Interesting Gk Questions- ଜଣେ ଝିଅ ନେପାଳରେ ବାସ କରେ ତାର ବୟସ 26 ବର୍ଷ କିନ୍ତୁ ତାର ମା’ର ବୟସ 25 ବର୍ଷ ଏହା କିପରି ସମ୍ଭବ ?

ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁର କ୍ୟାଣ୍ଡିଡେଟ ଉତ୍ତର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।

୧- ଏମିତି କେଉଁ ଗଛ ଅଛି ଯାହା ଉପରେ ଆମେ ଚଢି ପାରିବା ନାହି ?

ଉତ୍ତର- କଦଳୀ ଗଛ

୨- ଭାରତରେ ପ୍ରଥମେ କେଉଁ ରାଜ୍ୟରେ ଟ୍ୟାକ୍ସି ସେବା ଆରମ୍ଭ ହୋଇଥିଲା ?

ଉତ୍ତର- ବ୍ଯାଂଲୋର

୩- ହିନ୍ଦୀ କହୁଥିବା ରୋବଟର ନାମ କଣ ?

ଉତ୍ତର- ରେସମା

୪- ମଣିଷ ୨୪ ଘଣ୍ଟାରେ କେତେ ଥର ନିଶ୍ଵାସ ନେଇଥାଏ ?

ଉତ୍ତର- ୧୭ରୁ ୩୦ ହଜାର

୫- କେଉଁ ପକ୍ଷୀ କେବେ ଗଛ ଉପରେ ବସି ନ ଥାଏ ?

ଉତ୍ତର- ଟିଟୋନୀ ନାମକ ପକ୍ଷୀ

୬- ଏମିତି କେଉଁ ଦେଶ ଯେଉଁଠି କେବେ ଭୂମିକମ୍ପ ହୁଏ ନାହି ?

ଉତ୍ତର- ଇଣ୍ଡୋନେସିଆ ଓ ଭୁଟାନ

୭- କେଉଁ ଦେଶରେ ଗୋଟେ ବି ଛୁଆ ଜନ୍ମ ହୁଏ ନାହି ?

ଉତ୍ତର- ବୋଟିକନ ସିଟି

୮- ମଣିଷର ପରମ ଶତ୍ରୁ କେଉଁ ଜୀବ ଅଟେ ?

ଉତ୍ତର- ମଶା

୯- ଏହି ଦୁନିଆରେ ସବୁଠାରୁ ଦ୍ରୁତ ଗତିରେ ଦୌଡୁଥିବା ମଣିଷର ନାମ କଣ ?

ଉତ୍ତର- ଉସେନ ବୋଲ୍ଟ

୧୦- କେଉଁ ଦେଶରେ ସବୁଠାରୁ ଅଧିକ ଧନୀ ମଣିଷ ରହିଛନ୍ତି ?

ଉତ୍ତର- ଲଣ୍ଡନ

୧୧- କେଉଁ ଜୀବ କେବେ ହେଲେ ନିଜ ଆମକୁ ଦେଖିପାରେ ନାହି ?

ଉତ୍ତର- ବିଛା

୧୨- ଏମିତି କେଉଁ ଜୀବ ଅଛି ଯିଏ ଅଣ୍ଡିରାରୁ ମାଈ ହୋଇପାରେ ?

ଉତ୍ତର- ଅକ୍ଟୋପସ

୧୩- ସବୁଠାରୁ ପ୍ରଥମେ କେଉଁ ଦେଶରେ ନୋଟ ବନ୍ଦୀ ଆରମ୍ଭ ହୋଇଥିଲା ?

ଉତ୍ତର- ଧନା ଦେଶରେ

୧୪- ଭାରତରେ କେଉଁ ରାଜ୍ଯରେ ୩ଟି ପିଲା ଜନ୍ମ କରିଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିଥାଏ ?

ଉତ୍ତର- କେରଳ

୧୫- କେଉଁ ଭିଟାମିନ କ୍ଷତ ସ୍ଥାନକୁ ଭରିବାରେ ସବୁଠାରୁ ଲାଭଦାୟକ ହୋଇଥାଏ ?

ଉତ୍ତର- ଭିଟାମିନ-କେ

୧୬- ଝିଅ ଓ ପୁଅ ମଧ୍ୟରେ ସବୁଠାରୁ ଅଧିକ ଇଣ୍ଟରନେଟ ର ବ୍ୟବହାର କିଏ କରନ୍ତି ?

ଉତ୍ତର- ଝିଅ ମାନେ

୧୭- ଏକ ଶ୍ୟାମ୍ପୋ ର ନାମ, ଏକ ଗାଁ ର ନାମ, ଏକ ହିରୋର ର ନାମ, ଏକ ପର୍ବତର ନାମ । ଏକ ପଦରେ ଏହାର ଉତ୍ତର ଦିଅନ୍ତୁ ?

ଉତ୍ତର- ହିମାଳୟ

୧୮- କେଉଁ ଦେଶର ନାମ ପୃଥିବୀର ଚତୁପାର୍ଶ୍ଵରେ ତିଆରି ହୋଇଥିବା ଏକ କାଳ୍ପନିକ ରେଖାର ନାମରୁ ନିଆଯାଇଛି ??

ଉତ୍ତର- ଇକ୍ୱାଡୋର

୧୯- ଜଣେ ଝିଅ ନେପାଳରେ ବାସ କରେ ତାର ବୟସ ୨୬ ବର୍ଷ କିନ୍ତୁ ତାର ମା ର ବୟସ ୨୫ ବର୍ଷ ଏହା କିପରି ସମ୍ଭବ ହୋଇପାରେ ?

ଉତ୍ତର- କାରଣ ସେ ଝିଅଟିର ସାବତ ମା

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *