କଷ୍ଟମର କେୟାର ଝିଅକୁ ଫୋନ କରି ପୁଣି ଘାଣ୍ଟିଲା ଓଡିଆ ଟୋକା, ଶୁଣିଲେ ହସି ହସି ଗଡିଯିବେ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେଲା ଓଡିଆ ଯୁବକଙ୍କର କଷ୍ଟମର କେୟାର ସହ ଅଡିଓ କଲ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯୁବକ କହୁଛନ୍ତି ମ୍ୟାଡମ ମୁଁ ଜିତୁର ଭାଇ କହୁଛି ମୋର ମଝିରେ ମଝିରେ ଜିଓ ନେଟୱାର୍କ ପୁରା ଉଡି ଯାଇଛି କଣ କାରଣ  ହୋଇପାରେ । ଉତ୍ତରରେ କଷ୍ଟମର କେୟାର କହୁଛନ୍ତି ସାର ଆପଣ ଯେଉଁ ନମ୍ବରରେ ଫୋନ କରିଛନ୍ତି ସେଥିରେ ସମସ୍ଯା ହେଉଛି କି ? ଯୁବକ କହୁଛନ୍ତି ହଁ ମୁ ଜିଓରେ କାମ କରୁଛି ।

କଷ୍ଟମର କେୟାର ପଚାରୁଛନ୍ତି ଆପଣଙ୍କ ଯେଉଁ ଲୋକେସନରେ ଅଛନ୍ତି ସେଠାରେ ନେଟୱାର୍କ ପ୍ରୋବଲେମ ହେଉଛି ଅଣ ଅନ୍ୟ ଜାଗାରେ ହେଉଛି ଉତ୍ତରରେ ଯୁବକ କହୁଛନ୍ତି ଆମ ଗାଁ ଲୋକେଶନ କଣ ମୁଁ ଜାଣି ନାହି କି ? ଉତ୍ତରରେ ଯୁବକ କହୁଛନ୍ତି ୟା ୟା ଅଛି । ଯୁବକ କହୁଛନ୍ତି ପଟି ପାଖରେ ହେଉ ନାହି କି ଟିଭି ପାଖରେ ରଖିଲେ ହଉ ନାହି ଉତ୍ତରରେ କଷ୍ଟମୟ କେୟାର କହୁଛନ୍ତି ସାର ମୁଁ କହୁଛି ପାର୍ଟିକୁଲାର ମାନେ ଆପଣ ଯେଉଁଠି ଏବେ ଅଛନ୍ତି ସେଠାରେ ନେଟୱାର୍କ ସମସ୍ଯା ହେଉଛି କି ? ଯୁବକ କହୁଛନ୍ତି ଆମର ଧକ ଧକ ହଉଛି ହଁ ହଁ ହଉଛି ।

ସବୁ ଜାଗାରେ ଟିକେ ଟିକେ ହଉଛି ବୋଲି ଯୁବକ କହୁଛନ୍ତି । କଷ୍ଟକର କେୟାର କହୁଛନ୍ତି ସାର ଆପଣେ ଏହି ନମ୍ବର ୟୁରିକାଏ ଆନ୍ଟାକାରେ ୟୁଜ କରୁଛନ୍ତି ଉତ୍ତରରେ ଯୁବକ କହୁଛନ୍ତି ଇଙ୍ଗ୍ଲିଶ ଆଏନି ଆଣ୍ଟର ଫାଣ୍ଟର ସେଣ୍ଟର ମୋତେ କିଛି ଜାଣ ନାହି ଆଉ କଣ କୁହନ୍ତୁ । କଷ୍ଟମର କେୟାର ପଚାରୁଛନ୍ତି ସାର ଆପଣ ଯେଉଁ ମୋବାଇଲ ୟୁଜ କରୁଛନ୍ତି କଣ ୟୁଜ କରୁଛନ୍ତି ଉତ୍ତରରେ ଯୁବକ ବଡ ବଡ ମୋବାଇଲ ବୋଲି କହୁଛନ୍ତି ।

ୟୁରିକା ସେଟ ୟୁଜ କରୁଛି ବୋଲି ଯୁବକ କହୁଛନ୍ତି । ଡାଟା, କଲ ପାଇଁ ଜିଓ ବ୍ୟବହାର କରୁଛନ୍ତି କି ନାହି କଷ୍ଟମର କେୟାର ପଚାରିବାରୁ ଯୁବକ କହୁକନ୍ତି ମୁଁ ଚଳେଇବା ଜାଣି ନାହି କିନ୍ତୁ ୩୦୦ ଟଙ୍କା ପେକି ଦେଇଛି । କଷ୍ଟମର କେୟାର କହୁଛନ୍ତି ସାର ଆପଣ ଓଡିଆ ବୁଝି ପାରୁଛନ୍ତି ଉତ୍ତାରେ ଯୁବକ କହୁଛନ୍ତି ମୁଁ ଖାଣ୍ଡି ଗାଉଁଲି ଟୋକା ଆଉ ସବୁ ବୁଝିପାରୁଛି । କଷ୍ଟମର କେୟାର ପଚାରୁଛନ୍ତି ସାର ଆପଣଙ୍କର ନେଟୱାର୍କ ମୋଡ ଅଟୋମୋଡ ଅଛି ଉତ୍ତରରେ ଯୁବକ କହୁଛନ୍ତି ଆମ ଗାଁରେ ଅଟୋ ନାହି କି ଟେମ୍ପୋ ନାହି ।

କଷ୍ଟମର କେୟାର ଇଙ୍ଗ୍ଲିଶରେ ଏୟାରପ୍ଳେନ ମୋଡ ଅନ ଅଛି କି ନାହି ପଚାରିବାରୁ ଯୁବକ ମୋତେ ଏତେ ଇଙ୍ଗ୍ଲିଶ ପଚରା ନାହି କହୁଛନ୍ତି । ଯାହା କହୁଛ ଓଡିଆରେ କୁହ ଆଉ ମୋବାଇଲେ ଏରୋପ୍ଳେନ ନାହାଇ ବୋଲି ଯୁବକ କହୁଛନ୍ତି । ମୋବାଇଲ ହ୍ୟାଙ୍ଗ ହେଉଛି ରିଷ୍ଟାର୍ଟ କରି ଦେଖିଥିଲେ କି କଷ୍ଟମର କେୟାର ପଚାରିବାରୁ ଯୁବକ କଣ ଡିଶ ଟିଭି କହୁଛ ମୁଁ ଜାଣିପାରୁ ନାହି ।

ଗୀତ କଣ ମାଗଣାରେ ହବ ବୋଲି ଯୁବକ କହୁଛନ୍ତି । ଜିଓ ମ୍ୟୁଜିକ ଆପ୍ଲିକେସନ ଡାଉନଲୋଡ କରି ଗୀତ ରଖିପାରିବେ ବୋଲି କଷ୍ଟମର କେୟାର କହୁଛନ୍ତି । ସିମ କାର୍ଡ ନମ୍ବର ଜାଣିବାକୁ କଷ୍ଟମର କେୟାର କହୁଛନ୍ତି । ବନ୍ଧୁଗଣ ଆପଣଙ୍କୁ କଷ୍ଟମର କେୟାର ସହ ଓଡିଆ ଯୁବକଙ୍କର କଥାବାର୍ତ୍ତା କେମିତି ଲାଗିଲା କମେଣ୍ଟରେ ଜଣାଇବେ ।

Leave a Reply

Your email address will not be published. Required fields are marked *