Interesting GK Questions- ଗୋଟିଏ ନାରୀ ନିଜ ଜୀବନରେ କେତୋଟି ଶିଶୁ କୁ ଜନ୍ମ ଦେଇପାରେ ? 

ଅନେକ ପ୍ରଶ୍ନର ଯାହା ଆମ ପାଖରେ ନାହି । ତାହା ଆମେ କାହାକୁ ପଚାରି ଥାଉ । ଆମ ପାଖରେ ଅନେକ ପ୍ରଶ୍ନ ଅଛି ଯାହା ଆମକୁ ଆଗକୁ ଯାଇକି ଅନେକ କମ୍ପିଟେଟିଭ ପରୀକ୍ଷା ରେ ଆମେ ଏହାକୁ ଦେଖିବା ପାଇଁ ପାଇଥାଉ । ସାଧାରଣ ଭାବେ ଆମେ ଦେଖିବା ପାଇଁ ଯିବା ଯଦି ଆମେ ଆମ ପାଖ ଆଖରେ ହେଉଥିବା ଘଟଣା ଠାରୁ ବହୁତ ଦୂର ରେ ଥାଏ । ଆଜି ଆମେ ଆପଣଙ୍କୁ କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କୁ ଆଗାମୀ ଦିନରେ ସାହାଜ୍ଯ କରିଥାଏ । ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ ।

୧- କେଉଁ ତାରା ୧୬ ବର୍ଷ ପରେ ଦେଖାଯାଏ ?

ଉତ୍ତର- ପୁଛଳ ତାରା

୨- କେଉଁ ପରିବା ଖାଇବା ଦ୍ଵାରା ଦାନ୍ତ ସଫା ହୋଇଥାଏ ?

ଉତ୍ତର- ପାଳଙ୍ଗ ଶାଗ

୩- ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜର ପୁରା ଜୀବନ କାଳରେ କେବେ ବି ଗଛ ଉପରେ ବସି ନ ଥାଏ ?

ଉତ୍ତର- ଟିଟୋନୀ ପକ୍ଷୀ

୪- କେଉଁ ଜୀବ ମନୁଷ୍ୟର ସବୁଠାରୁ ବଡ ଶତ୍ରୁ ଅଟେ ?

ଉତ୍ତର- ମଶା

୫- ବିଶ୍ଵ ର ସବୁଠାରୁ ଲମ୍ବା ନଦୀର ନାମ କଣ ?

ଉତ୍ତର- ନୀଳ ନଦୀ

୬- ଏମିତି କେଉଁ ଜିନିଷ ଅଛନ୍ତି ଯାହା କାରଣରୁ ଖୁସି ସମୟରେ ବି ଆଖି ରୁ ଲୁହ ଚାଲି ଆସେ ?

ଉତ୍ତର- ପିଆଜ

୭- ଏମିତି କେଉଁ ଜିନିଷ ଅଛି ଯାହାର ମୁଣ୍ଡ ନାହି ତଥାପି ସେ ଟୋପି ପିନ୍ଧିଥାଏ ?

ଉତ୍ତର- ବୋତଲ

୮- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ କେବେ ବି ଧରି ରଖିପାରିବ ନାହି ?

ଉତ୍ତର- ଛାଇ

୯- ଏମିତି କେଉଁ ଜିନିଷ ଅଛି ଯାହା ପାଖରେ head ଓ tail ଅଛି କିନ୍ତୁ body ନାହି ?

ଉତ୍ତର- coin ବା ମୁଦ୍ରା

୧୦- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଯେତେ ଟାଣିବୁ ସେତିକି ଛୋଟ ହୋଇଯିବ ?

ଉତ୍ତର- ସିଗାରେଟ

୧୧- ପର ନାହି କିନ୍ତୁ ସେ ଉଡିଥାଏ, ହାତ ନାହି ସେ ଲଢିଥାଏ ତାହା କଣ ?

ଉତ୍ତର- ଗୁଡି

୧୨- ଏମିତି କେଉଁ ଫଳ ଅଛି ଯାହା କଞ୍ଚା ସମୟରେ ମିଠା ଲାଗିଥାଏ କିନ୍ତୁ ପାଚିଗଲେ ଖଟା ଲାଗିଥାଏ ?

ଉତ୍ତର- ସପୁରି

୧୩- ଦୁନିଆରେ ବର୍ତ୍ତମାନ ଯାଏଁ ସମୁଦାୟ କେତେ ଜଣ ମହାନ ବ୍ୟକ୍ତି ଜନ୍ମ ହୋଇଛନ୍ତି ?

ଉତ୍ତର- ସମସ୍ତେ ପ୍ରଥମ ଜନ୍ମ ହୋଇଥାନ୍ତି ଓ ପରେ ଯାଇ ମହାନ ହୋଇଥାନ୍ତି

୧୪- ତାହା କଣ ଅଟେ ଯାହା ହାତୀ ଠାରୁ ବଡ ହୋଇଥାଏ କିନ୍ତୁ ତାର ଓଜନ କିଛି ବି ନୁହେଁ ?

ଉତ୍ତର- ହାତୀର ଛାଇ

୧୫- ଗୋଟିଏ ନାରୀ ନିଜ ଜୀବନରେ କେତୋଟି ଶିଶୁ କୁ ଜନ୍ମ ଦେଇପାରେ ?

ଉତ୍ତର- ୪୦ଟି ଛୁଆ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *