏ । ଶାନ୍ତି ରେ ଲଢେଇ ଝଗଡା କରିବା ଏମାନଙ୍କ ପକ୍ଷେ ସମ୍ଭବ ନୁହେଁ ।

ଏମାନଙ୍କ ଘରେ ବା ପଡୋଶୀ ରେ ଝଗଡା ହେଲେ ସବୁଆଡେ ଜଣା ପଡିଯାଏ । ଏମାନଙ୍କ ଭିତରେ ଧର୍ଯ୍ୟ ନାମକ କୌଣସି ଜିନିଷ ନ ଥାଏ । ଏମାନଙ୍କୁ ବହୁତ ଜଲ୍ଦି ରାଗ ଆସିଥାଏ । ଯେବେ ଏମାନଙ୍କୁ ରାଗ ଆସିଥାଏ ବହୁତ ଖତରନାକ ହେବା ସହ ଏମାନଙ୍କ ଆଗରେ ଯିଏ ଠାରେ ତାଙ୍କ କଥାରେ ଲଜ୍ୟା ଅନୁଭବ କରିଥାଏ । ଏହି କାରଣରୁ ଏମାନଙ୍କ ସହ କେହି ଝଗଡା କରିବାକୁ ପସନ୍ଦ କରନ୍ତି ନାହି ।

୩- S ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନେ ଅଲରାଉଣ୍ଡର ହୋଇଥାନ୍ତି । ଏମାନେ ମେଳାପୀ ହେବ ସହ ସମୟ ଆସିଲେ ଖାତରନାକ ହୋଇଥାନ୍ତି । ଏମାନେ ସାମନାବାଲା ବ୍ୟବହାର ଦେଖି ତର୍କ କରିଥାନ୍ତି । ଏମାନଙ୍କୁ କେହି ଖରାପ କହିଲେ ତାଙ୍କୁ ଛାଡନ୍ତି ନାହି । ଏମାନଙ୍କ ଠାରେ ଭଲ ଗୁଣ ଓ ଖତରନାକ କ୍ରୋଧୀ ହେବାର ୨ଟି ବ୍ୟକ୍ତିତ୍ବ ରହିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *