ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର ।
୧- ଭାରତର କେଉଁ ସହରରେ ସ୍ଵର୍ଣ୍ଣ ମନ୍ଦିର ଅବସ୍ଥିତ ଅଟେ ?
ଉତ୍ତର- ପଞ୍ଜାବ
୨- ନରେନ୍ଦ୍ର ମୋଦୀ କେବେ ନୋଟ ବନ୍ଦୀ ଘୋଷଣା କରିଥିଲେ ?
ଉତ୍ତର- ୮ ନଭେମ୍ବର ୨୦୧୬
୩- ଭାରତର ରାଷ୍ଟ୍ରପତି ନିଜର ଇସ୍ତାଫା ପତ୍ର କାହାକୁ ଦେଇଥାନ୍ତି ?
ଉତ୍ତର- ଉପ ରାଷ୍ଟ୍ରପତି
୪- କେଉଁ ଜୀବ ସବୁବେଳେ ନିଜର ଗୋଟିଏ ଆଖି ଖୋଲା ରଖି ସୋଇଥାଏ ?
ଉତ୍ତର- ଡଲଫିନ
୫- ଭାରତର ପ୍ରଥମ ଥର କେଉଁ ରାଜ୍ୟ ରେ ମେଟ୍ରୋ ଟ୍ରେନ ଚାଲିଥିଲା ?
ଉତ୍ତର- ପଶ୍ଚିମ ବଙ୍ଗଳା
୬- ଜନ ଗଣ ମନ କେଉଁ ମସିହାରେ ଭାରତର ଜାତୀୟ ସଙ୍ଗୀତ ରୂପରେ ସ୍ବୀକୃତି ପ୍ରାପ୍ତ କରିଥିଲା ?
ଉତ୍ତର- ୧୯୫୦ ମସିହାରେ
୭- ISRO ର ମୁଖ୍ୟାଳୟ କେଉଁ ସହରରେ ଅବସ୍ଥିତ ଅଟେ ?
ଉତ୍ତର- ବାଙ୍ଗାଲୋର
୮- ସ୍ଵର୍ଣ୍ଣ ମନ୍ଦିର କେଉଁ ଧର୍ମ ସହ ଜଡିତ ରହିଛି ?
ଉତ୍ତର- ଶିଖ ଧର୍ମ
୯- ଭାରତର କେଉଁ ଟ୍ରେନ ସବୁଠୁ ଅଧିକ ଦୂର ସ୍ଥାନକୁ ଯାତ୍ରା କରିଥାଏ ?
ଉତ୍ତର- ବିବେକ ଏକ୍ସପ୍ରେସ
୧୦- କେଉଁ ସହରକୁ ପିତଳ ନଗରି କୁହଯାଏ ?
ଉତ୍ତର- ମୁରାଦାବାଦ
୧୧- ଶୁନ ଅର୍ଥାତ ଜିରୋ ର ଉଦ୍ଭାବକ କିଏ କରିଥିଲେ ?
ଉତ୍ତର- ଆର୍ଯ୍ୟଭଟ୍ଟ
୧୨- କେଉଁ ଜୀବ କ୍ଷୀର ଓ ଅଣ୍ଡା ଉଭୟ ଦେଇଥାଏ ?
ଉତ୍ତର- ପ୍ଲାଟିପସ
୧୩- ମୁଁ ଜଣେ ମଣିଷକୁ ଦୁଇ ଜଣ କରି ଦିଏ ମୁଁ କିଏ ?
ଉତ୍ତର- ଆଇନା
୧୪- GPS ର ଫୁଲ ଫର୍ମ କଣ ?
ଉତ୍ତର- ଗ୍ଲୋବାଲ ପୋଜେସନିଙ୍ଗ ସିଷ୍ଟମ
୧୫- ନେପାଳ ରେ କେତୋଟି ଜିଲା ଅଛି ?
ଉତ୍ତର- ୭୮ଟି
୧୬- କେଉଁ ଜୀବର ମସ୍ତକ କାଟିବା ପରେ ମଧ୍ୟ ସେ ଗୋଟିଏ ସପ୍ତାହ ଯାଏଁ ବଞ୍ଚି ପାରିଥାଏ ?
ଉତ୍ତର- ଅସରପା
୧୭- ଜଣେ ମା ପାଇଁ ତାହା କେଉଁ କାମ ହୋଇଥାଏ ଯାହାକୁ ପୁଅ କଲେ ଖରାପ ଓ ଜ୍ଵାଇଁ କଲେ ବହୁତ ଭଲ ହୋଇଥାଏ ?
ଉତ୍ତର- ସ୍ତ୍ରୀର ଗୋଲାମି
୧୮- ଭାରତର କେଉଁ ରାଜ୍ୟରେ ଗୋଟିଏ ବି ଜିଲ୍ଲା ନାହି ?
ଉତ୍ତର- ଲକ୍ଷଦ୍ବୀପରେ
୧୯- କେଉଁ ରାଜ୍ୟର ମାନେ ବାଦଲର ଘର ଅଟେ ?
ଉତ୍ତର- ମେଘାଳୟ
୨୦- ଘା’ ଭରିବାରେ କେଉଁ ଭିଟାମିନ ସହାୟକ ହୋଇଥାଏ ?
ଉତ୍ତର- ଭିଟାମିନ-ସି
୨୧- ଭାରତୀୟ ନୋଟରେ କେତେ ଭାଷା ଅଛି ?
ଉତ୍ତର- ୧୭ଟି
୨୨- ଏମିତି କଣ ଅଟେ ଯାହାକୁ ଆମେ କାଟିଥାଉ, ପେଷିଥାଉ ଓ ବାଣ୍ଟିଥାଉ ହେଲେ ଖାଇ ନ ଥାଉ ?
ଉତ୍ତର- ତାସ ପତା
୨୩- ବିଶ୍ଵର ସବୁଠାରୁ ଅଧିକ ମୋବାଇଲ କେଉଁ ଦେଶରେ ତିଆରି ହୋଇଥାଏ ?
ଉତ୍ତର- ଚୀନ
୨୪- କେଉଁ ଶବ୍ଦ କୁଆଁରୀ ଝିଅ ମାନେ କହିପାରିବେ ନାହି ?
ଉତ୍ତର- ଶାଶୁ ମା
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।