Prakruti ଓ Babushanଙ୍କ ଭାଇରାଲ Video ବିବାଦ ପରେ ଏବେ Prakruti Mishra କଣ କରୁଛନ୍ତି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରି ର ଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଚମତ୍କାର ଅଭିନୟ ଦ୍ଵାରା ଖୁବ ଚର୍ଚ୍ଚା ରେ ରହିଥାନ୍ତି । ଖାସ କରି ଓଡିଆ ଅଭିନେତ୍ରୀ ମାନେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଲୋକଲୋଚନ କୁ ଆସିଥାନ୍ତି । ଆଜି ଆମେ ଆପଣଙ୍କୁ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ବିଷୟରେ କିଛି ନୂଆ ଅପଡେଟ ଦେବାକୁ ଯାଉଛୁ । ଆପଣ ମାନେ ଜାଣିଥିବେ ଓଡିଆ ଇଣ୍ଡଷ୍ଟ୍ରି ର ପ୍ରସିଦ୍ଧ ଗାୟକ ମନ୍ମଥ ମିଶ୍ର ଙ୍କ ଝିଅ ହେଉଛନ୍ତି ପ୍ରକୃତି ମିଶ୍ର । ସେ ଓଡିଆ ଫିଲ୍ମ ରେ ନିଜର କଳା ର ପ୍ରତିଭା ଦେଖାଇ ସାରିଛନ୍ତି ।

ପ୍ରକୃତି ମଧ୍ୟ ନିଜର ଚମତ୍କାର ଅଭିନୟ ଦ୍ଵାରା ବେଶ ଚର୍ଚ୍ଚା ରେ ରହି ଆସିଛନ୍ତି । ବିଶେଷ କରି ସେ ହିନ୍ଦୀ ସିରିଏଲ ମାନଙ୍କରେ କାମ କରିଥାନ୍ତି । ଓଡିଆ ଫିଲ୍ମ ଖୁବ କମ କରିଛନ୍ତି ପ୍ରକୃତି । ଗତ କିଛି ଦିନ ତଳେ ପ୍ରକୃତି ଓ ବାବୁସାନ ଙ୍କ ପ୍ରେମ କାହାଣୀ କୁ ନେଇ ବିବାଦ ଏତେ ତୀବ୍ର ହୋଇଥିଲା କି ସମସ୍ତେ ଦୁହିଙ୍କୁ ନିନ୍ଦା କରିବାକୁ ଲାଗିଥିଲେ । ଯାହା ପାଇଁ ଦୁହେଁ ଅନେକ ସମସ୍ୟାର ସମୁଖିନ୍ନ ମଧ୍ୟ ହୋଇଥିଲେ ।

କିନ୍ତୁ ପରେ ସବୁ କିଛି ଠିକ ହୋଇ ଯାଇଥିଲା । ତେବେ ବର୍ତ୍ତମାନ ର ବଡ ଖବର ରହିଛି ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ବିଷୟରେ । ସେ ଓଡିଆ ଇଣ୍ଡଷ୍ଟ୍ରି ଛାଡି ତେଲୁଗୁ ଇଣ୍ଡଷ୍ଟ୍ରି ରେ ଏବେ କାମ କରିବାକୁ ଯାଉଛନ୍ତି । କିଛି ଦିନ ମାନଙ୍କରେ ପ୍ରକୃତି ମିଶ୍ର ଓ ଅଭିନେତା ବାବୁସାନ ମହାନ୍ତି ଙ୍କୁ ବିବାଦ ଚାଲିଥିଲା । ବିବାଦ ପରେ ପ୍ରକୃତି ମିଶ୍ର ମୁମ୍ବାଇ ଚାଲି ଯାଇଥିଲେ ।

ମୁମ୍ବାଇ ରେ ନିଜର କ୍ୟାରିୟର ଆଗକୁ ବଢାଇବେ ବୋଲି ନିସ୍ପତି ନେଇଥିଲେ । ଗତ କିଛି ଦିନ ତଳେ ପ୍ରକୃତି ତେଲୁଇଗୁ ହିରୋ ଙ୍କ ସହ ଫୋଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ସେ ବର୍ତ୍ତମାନ ସମୟରେ ତେଲୁଗୁ ଫିଲ୍ମ ରେ ଅଭିନୟ କରିବାକୁ ଯାଉଛନ୍ତି ଯାହା ବହୁତ ଭଲ ଖବର ।

ଓଡିଆ ହିରୋଇନ ହୋଇ ସେ ଅନେକ ଫିଲମ କରି ସରାଇଛନ୍ତି । ଏମିତିକି ହିନ୍ଦୀ ସିରିଏଲ ଓ ଫିଲ୍ମ ମଧ୍ୟ କରି ସରାଇଛନ୍ତି । ଏବେ ନୂଆ କରି ସେ ତେଲୁଗୁ ଫିଲ୍ମ ରେ କମ କରିବାକୁ ଯାଉଛନ୍ତି । ଗତ କିଛି ଦିନ ତଳେ ବାବୁସାନ ଓ ପ୍ରକୃତି ଙ୍କ ସମ୍ପର୍କ କୁ ନେଇ ଯେଉଁ ବିବାଦ ଲାଗିଥିଲା ସେଥିପାଇଁ ଓଡିଶା ବସି ପ୍ରକୃତି ଙ୍କୁ ବହୁତ ନିନ୍ଦା କରିଥିଲେ ।

କିନ୍ତୁ ସେ ଆଜି ଏଭଳି କାମ କରି ଦେଖାଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରକୃତି ମିଶ୍ର ଓଡିଆ ଝିଅ ହୋଇ ମଧ୍ୟ ବଲିଉଡ ରେ କ୍ୟାରିୟର କରି ସାରିବା ପରେ ଏବେ ତେଲୁଗୁ ଫିଲ୍ମ ରେ ଅଭିନୟ କରିବାକୁ ଯାଉଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ପ୍ରକୃତି ମିଶ୍ର କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *