ଦୀର୍ଘ 80 ବର୍ଷ ପରେ 12 August ରେ ଦେଖାଯିବ ଶ୍ରାବଣ ପୂର୍ଣ୍ଣିମାର ଚାନ୍ଦ, ଏହି 6ଟି ରାଶିରେ ଲାଗିବ ଲଟେରୀ 

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଶ୍ରାବଣ ମାସଟି ମହାଦେବଙ୍କୁ ସମର୍ପିତ ଅଟେ । ଏହି ମାସଟି ବହୁତ ପବିତ୍ର ମାସ ଭାବେ ମାନା ଯାଇଥାଏ । ଏହି ମାସରେ ଭଗବାନ ଶିବଙ୍କର ଭକ୍ତି ସହକାରେ ପୂଜା ଆରାଧନା କରିଲେ ଜୀବନରେ ସୁଫଳ ମିଳିଥାଏ । ତେବେ ଚଳିତ ବର୍ଷ ଅଗଷ୍ଟ ୧୨ ତାରିଖରେ ଶ୍ରାବଣ ପୂର୍ଣ୍ଣିମା ପଡିବାକୁ ଯାଉଛି । ଏହି ଦିନ ଶ୍ରାବଣ ମାସର ଶେଷ ଦିନ ହେବା ସହ ରାକ୍ଷୀ ବନ୍ଧନ ମଧ୍ୟ ପଡିବାକୁ ଯାଉଛି । ତେବେ ଦୀର୍ଘ ୮୦ ବର୍ଷ ପରେ ଶ୍ରାବଣ ପୂର୍ଣ୍ଣିମାରେ କିଛି ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ଏହି ରାଶି ମାନଙ୍କ ଜୀବନରେ ମହାଦେବ ଙ୍କ କୃପାରୁ ଅନେକ ସାରା ଖୁସି ଆସିବାକୁ ଯାଉଛି । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣଙ୍କୁ ବଡ ଲାଭ ଦେଖିବାକୁ ମିଳିବ । ଯେଉଁ ମାନେ ଚାକିରି ପାଇଁ ସନ୍ଧାନ କରୁଛନ୍ତି ସେମାନଙ୍କୁ ନୂଆ ଚାକିରି ମିଳିବାର ପ୍ରବଳ ଯୋଗ ରହିଛି । ଆଗାମୀ ସମୟ ବହୁତ ଭଲ ରହିବ ଏହି ରାଶିର ଲୋକ ମାନଙ୍କ ପାଇଁ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହୋଇପାରେ ।

ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମନରେ ଆତ୍ମବିଶ୍ଵାସ ଭରି ରହିବ । ଶ୍ରାବଣ ପୂର୍ଣ୍ଣିମା ପର ଠାରୁ ଅଟକି ରହିଥିବା ସବୁ କାମ ପୁଣି ଥରେ ଆରମ୍ଭ ହେବ । ଆଗାମୀ ସମୟ ବହୁତ ସାନଦାର ରହିବ । ଆପଣ ପୂର୍ବରୁ ଯେଉଁ ଯୋଜନା ମାନ ପ୍ରସ୍ତୁତ କରି ରଖିଛନ୍ତି ତାହା କାର୍ଯ୍ୟକାରୀ କରିବାର ସମୟ ପାଖେଇ ଆସୁଛି ।

ଆପଣଙ୍କ ଦ୍ଵାରା ଆରମ୍ଭ ହୋଇଥିବା ପ୍ରତେକ ଟି କାମରେ ସଫଳତା ହାସଲ ହେବେ । ରାଜନୀତି ଓ କଳାତ୍ମକ କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କ ପାଇଁ ସମୟ ବହୁତ ଭଲ ରହିବ । ଯେଉଁ ଜାତକ ମାନେ ଅବିବାହିତ ଅଛନ୍ତି ସେମାନଙ୍କ ପାଇଁ ଅନେକ କ୍ଷେତ୍ର ରୁ ବିବାହ ପ୍ରସ୍ତାବ ଆସିପାରେ । ଯେଉଁ ମାନେ ପ୍ରେମ ସମ୍ପର୍କରେ ବାନ୍ଧି ହୋଇ ଅଛନ୍ତି ସେମାନଙ୍କର ପ୍ରେମ ଜୀବନ ବହୁତ ଖୁସି ପୂର୍ବକ ରହିବ ।

ନିଜର ପାର୍ଟନର ଙ୍କ ସହ ଅଧିକ ସମୟ ବ୍ଯତୀତ କରିବାର ଅବସର ପାଇବେ । ପାରିବାରିକ ମାହୋଲ ଖୁସି ଭରା ରହିବ । ସନ୍ତାନ ମାନଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିପାରେ । ବିଦ୍ୟାର୍ଥୀ ବର୍ଗ ପାଠ ପଢା ରେ ଅଗ୍ରସର ହେବେ । ଯେଉଁ ମାନେ ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ନିଶ୍ଚିନ୍ତ ଭାବେ ସଫଳ ହେବେ ।

ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯାହା ବି ମନାନ୍ତର ମତଭେଦ ରହିଥିଲା ତାହା ଏହି ସମୟ ମଧ୍ୟରେ ଦୂର ହେବ । ଦାଂପତ୍ଯ ଜୀବନରେ ଖୁସି ଆସିବାକୁ ଯାଉଛି । ଦୀର୍ଘ ଦିନରୁ ଅଟକି ରହିଥିବା ଟଙ୍କା ଫେରି ପାଇବେ । କରଜ ରୁ ମୁକ୍ତି ପାଇବେ । ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମକର ରାଶି, ବୃଷ ରାଶି, କର୍କଟ ରାଶି, ସିଂହ ରାଶି, କନ୍ୟା ରାଶି ଓ କୁମ୍ଭ ରାଶି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *