ଏହି 3ଟି ରାଶିର ଝିଅ ବାହାଘର ପରେ ନିଜ ସ୍ଵାମୀଙ୍କୁ ଦେଇଥାନ୍ତି ଧୋକା- Jyotisha Shastra

ଆଜିକାଲି ପ୍ରାୟତ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଦେଖା ଯାଉଛି ଯାହା ସ୍ଵାଭାବିକ କଥା ହୋଇ ଗଲାଣି । କିନ୍ତୁ ଏମିତି ବି ନାରୀ ମାନେ ଅଛନ୍ତି ଯେଉଁ ମାନେ ନିଜ ସ୍ଵାମୀଙ୍କ ସହ ବେସୀ ଦିନ ଦାଂପତ୍ଯ ଜୀବନରେ ତିଷ୍ଠି ପାରନ୍ତି ନାହି । ଯାହା ଫଳରେ ସେମାନଙ୍କର ଦାଂପତ୍ଯ ଜୀବନ ଭାଙ୍ଗି ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ୩ଟି ରାଶିର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସ୍ବାମୀଙ୍କୁ ଧୋକା ଦେଇଥାନ୍ତି ।

ବୃଷ ରାଶି : ଏହି ରାଶିର ଝିଅ ମାନେ ବହୁତ ଜିଦି ପ୍ରକୃତିର ହୋଇ ଥିବାରୁ ଛୋଟ ଛୋଟ କଥାରେ ଜିଦି କରିବା ସହ ରାଗିଥାନ୍ତି । ଯାହା ଫଳରେ ସେମାନଙ୍କ ସ୍ବାମୀଙ୍କ ସହ ଜମା ବି ଜମେ ନାହି । ଦୁହିଙ୍କ ମଧ୍ୟରେ ଝଗଡା ସର୍ବଦା ଲାଗି ରହିଥାଏ । ଏମାନଙ୍କ ସ୍ଵାମୀ ଯେତେ ପଇସା ଆଣିଲେ ବି ଏମାନଙ୍କୁ କମ ଲାଗିଥାଏ ।

ଏହି ରାଶିର ଝିଅ ମାନେ ନିଜ ସାମୀଙ୍କ ପଇସାରେ ଚାଲି ପାରନ୍ତି ନାହି । ଆଉ ସେମାନଙ୍କର ସମୟ ସଜବାଜରେ ବୀତିଥାଏ । ଏହି ଝିଅ ମାନେ ବାହାରକୁ ଯିବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ତେଣୁ ଏହି ସବୁ କୁଗୁଣ ଯୋଗୁଁ ଏମାନଙ୍କର ସ୍ବାମୀଙ୍କ ସହ ଭଲ ଭାବେ ପଡେ ନାହି । ଏହି କାରଣରୁ ଏମାନେ ନିଜ ସ୍ଵାମୀଙ୍କୁ ଛାଡି ଅନ୍ୟ ସହ ସମ୍ପର୍କ ରଖିଥାନ୍ତି ।

ସିଂହ ରାଶି : ଏହି ରାଶିର ଝିଅ ମାନେ ଜନ୍ମ ରୁ ଝଗଡା ପ୍ରକୃତିର ହୋଇଥାନ୍ତି । ଏହି ଗୁଣ କାରଣରୁ ଏମାନଙ୍କୁ କେହି ନିଜର କରିପାରନ୍ତି ନାହି । ଏମାନେ ନିଜ ସ୍ଵାମୀଙ୍କୁ ଅଧିକ ଭଲ ପାଇବା ଦେଇ ପାରନ୍ତି ନାହି । ଏମାନେ ଛୋଟ ଛୋଟ କଥା ରେ ସ୍ଵାମୀଙ୍କ ସହ ଝଗଡା କରିଥାନ୍ତି ।

ଏମାନେ ସବୁବେଳେ ନିଜ ସ୍ଵାମୀଙ୍କ ଉପରେ ହୁକୁମ ଚଲାଇବାକୁ ଚାହିଁଥାନ୍ତି । ଯେ କୌଣସି କଥା ହେଲେ ବି ଏମାନେ ନିଜ ସ୍ବାମୀଙ୍କୁ ଜବାବ ଦେଇଥାନ୍ତି । ତେଣୁ କରି ଏମାନେ ସବୁବେଳେ ଏହି ଗୁଣ କାରଣରୁ ସ୍ବାମୀଙ୍କ ସହ ଚାଲି ପାରନ୍ତି ନାହି । ଯାହା ଫଳରେ ଖୁବ କମ ଦିନରେ ଏମାନେ ସ୍ଵାମୀଙ୍କୁ ଛାଡି ଦେଇଥାନ୍ତି ।

ବିଛା ରାଶି : ଏହି ରାଶିର ଝିଅ ମାନେ ଜିଦ ଖୋର ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ଜିଦ ରେ ଅଟଳ ରହିଥାନ୍ତି । ଏମାନେ କାହାକୁ ସାହାଜ୍ଯ କରିବାକୁ ବା କାହାରି କାମ କରିବାକୁ ପସନ୍ଦ କରନ୍ତି ନାହି । ସବୁବେଳେ ବାହାରକୁ ବୁଲିବା ପାଇଁ ଏମାନଙ୍କୁ ଭଲ ଲାଗିଥାଏ । ଏହି ସବୁ କୁଗୁଣ ପାଇଁ ଏମାନଙ୍କର ପରିବାରରେ ଆସନ୍ତି ଦେଖା ଯାଇଥାଏ ।

ଯାହା ଫଳରେ ସ୍ବାମୀଙ୍କ ସହ ଜମା ବି ପଡେ ନାହି । ମିତିକି ଶାଶୁ ଶ୍ବଶୁରଙ୍କର ବହୁତ ପ୍ରିୟ ହୋଇଥାନ୍ତି ଏହି ନାମର ଝିଅ ମାନେ । ଯାହା ଫଳରେ ଏମାନେ ନିଜ ସ୍ଵାମୀଙ୍କୁ ଛାଡି ଦେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *