ବନ୍ଧୁଗଣ କଣ ଆପଣ ଚାହା ପିଇବାକୁ ଭଲ ପାଉଛନ୍ତି କି ? ଯଦି ଆପଣଙ୍କର ଉତ୍ତର ହଁ ତେବେ ଏହାର କାରଣ କଣ ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ଯଦି ଆପଣ ଚାହା ପିଇବାକୁ ପସନ୍ଦ କରୁଛନ୍ତି ତେବେ ଦିନକୁ ଦୁଇ ଟି ତିନି ଥର ବା ତା ଥର ଅଧିକ ଥର ନିଶ୍ଚୟ ପିଉଥିବେ । କିନ୍ତୁ ଜାଣିଛନ୍ତି କି ଚାହା ସେବନ କରି ଆପଣ ଶରୀରକୁ ବିଷ ଦେଉଛନ୍ତି । ଆପଣ ଚାହା ଛାଣିବା ପାଇଁ ପ୍ଲାଷ୍ଟିକର ଚାହା ଛଣା ବ୍ୟବହାର କରୁଥିବେ ନିଶ୍ଚିନ୍ତ । ଏହା ପ୍ଲାଷ୍ଟିକ ଯେ ହେତୁ ତେଣୁ ଏହାର ଦାମ ମଧ୍ୟ ବହୁତ ଶସ୍ତା ହୋଇଥିବ । ତେଣୁ ସମସ୍ତେ ପ୍ରାୟତ ପ୍ଲାଷ୍ଟିକ ଚାହା ଛଣା କୁ ବ୍ୟବହାର କରିଥାନ୍ତି ।
ନିକଟରେ କେନ୍ଦ୍ର ସରକାରଙ୍କର ଇସ୍ପାତ ମନ୍ତ୍ରାଳୟ ସଚେତନ ଧର୍ମୀ ପୋଷ୍ଟ କରିଥିଲେ । ଏଥିରେ ଲେଖା ଯାଇଥିଲା କି ଆପଣ ପ୍ଲାଷ୍ଟିକ ଚାହା ଛଣା ପରିବର୍ତ୍ତେ ଷ୍ଟିଲ ର ଚାହା ଛଣା ବ୍ୟବହାର କରନ୍ତୁ । କାରଣ ଆପଣଙ୍କର କପେ ଚାହା ରେ ପ୍ଲାଷ୍ଟିକ ଚନା ରୁ ବାହାରୁଥିବା ବିଷ ଯାଇଥାଏ । ତେବେ ଚାହା ଛଣା ରେ ବିଷ କେଉଁଠି ଆସିବ ଏ ନେଇ ଆପଣଙ୍କ ମନରେ ନିଶ୍ଚିନ୍ତ ଭାବେ ପ୍ରଶ୍ନ ଆସୁଥିବ ।
ପରିବେଶବିତ ଙ୍କ ମତରେ ନାନୋ ପ୍ଲାଷ୍ଟିକ ବା ମାଇକ୍ରୋ ପ୍ଲାଷ୍ଟିକ ଛଣା ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ଗବେଷଣା କରା ଯାଇଥିଲା । ଆଉ ଯେବେ ନାନୋ ପ୍ଲାଷ୍ଟିକ ମୂଷା ମାନଙ୍କ କ୍ଷେତ୍ର ରେ ପ୍ରୟୋଗ କରାଗଲା ସେହି ସମୟରେ ମୂଷା ମଧ୍ୟରେ ଥିବା ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ରେ ସମସ୍ଯା ସୃଷ୍ଟି କରିଥିଲା । ହରମୋନ ସମସ୍ଯା ସହ ଶରୀରର ଇମ୍ୟୁନିଟି ପାବାର କୁ ଦୁର୍ବଳ କରି ଦେଇଥିଲା ।
ଏପରିକି ପ୍ଲାଷ୍ଟିକ ଚାହା ଛଣା ବ୍ୟବହାର କରିବା ଦ୍ଵାରା କ୍ୟାନସର ମଧ୍ୟ ସୃଷ୍ଟି ହୋଇପାରେ । ଏଣୁ ଯେବେ ଚାହା ଛାଣିବା ପାଇଁ ଯେବେ ପ୍ଲାଷ୍ଟିକ ଚାହା ଛଣା ବ୍ୟବହାର କରାଯାଏ ସେହି ସମୟରେ ତାତି ଥିବା ଚାହା ଯୋଗୁଁ ପ୍ଲାଷ୍ଟିକ କଣିକା ଆମ ଆଖି କୁ ଦେଖାଯାଏ ନାହି । ପ୍ଲାଷ୍ଟିକ ରୁ ଖସି ଚାହା କପ କୁ ଆସି ଯାଇଥାଏ ।
ଯେବେ ପ୍ଲାଷ୍ଟିକ ନିର୍ମାଣରେ ୪୦୦୦ ପର୍ଯ୍ୟନ୍ତ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟଭର କରା ଯାଇଥାଏ । ଆଉ ଆମେ ଯେବେ ଚାହା ଛାଣି ଥାଉ ସେତେବେଳେ ଆମ ଶରୀରକୁ ଭିତରକୁ କିଛି ପରିମାଣରେ ଯାଇଥାଏ । ରାସାୟନିକ ପଦାର୍ଥ ଆମ ପରିବେଶ ପାଇଁ ନୁହେଁ ବରଂ ସ୍ଵାସ୍ଥ୍ୟକୁ କ୍ଷତି ପହଞ୍ଚାଇ ଦେଇଥାଏ । ମୂଷାକୁ ନେଇ କରାଯାଇଥିବା ଗବେଷଣାରୁ ଜଣା ପଡିଛି ଏହା ଆମ ଶରୀର ପାଇଁ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ପୂର୍ବରୁ ଏ ନେଇ ଏତେ ଗବେଷଣା ହୋଇ ନ ଥିଲା ତାହା ଜଣା ପଡି ନ ଥିଲା ।
କିନ୍ତୁ ବର୍ତ୍ତମାନ ପ୍ଲାଷ୍ଟିକ କୁ ନେଇ ଯେବେ ଗବେଷଣା କରାଯାଉଛି ତେଣୁ ନୂଆ ତଥ୍ୟ ସମାନନକୁ ଆସିଛି । କିନ୍ତୁ ଷ୍ଟିଲ ଯେହେତୁ ଏକ ଧାତୁ ସେଥିରେ ଚାହା ଛାଣିବା ଦ୍ଵାରା କୁ-ପ୍ରଭାବ ପଡେ ନାହି । ବନ୍ଧୁଗଣ ଆପଣ ମାନଙ୍କର ପ୍ଲାଷ୍ଟିକ ବ୍ୟବହାରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।