ନମସ୍କାର ବନ୍ଧୁଗଣ, ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେଲା ଓଡିଆ ଯୁବକଙ୍କର କଷ୍ଟମର କେୟାର ସହ ଅଡିଓ କଲ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯୁବକ କହୁଛନ୍ତି ମ୍ୟାଡମ ମୁଁ ଜିତୁର ଭାଇ କହୁଛି ମୋର ମଝିରେ ମଝିରେ ଜିଓ ନେଟୱାର୍କ ପୁରା ଉଡି ଯାଇଛି କଣ କାରଣ ହୋଇପାରେ । ଉତ୍ତରରେ କଷ୍ଟମର କେୟାର କହୁଛନ୍ତି ସାର ଆପଣ ଯେଉଁ ନମ୍ବରରେ ଫୋନ କରିଛନ୍ତି ସେଥିରେ ସମସ୍ଯା ହେଉଛି କି ? ଯୁବକ କହୁଛନ୍ତି ହଁ ମୁ ଜିଓରେ କାମ କରୁଛି ।
କଷ୍ଟମର କେୟାର ପଚାରୁଛନ୍ତି ଆପଣଙ୍କ ଯେଉଁ ଲୋକେସନରେ ଅଛନ୍ତି ସେଠାରେ ନେଟୱାର୍କ ପ୍ରୋବଲେମ ହେଉଛି ଅଣ ଅନ୍ୟ ଜାଗାରେ ହେଉଛି ଉତ୍ତରରେ ଯୁବକ କହୁଛନ୍ତି ଆମ ଗାଁ ଲୋକେଶନ କଣ ମୁଁ ଜାଣି ନାହି କି ? ଉତ୍ତରରେ ଯୁବକ କହୁଛନ୍ତି ୟା ୟା ଅଛି । ଯୁବକ କହୁଛନ୍ତି ପଟି ପାଖରେ ହେଉ ନାହି କି ଟିଭି ପାଖରେ ରଖିଲେ ହଉ ନାହି ଉତ୍ତରରେ କଷ୍ଟମୟ କେୟାର କହୁଛନ୍ତି ସାର ମୁଁ କହୁଛି ପାର୍ଟିକୁଲାର ମାନେ ଆପଣ ଯେଉଁଠି ଏବେ ଅଛନ୍ତି ସେଠାରେ ନେଟୱାର୍କ ସମସ୍ଯା ହେଉଛି କି ? ଯୁବକ କହୁଛନ୍ତି ଆମର ଧକ ଧକ ହଉଛି ହଁ ହଁ ହଉଛି ।
ସବୁ ଜାଗାରେ ଟିକେ ଟିକେ ହଉଛି ବୋଲି ଯୁବକ କହୁଛନ୍ତି । କଷ୍ଟକର କେୟାର କହୁଛନ୍ତି ସାର ଆପଣେ ଏହି ନମ୍ବର ୟୁରିକାଏ ଆନ୍ଟାକାରେ ୟୁଜ କରୁଛନ୍ତି ଉତ୍ତରରେ ଯୁବକ କହୁଛନ୍ତି ଇଙ୍ଗ୍ଲିଶ ଆଏନି ଆଣ୍ଟର ଫାଣ୍ଟର ସେଣ୍ଟର ମୋତେ କିଛି ଜାଣ ନାହି ଆଉ କଣ କୁହନ୍ତୁ । କଷ୍ଟମର କେୟାର ପଚାରୁଛନ୍ତି ସାର ଆପଣ ଯେଉଁ ମୋବାଇଲ ୟୁଜ କରୁଛନ୍ତି କଣ ୟୁଜ କରୁଛନ୍ତି ଉତ୍ତରରେ ଯୁବକ ବଡ ବଡ ମୋବାଇଲ ବୋଲି କହୁଛନ୍ତି ।
ୟୁରିକା ସେଟ ୟୁଜ କରୁଛି ବୋଲି ଯୁବକ କହୁଛନ୍ତି । ଡାଟା, କଲ ପାଇଁ ଜିଓ ବ୍ୟବହାର କରୁଛନ୍ତି କି ନାହି କଷ୍ଟମର କେୟାର ପଚାରିବାରୁ ଯୁବକ କହୁକନ୍ତି ମୁଁ ଚଳେଇବା ଜାଣି ନାହି କିନ୍ତୁ ୩୦୦ ଟଙ୍କା ପେକି ଦେଇଛି । କଷ୍ଟମର କେୟାର କହୁଛନ୍ତି ସାର ଆପଣ ଓଡିଆ ବୁଝି ପାରୁଛନ୍ତି ଉତ୍ତାରେ ଯୁବକ କହୁଛନ୍ତି ମୁଁ ଖାଣ୍ଡି ଗାଉଁଲି ଟୋକା ଆଉ ସବୁ ବୁଝିପାରୁଛି । କଷ୍ଟମର କେୟାର ପଚାରୁଛନ୍ତି ସାର ଆପଣଙ୍କର ନେଟୱାର୍କ ମୋଡ ଅଟୋମୋଡ ଅଛି ଉତ୍ତରରେ ଯୁବକ କହୁଛନ୍ତି ଆମ ଗାଁରେ ଅଟୋ ନାହି କି ଟେମ୍ପୋ ନାହି ।
କଷ୍ଟମର କେୟାର ଇଙ୍ଗ୍ଲିଶରେ ଏୟାରପ୍ଳେନ ମୋଡ ଅନ ଅଛି କି ନାହି ପଚାରିବାରୁ ଯୁବକ ମୋତେ ଏତେ ଇଙ୍ଗ୍ଲିଶ ପଚରା ନାହି କହୁଛନ୍ତି । ଯାହା କହୁଛ ଓଡିଆରେ କୁହ ଆଉ ମୋବାଇଲେ ଏରୋପ୍ଳେନ ନାହାଇ ବୋଲି ଯୁବକ କହୁଛନ୍ତି । ମୋବାଇଲ ହ୍ୟାଙ୍ଗ ହେଉଛି ରିଷ୍ଟାର୍ଟ କରି ଦେଖିଥିଲେ କି କଷ୍ଟମର କେୟାର ପଚାରିବାରୁ ଯୁବକ କଣ ଡିଶ ଟିଭି କହୁଛ ମୁଁ ଜାଣିପାରୁ ନାହି ।
ଗୀତ କଣ ମାଗଣାରେ ହବ ବୋଲି ଯୁବକ କହୁଛନ୍ତି । ଜିଓ ମ୍ୟୁଜିକ ଆପ୍ଲିକେସନ ଡାଉନଲୋଡ କରି ଗୀତ ରଖିପାରିବେ ବୋଲି କଷ୍ଟମର କେୟାର କହୁଛନ୍ତି । ସିମ କାର୍ଡ ନମ୍ବର ଜାଣିବାକୁ କଷ୍ଟମର କେୟାର କହୁଛନ୍ତି । ବନ୍ଧୁଗଣ ଆପଣଙ୍କୁ କଷ୍ଟମର କେୟାର ସହ ଓଡିଆ ଯୁବକଙ୍କର କଥାବାର୍ତ୍ତା କେମିତି ଲାଗିଲା କମେଣ୍ଟରେ ଜଣାଇବେ ।