ରିୟାଲିଟି ସୋ’ ଖୋଲା କଥାରେ Babushan କହିଲେ ମନ କଥା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଅଲିଉଡ ଚକେଲ୍ଟ ହିରୋ ବାବୁସାନ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଯାହାଙ୍କୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ତାଙ୍କର ଓ ପ୍ରକୃତି ମିଶ୍ରଙ୍କ ସମ୍ପର୍କ କୁ ନେଇ ବର୍ତ୍ତମାନ ସମୟରେ ଚର୍ଚା ଜୋର ଧରିଛି । ତେବେ ବାବୁସାନ ୨୦୧୭ ରେ ରିୟାଲିଟି ସୋ ଖୋଲା କଥା ରେ ଏକ ଇଣ୍ଟରଭିୟୁ ଦେଇଥିଲେ । ଯାହାର ଭିଡିଓ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ବାବୁସାନ ମହାନ୍ତି ରିୟାଲିଟି ସୋ ଖୋଲା କଥା ରେ ନିଜର ମନ୍ତବ୍ୟ ରଖିବାର ନଜର ଆସୁଛନ୍ତି ।

ତେବେ ତାଙ୍କୁ ପ୍ରଶ୍ନ କରାଯାଉଛି କି ଯେମିତି ଉତ୍ତମ ମହାନ୍ତି-ଅପରାଜିତା ମହାନ୍ତି, ବିଜୟ ମହାନ୍ତି-ତନ୍ଦ୍ରା ରାଏ, ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ, ସବ୍ୟସାଚୀ-ଅର୍ଚ୍ଚିତା ଏମିତି କେମେଷ୍ଟ୍ରି ଦେଖିବାକୁ ମିଳିଛି । କିନ୍ତୁ ବାବୁସାନଙ୍କର କଣ ପାଇଁ କେଉଁ ହିରୋଇନ ସହ କେମେଷ୍ଟ୍ରି ଦେଖିବାକୁ ମିଳି ନାହି । ଉତ୍ତରରେ କେମେଷ୍ଟ୍ରି ଯୋଡି ବାବୁସାନ କହୁଛନ୍ତି ମୋର ସେମିତି କାହା ସହ ଯୋଡି ନାହି ।

ବାବୁସାନ ଆଗକୁ କହିଛନ୍ତି ସେ ବାଧ୍ୟ ହୁଅନ୍ତି ସମସ୍ତଙ୍କ ସହ କେମେଷ୍ଟ୍ରି କରିବାକୁ । ଅଭିନେତ୍ରୀ ଭୂମିକା ଙ୍କ ସହ ଠାରେ ଫିଲ୍ମ କରିଲେ ଆଉ ଗୋଟେ ଫିଲ୍ମ କରିବାକୁ କିଛି ବି ଡିମାଣ୍ଡ କରନ୍ତି ନାହି ବାବୁସାନ କହିଛନ୍ତି । ପ୍ରତେକ ଫିଲମର ସ୍କ୍ରିପ୍ଟ ଅନୁଯାୟୀ ବାବୁସାନ ସମସ୍ତଙ୍କ ସହ ଫିଲ୍ମ କରିବାକୁ ପସନ୍ଦ କରିଥାନ୍ତି । ଯଦି ତାଙ୍କୁ ଫିଲ୍ମଫର ଚରିତ୍ର ଭଲ ନ ଲାଗେ ତେବେ ସେ ଆଗକୁ ବହଡିବାକୁ ପସନ୍ଦ କରନ୍ତି ନାହି ।

ତାଙ୍କର ସବୁଠାରୁ ଭଲ ହିରୋଇନ ହେଉଛନ୍ତି ତାଙ୍କ ମାମା ଅପରାଜିତା । ଆଗକୁ ବାବୁସାନ କହିଛନ୍ତି ତାଙ୍କୁ ଯଦି ଆଜିର ହିରୋଇନ ମାନଙ୍କ ମଧ୍ୟରୁ କେହି ଭଲ ପାଆନ୍ତି ବା କାହା ସହ କାମ କରିବାକୁ ସେ ପସନ୍ଦ କରନ୍ତି ବା କମ୍ଫଟେବଲ ଫିଲ କରନ୍ତି ସେ ହେଉଛନ୍ତି ଅଭିନେତ୍ରୀ ରିୟା ଓ ଝିଲିକ । କାରଣ ଏହି ଦୁଇ ହିରୋଇନ ତାଙ୍କ ସହ ବନ୍ଧୁ ଭଳି ମିଶି ଯାଇଥାନ୍ତି ।

ତେବେ ସବୁଠାରୁ ଅଧିକ କମ୍ଫଟେବଲ ବାବୁସାନ ଅଭିନେତ୍ରୀ ରିୟା ଙ୍କ ସହ ହୋଇଥାନ୍ତି ବୋଲି ରିୟାଲିଟି ସୋ ରେ କହିଛନ୍ତି । ସେ ପିଲା ଦିନେ ବହୁତ ଦୁଷ୍ଟାମି କରୁଥିଲେ ଚଗଲା ହେଉଥିଲେ ଏହି କଥା ଟି ମଧ୍ୟ ସତ ଅଟେ ଯାହା ତାଙ୍କୁ ପ୍ରଶ୍ନ ପଚାର ଯାଇଥିଲା ।

ଆଉ ସେ ଉତ୍ତର ରେ ହଁ ମଧ୍ୟ କହିଥିଲେ । ତେବେ ବାବୁସାନ ଆଗକୁ ନିଜ ପସନ୍ଦ ଅନୁଯାୟୀ ନୁହେଁ ବରଂ ପ୍ରଡ୍ୟୁସର ମାନେ ଯେଉଁ ଭଳି କାମ କରିବାକୁ କହିବେ ସେମିତି କରିବେ ବୋଲି ମତ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ବାବୁସାନଙ୍କର ଏଭଳି ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *