ଅନେକ କାରଣ ପାଇଁ ଆମ ଦାନ୍ତ ହଳଦିଆ ବା କଳା ପଡିବାକୁ ଲାଗେ । ଯାହା ଫଳରେ ଆମର ପର୍ସନାଲିଟି କମ ହୋଇଥାଏ । ଏବେ ଆପଣଙ୍କ ଦାନ୍ତ ସୁନ୍ଦର ନ ଦେଖାଯିବ ତେବେ ଆପଣ ଖୋଲି କରି କଥା ହୋଇପାରିବେ ନାହି । ଯଦି ଆପଣଙ୍କର କଳାପଣ ବା ହଳଦିଆ ରଙ୍ଗ ଦୂର କରିବାକୁ ଚାହାନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ହୋମ ରେମଡି ନେଇ ଆସୁଛି । ମାତ୍ର ୨ ମିନିଟ ଏହାର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ଦାନ୍ତ ମୋତି ଭଳି ଚମକିବାକୁ ଲାଗିବ । ତେବେ ଆସନ୍ତୁ ଜାଣିବା ଏଥିପାଇଁ କେଉଁ କେଉଁ ସାମଗ୍ରୀର ଦରକାର ପଡିବ ଓ ଏହାର ପ୍ରୟୋଗ କେମିତି କରିବେ ।
ଦାନ୍ତ ଧଳା କରିବା ପାଇଁ ଆବଶ୍ୟକ ରହିଛି ୭ରୁ ୮ଟି ଲବନଗ । ଏଥିରେ ଆଣ୍ଟି ବାୟୋଟିକ କ୍ଵାଲିଟି ମିଳିଥାଏ ଯାହା ଦାନ୍ତରେ ପୋକ, ଦାନ୍ତରେ ଯନ୍ତ୍ରଣା ହେଉଥିଲେ ତାହା ଦୂର ହେବ । ଲବଙ୍ଗକୁ ଭଲ ଭାବେ କୁଟି ଏହାର ଫାଇନ ପାଉଡର ତିଆରି କରନ୍ତୁ । ଏହା ପରେ ଆବଶ୍ୟକ ରହିଛି ଲୁଣ ଯାହାର ପ୍ରୟୋଗ କରିବା ମାତ୍ରେ ଦାନ୍ତ ଧଳା ହେବାରେ ଲାଗିବ ।
ଲବଙ୍ଗ ଓ ଲୁଣ ପ୍ରାକୃତିକ ଉପାୟରେ ଦାନ୍ତ ଧଳା କରିବା ସହ ବ୍ୟାକ୍ଟେରିୟାରୁ ମୁକ୍ତ କରିଥାଏ । ଏହା ପରେ ଆବଶ୍ୟକ ରହିଛି ହଳଦୀ ଗୁଣ୍ଡ ଯାହା ଦାନ୍ତ ପାଇଁ ବହୁତ ଲାଭଦାୟକ ଅଟେ । ଏଥିରେ ହାଇ କ୍ଵାଲିଟି ପୋଷାକ ତତ୍ତ୍ଵ ମିଳିଥାଏ ଯାହା ଦାନ୍ତ ଧଳା କରିବାରେ ସହାୟକ ହୋଇଥାଏ । ଏହା ପରେ ଆଡ କରନ୍ତୁ ଲେମ୍ବୁ ଯାହା ଦାନ୍ତ ପାଇଁ ବହୁତ ଅଧିକ ଲାଭଦାୟକ ଅଟେ ।
ଲେମ୍ବୁ ଓ ଏହାର ଚୋପା ଦାନ୍ତ ପାଇଁ ଲାଭଦାୟକ ଅଟେ ଯାହା ଟିଥ ୱ୍ହାଇଟନିଙ୍ଗ ପାଇଁ କାମ୍ଯ କରିଥାଏ । କିନ୍ତୁ ଲେମ୍ବୁରେ ହାଇ କ୍ଵାଲିଟି ଏସିଡ ରହିଥାଏ । ତେଣୁ ଅଳ୍ପ ପାଣି ସହ ଲେମ୍ବୁ ରସର ବ୍ୟବହାର କରନ୍ତୁ । ଲେମ୍ବୁରେ ଥିବା ଏସିଡ କାରଣରୁ ଦାନ୍ତ ରେ କ୍ୟାଲସିୟମ ର ଅଭାବ ଦେଖାଯାଏ । ତେଣୁ ପାଣି ଏଥିରେ ଆଡ କରନ୍ତୁ ।
ଏହା ପରେ ଶେଷ ସାମଗ୍ରୀର ଆବଶ୍ୟକତା ପଡିବ ଧଳା ଟୁଥପେଷ୍ଟ ଯାହା ଆପଣ ପ୍ରତି ଦିନ ବ୍ୟବହାର କରନ୍ତି । ଦନ୍ତ ସଫା କରିବା ପାଇଁ ବ୍ରସ ସାହାଯ୍ୟରେ ଏହି ରେମଡି ର ପ୍ରୟୋଗ ମାତ୍ର ୨ ମିନିଟ ଦାନ୍ତରେ କରନ୍ତୁ । ଆପଣଙ୍କର ଦାନ୍ତ କଳା ହୋଇଥିଲେ ଧୀରେ ଧୀରେ ଏହା ଦୂର ହେବାରେ ଲାଗିବ । ଯଦି ଆପଣଙ୍କ ଦାନ୍ତ ଅଳ୍ପ ହଳଦିଆ ବା କଳା ପଡିଛି ତେବେ ଏହାର ପ୍ରୟୋଗ ସପ୍ତାହକୁ ମାତ୍ର ଥରେ କରନ୍ତୁ ।
ଯଦି ଆପଣଙ୍କର ଦାନ୍ତ ଅଧିକ କାଳ ପଡିଛି ଖାସ ଯେଉଁ ମାନେ ପାନ ପୁଡିଆ ସେବନ କରୁଛନ୍ତି ସେମାନେ ଏହାର ପ୍ରୟୋଗ ସପ୍ତାହକୁ ଦୁଇ ଥର ପ୍ରୟୋଗ କରନ୍ତୁ । ଦେଖିବେ ଆପଣଙ୍କୁ ବହୁତ ଭଲ ରେଜଲଟ ମିଳିବ । ଏହା ନ୍ଯାଚୁରାଲ ଉପାୟରେ ଦାନ୍ତ ମୋତି ଭଳି ଚମକିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।