ମନ୍ଦିର ସମ୍ମୁଖରେ ଠୁମ୍‌କା ଲଗାଉଥିବା ଯୁବତୀଙ୍କୁ ଝଟକା..ଅଭିନବ ଉପାୟରେ ଚାପୁଡା ମାରିଲେ ଓଡ଼ିଶୀ ଡ୍ୟାନ୍ସର.. ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆମ ପୁରୀ ଶ୍ରୀକ୍ଷେତ୍ର ହେଉଛୁ ମହାପ୍ରଭୁ ଜଗନ୍ନାଥ ଙ୍କ ପୀଠ ସ୍ଥଳୀ । ଯାହାର ଆମ ହିନ୍ଦୁ ଧର୍ମରେ ବିଶେଷ ନୀତି ନିୟମ ଓ ପରମ୍ପରା ମଧ୍ୟ ରହିଛି । ତେବେ ଆଜିର ସମୟରେ କିଛି ଏମିତି ଯୁବ ପିଢୀ ମାନେ ଶ୍ରୀ ମନ୍ଦିର ଆଗରେ ଏମିତି କିଛି ହରକତ କରୁଛନ୍ତି ଯାହା ଲଜ୍ୟା ଜନକ ଅଟେ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଜଣେ ଯୁବତୀ ଶ୍ରୀ ମନ୍ଦିର ଆଗରେ ମର୍ଡନ ଡ୍ୟାନ୍ସ କରି ଖୁବ ଇଙ୍ଗିତ ହୋଇଥିଲେ । ଲୋକ ମାନେ ଯୁବତୀଙ୍କର ଏଭଳି ଡ୍ୟାନ୍ସ ଦେଖି ନିନ୍ଦା କରିବା ସହ ଏହାର ପ୍ରତିବାଦ ମଧ୍ୟ କରିଥିଲେ ।

କିନ୍ତୁ ଆଜି ବି ଏ ଦୁନିଆରେ ଏମିତି କିଛି ଯୁବ ପିଢୀ ପଛନ୍ତି ଯେଉଁ ମାନେ ଶ୍ରୀ ମନ୍ଦିରର ମାନ ରଖିବା ପାଇଁ ଭଲ କାମ କରିବା ସହ କିଛି ଶିକ୍ଷଣୀୟ କାମ ମଧ୍ୟ କରୁଛନ୍ତି । ତେବେ ବର୍ତ୍ତମାନ ସମୟରେ ଏକ ନୂଆ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଚାଲିଛି । ଶ୍ରୀ ମନ୍ଦିର ଆଗରେ ଡ୍ୟାନ୍ସ କରୁଥିବା ଯୁବତୀଙ୍କୁ ଲାଗିଛି ବଡ ଝଟକା ।

ଅଭିନବ ଉପାୟରେ ଚାପୁଡା ମାରିଲେ ଓଡିଶୀ ଡ୍ୟାନ୍ସର । ତୁ ତୁତ ମେଂ ମେଂ ହେଉଥିବା କଥା କଥିତର ହିରୋଇନ ମାନଙ୍କ ମୁହଁ ରେ ଚାବି । ଆପଣ ମାନେ ମଧ୍ୟ ଏହି ଭିଡିଓ ରେ ଦେଖି ପାରିବେ ଓଡିଶୀ ଡ୍ୟାନ୍ସର ଜଣକ ଓଡିଶୀ ଗୀତ ର ତାଳେ ତାଳେ ନୂପୁରୁ ର ରୁଣୁଝୁଣୁ ଶବ୍ଦ ପାଦ ଠାରୁ ମୁଣ୍ଡ ଯାଏଁ ଠାଣି ସମସ୍ତଙ୍କୁ ମୁଗ୍ଧ କରି ଦେଇଛି ।

ପୂର୍ବ ଭିଡିଓ ପ୍ରତି ନଜର ପକାଇଲେ ରଙ୍ଗୀନ ଗୀତ ରେ ଥୁମକା ଲଗାଉଥିବା ଏହି ଯୁବତୀ ମାନେ ଅନ୍ୟ ନାଁ ରେ ଦୋଷ ଲଡିବାକୁ ପଛାଇ ନାହାନ୍ତି । କିନ୍ତୁ ଏହି ଡ୍ୟାନ୍ସର ଙ୍କ ଓଡିଶୀ ଛନ୍ଦ ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ଅନେକ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି । ଓଡିଶୀ ଛନ୍ଦ ର ନୃତ୍ୟୁ ସମସ୍ତଙ୍କ ମନ ମୋହୀ ନେଇଛି ।

ତେବେ ଏହି ନୃତ୍ୟୁ ଶ୍ରୀ ମନ୍ଦିର ଆଗରେ ଥୁମକା ଲଗାଉଥିବା ଯୁବତୀ ଅମାନଙ୍କ ପାଇଁ ନିଷ୍କିନ୍ତ ଭାବେ ଏକ ଉଦାହରଣ ସୃଷ୍ଟି କରିବା ବୋଲି ଆଶା କରା ଯାଉଛି । ତେବେ ଆଧୁନିକ ଡ୍ୟାନ୍ସ କରିଥିବା ଯୁବତୀ ଙ୍କୁ ଓଡିଶୀ ଡ୍ୟାନ୍ସ କରୁଥିବା ଯୁବତୀ ବହୁତ ବଡ ଝଟକା ଦେଇଛନ୍ତି ।

ସେ ପରୋକ୍ଷ ରେ ଶ୍ରୀ ମନ୍ଦିର ଆଗରେ ନୃତ୍ୟୁ ପରିବେଷଣ କରି ଜଣାଇଛନ୍ତି କି ଆମ ଓଡିଆ ସଂସ୍କୃତି ଓ ପରମ୍ପରା ଆଜି ବି ବଜାୟ ରହିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *