କେଉଁ ଶବ୍ଦ କୁଆଁରୀ ଝିଅମାନେ କହିପାରିବେ ନାହି ? ଏହା ସହ ଆହୁରି 23 GK Quiz

ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର ।

୧- ଭାରତର କେଉଁ ସହରରେ ସ୍ଵର୍ଣ୍ଣ ମନ୍ଦିର ଅବସ୍ଥିତ ଅଟେ ?

ଉତ୍ତର- ପଞ୍ଜାବ

୨- ନରେନ୍ଦ୍ର ମୋଦୀ କେବେ ନୋଟ ବନ୍ଦୀ ଘୋଷଣା କରିଥିଲେ ?

ଉତ୍ତର- ୮ ନଭେମ୍ବର ୨୦୧୬

୩- ଭାରତର ରାଷ୍ଟ୍ରପତି ନିଜର ଇସ୍ତାଫା ପତ୍ର କାହାକୁ ଦେଇଥାନ୍ତି ?

ଉତ୍ତର- ଉପ ରାଷ୍ଟ୍ରପତି

୪- କେଉଁ ଜୀବ ସବୁବେଳେ ନିଜର ଗୋଟିଏ ଆଖି ଖୋଲା ରଖି ସୋଇଥାଏ ?

ଉତ୍ତର- ଡଲଫିନ

୫- ଭାରତର ପ୍ରଥମ ଥର କେଉଁ ରାଜ୍ୟ ରେ ମେଟ୍ରୋ ଟ୍ରେନ ଚାଲିଥିଲା ?

ଉତ୍ତର- ପଶ୍ଚିମ ବଙ୍ଗଳା

୬- ଜନ ଗଣ ମନ କେଉଁ ମସିହାରେ ଭାରତର ଜାତୀୟ ସଙ୍ଗୀତ ରୂପରେ ସ୍ବୀକୃତି ପ୍ରାପ୍ତ କରିଥିଲା ?

ଉତ୍ତର- ୧୯୫୦ ମସିହାରେ

୭- ISRO ର ମୁଖ୍ୟାଳୟ କେଉଁ ସହରରେ ଅବସ୍ଥିତ ଅଟେ ?

ଉତ୍ତର- ବାଙ୍ଗାଲୋର

୮- ସ୍ଵର୍ଣ୍ଣ ମନ୍ଦିର କେଉଁ ଧର୍ମ ସହ ଜଡିତ ରହିଛି ?

ଉତ୍ତର- ଶିଖ ଧର୍ମ

୯- ଭାରତର କେଉଁ ଟ୍ରେନ ସବୁଠୁ ଅଧିକ ଦୂର ସ୍ଥାନକୁ ଯାତ୍ରା କରିଥାଏ ?

ଉତ୍ତର- ବିବେକ ଏକ୍ସପ୍ରେସ

୧୦- କେଉଁ ସହରକୁ ପିତଳ ନଗରି କୁହଯାଏ ?

ଉତ୍ତର- ମୁରାଦାବାଦ

୧୧- ଶୁନ ଅର୍ଥାତ ଜିରୋ ର ଉଦ୍ଭାବକ କିଏ କରିଥିଲେ ?

ଉତ୍ତର- ଆର୍ଯ୍ୟଭଟ୍ଟ

୧୨- କେଉଁ ଜୀବ କ୍ଷୀର ଓ ଅଣ୍ଡା ଉଭୟ ଦେଇଥାଏ ?

ଉତ୍ତର- ପ୍ଲାଟିପସ

୧୩- ମୁଁ ଜଣେ ମଣିଷକୁ ଦୁଇ ଜଣ କରି ଦିଏ ମୁଁ କିଏ ?

ଉତ୍ତର- ଆଇନା

୧୪- GPS ର ଫୁଲ ଫର୍ମ କଣ ?

ଉତ୍ତର- ଗ୍ଲୋବାଲ ପୋଜେସନିଙ୍ଗ ସିଷ୍ଟମ

୧୫- ନେପାଳ ରେ କେତୋଟି ଜିଲା ଅଛି ?

ଉତ୍ତର- ୭୮ଟି

୧୬- କେଉଁ ଜୀବର ମସ୍ତକ କାଟିବା ପରେ ମଧ୍ୟ ସେ ଗୋଟିଏ ସପ୍ତାହ ଯାଏଁ ବଞ୍ଚି ପାରିଥାଏ ?

ଉତ୍ତର- ଅସରପା

୧୭- ଜଣେ ମା ପାଇଁ ତାହା କେଉଁ କାମ ହୋଇଥାଏ ଯାହାକୁ ପୁଅ କଲେ ଖରାପ ଓ ଜ୍ଵାଇଁ କଲେ ବହୁତ ଭଲ ହୋଇଥାଏ ?

ଉତ୍ତର- ସ୍ତ୍ରୀର ଗୋଲାମି

୧୮- ଭାରତର କେଉଁ ରାଜ୍ୟରେ ଗୋଟିଏ ବି ଜିଲ୍ଲା ନାହି ?

ଉତ୍ତର- ଲକ୍ଷଦ୍ବୀପରେ

୧୯- କେଉଁ ରାଜ୍ୟର ମାନେ ବାଦଲର ଘର ଅଟେ ?

ଉତ୍ତର- ମେଘାଳୟ

୨୦- ଘା’ ଭରିବାରେ କେଉଁ ଭିଟାମିନ ସହାୟକ ହୋଇଥାଏ ?

ଉତ୍ତର- ଭିଟାମିନ-ସି

୨୧- ଭାରତୀୟ ନୋଟରେ କେତେ ଭାଷା ଅଛି ?

ଉତ୍ତର- ୧୭ଟି

୨୨- ଏମିତି କଣ ଅଟେ ଯାହାକୁ ଆମେ କାଟିଥାଉ, ପେଷିଥାଉ ଓ ବାଣ୍ଟିଥାଉ ହେଲେ ଖାଇ ନ ଥାଉ ?

ଉତ୍ତର- ତାସ ପତା

୨୩- ବିଶ୍ଵର ସବୁଠାରୁ ଅଧିକ ମୋବାଇଲ କେଉଁ ଦେଶରେ ତିଆରି ହୋଇଥାଏ ?

ଉତ୍ତର- ଚୀନ

୨୪- କେଉଁ ଶବ୍ଦ କୁଆଁରୀ ଝିଅ ମାନେ କହିପାରିବେ ନାହି ?

ଉତ୍ତର- ଶାଶୁ ମା

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *