ବୁଢ଼ା ବର ସହ ଯିବିନି, ରାତିରେ ସରିଲା ବାହାଘର, ସକାଳୁ ଭାଙ୍ଗିଲା ସମ୍ପର୍କ! ସମ୍ପୁର୍ଣ୍ଣ ଖବର ଜାଣି ଆପଣ ବି ଦେବେ ମୁଣ୍ଡରେ ହାତ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବେଦି ଉପରେ ହାତ ଗଣ୍ଠି ପଡିଲା ଆଉ ବର କନ୍ୟା ମଥା ରେ ସିନ୍ଦୁର ମଧ୍ୟ ଭରିଲା । ବର କନ୍ୟା ସାଙ୍ଗ ହୋଇ ବେଦି ଚାରିପଟେ ସାତ ଫେରା ମଧ୍ୟ ନେଲେ । ଆଉ ଏହା ସହ ହିନ୍ଦୁ ରୀତିନିତି ଅନୁଯାୟୀ ବିବାହ ସମ୍ପନ୍ନ ମଧ୍ୟ ହୋଇଥିଲା । ରାତି ପାହିଲା କନ୍ୟା ବିଦାୟ ସମୟ ଆସିଲା । ଆଉ କନ୍ୟା ବିଦାୟ ହେବା ସମୟରେ କନ୍ୟା କହିଲା ମୁଁ ଯିବି ନାହି ସେ ବୁଢା ବର । ବୁଢା ବର କୁ ନେଇ ମୁଁ ସଂସାର ଗଢି ପାରିବି ନାହି ବୋଲି କନ୍ୟା କହିଲା । ତେଣୁ ମୁଁ ବୁଢା ବର ସହ ଯିବୀ ନାହି ବୋଲି କନ୍ୟା ରୋକଠୋକ ମନା କରି ଦେଲା ।

ଆଉ ସେଠାରୁ ଆରମ୍ଭ ହୋଇଥିଆଲ ହାଇ ଡ୍ରାମା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବାରାଣାସି ଅଂଚଳ ରେ । ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚି ଥିଲା ବର । ଖୁବ ଧୂମଧାମ ରେ ବାହାଘର ମଧ୍ୟ ସାରିଥିଲା । ଆଉ ସୋମବାର ସକାଳୁ କନ୍ୟା ବିଦାୟ ହେବାର ଥିଲା । ଆଉ ଏହି ସମୟରେ କନ୍ୟା ଶାଶୁଘରକୁ ଯିବାକୁ ସିଧା ମନା କରି ଦେଲା ।

କନ୍ୟା ଙ୍କ କହିବା ଅନୁଯାୟୀ ବର ର ବୟସ ଅଧିକ ହୋଇ ଯାଇଛି ଆଉ ଏହି ବୁଢା ବାର ସହ ମୁଁ ସଂସାର କରି ପାରିବି ନାହି । ଆଉ ଏହା ପରେ ଉଭୟ ପରିବାର ଉପସ୍ଥିତି ରେ ପଞ୍ଚାୟତ ବସିଥିଲା । ଘଟାଣ ଏମିତି ହେଲା କି ଥାନା ଯାଏଁ ପହଞ୍ଚି ଥିଲା । ପୋଲିସ ମାନେ ମଧ୍ୟ ପୁଅ ଝିଅଙ୍କୁ ବୁଝାଇବାକୁ ଲାଗିଲେ ।

କିନ୍ତୁ ଝିଅ ନିଜ ଜିଦ ରେ ପୁରା ଅଟଳ ରହିଲେ କି ବୁଢା ବର ସହ ରହିବେ ନାହି କି ବୁଢା ବର ସହ ସଂସାର ଗଢିବେ ନାହି । ଆଉ ଏହା ପରେ ଉଭୟ କନ୍ୟା ଓ ବର ମଧ୍ୟରେ ଝଗଡା ଆରମ୍ଭ ହୋଇ ଯାଇଥିଲା । ଏହା ପରେ କନ୍ୟା କୁ ଯିଏ ଯେତେ ବୁଝାଇଲେ ମଧ୍ୟ କନ୍ୟା କାହା କଥା ଶୁଣି ନ ଥିଲା । ଘଣ୍ଟା ଘଣ୍ଟା ଧରି ପଞ୍ଚାୟତ ବସିଲା । କିନ୍ତୁ କନ୍ୟା ର ଜିଦ ଆଗରେ ସମସ୍ତେ ହାର ମାନିଲେ ।

ଆଉ ରାତିକ ପାଇଁ ବାର ପାଲଟିଥିବା ବାର ଜଣକ ଖାଲି ହାତରେ କନ୍ୟାକୁ ନ ନେଇ ନିଜ ଘରକୁ ଫେରିଲେ । ତେବେ ବୁଢା ବାର ଜଣକ ଯେଉଁ ଆସା ନେଇ ଆସିଥିଲେ ନିଜ କନ୍ୟା କୁ ନେଇ ଘରକୁ ଯିବେ ସୁଖରେ ସଂସାର ଗଢିବେ ତାହା ଦେଖୁ ଦେଖୁ ମଉଳିଗଲା । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *